Health Tips- ମୋଟାପା, Belly Fat, ଅଣ୍ଟା ଓ ଜଙ୍ଘର ଚର୍ବି ମହମ ପରି ତରଳିଯିବ, ଖାଆନ୍ତୁ ଏହି ଜିନିଷ

ନମସ୍କାର ବନ୍ଧୁଗଣ, ନିଜ ଶରୀରକୁ ମେଣ୍ଟେନ କରି ରଖିବାର ଇଛା ସମସ୍ତଙ୍କ ମନରେ ରହିଥାଏ । ହେଲେ ଖାଇବାର ଲାଳସା ବେଳେ ବେଳେ ଏତେ ବଢିଯାଏ କି ଆମେ ଆମ ଡାଏଟକୁ ମଧ୍ୟ ଭୁଲିଯାଉ ଯାହା ଫଳରେ ମୋଟାପଣ ବଢିବାକୁ ଲାଗେ । ଆଉ ଏହି ମୋଟାପଣ ଏବଂ ବଢୁଥିବା ଓଜନ ଆପଣଙ୍କ ସୌନ୍ଦର୍ଜ୍ୟକୁ ନଷ୍ଟ କରିଦେଇଥାଏ । ଆପଣ ସର୍ବଦା ଚିନ୍ତାରେ ରହିଥାନ୍ତି କିଭଳି ଆପଣଙ୍କ ଓଜନ କମାଇବେ ।

ତେବେ ଆଉ ଚିନ୍ତା କରିବାର କୌଣସି ଆବଶ୍ୟକ ନାହିଁ କାରଣ ଆଜି ଆମେ ଆପଣ ମାନଙ୍କୁ ଜଣାଇବା ପାଇଁ ଯାଉଛୁ ଏଭଳି କିଛି ଉପାୟ ଯାହା ଆପଣଙ୍କ ମୋଟାପଣ କମାଇବା ପାଇଁ ସହାୟକ ହେବ । ଆୟୁର୍ବେଦ ଅନୁଯାୟୀ ଆପଣ ପିଉଥିବା ପାଣିକୁ ଚାହା ଭଳି ଢୋକେ ଢୋକେ ପିଇବା ଉଚିତ । ଏହିଭଳି ଭାବରେ ଆପଣ ପାଣି ପିଇବା ଦ୍ଵାରା ଆପଣଙ୍କୁ କେବେ ମଧ୍ୟ ମୋଟାପଣ ଭଳି ସମସ୍ୟାର ସମ୍ମୁଖୀନ ହେବାକୁ ପଡିନଥାଏ । ଆପଣ ଏହିଭଳି ଭାବରେ ପାଣି ପିଇବା ଦ୍ଵାରା ଆପଣଙ୍କ ଓଜନ 6 ରୁ 7 ମାସ ମଧ୍ୟରେ 10 କିଲୋ କମିଯିବ ।

ଆପଣଙ୍କ ଏହି ମୋଟାପଣ ଧୀରେ ଧୀରେ ହିଁ ବଢିଛି ତେଣୁ ତାହା ଧୀରେ ଧୀରେ ହିଁ ଘଟିବ । ଠିଆ ହୋଇ ପାଣି ନ ପିଇ ଆପଣ ବସିକି ପାଣି ପିଇବା ଉଚିତ । ଆପଣ ସକାଳୁ ଉଠିବା ପରେ ଅଧୂଆ ମୁହଁରେ ଅଳ୍ପ ଉଷୁମ ହୋଇଥିବା 1 ରୁ 2 ଗ୍ଳାସ ପାଣି ପିଇବା ଦରକାର । ସକାଳ ସମୟରେ ଆପଣଙ୍କ ପାଟିରୁ ସାଲାଇଭା ବାହାରିଥାଏ ଯେଉଁଥିରେ ଭଲ ବ୍ୟାକ୍ଟେରିଆ ରହିଥାଏ ।

ଏହାକୁ ଆପଣଙ୍କ ଶରୀରରେ ଆବଜର୍ଭ କରିବା ପାଇଁ ସକାଳୁ ଉଷୁମ ପାଣି ପିଇବା ଦରକାର । ଏହାବ୍ୟତୀତ ଆପଣ ତମ୍ବା ପାତ୍ରରେ ପାଣି ରଖି ପିଇବା ଭଲ ହୋଇଥାଏ । ଆପଣ ରାତିରେ ତମ୍ବା ପାତ୍ରରେ ପାଣି ରଖି ସେହି ପାଣିକୁ ସକାଳେ ଖାଲି ପେଟରେ ଅଳପ ଗରମ କରି ପିଅନ୍ତୁ । ତମ୍ବା ପାତ୍ରରେ ପାଣି ରଖିବା ଦ୍ଵାରା ପାଣିର ଶୁଦ୍ଧି କରଣ ହୋଇଯାଇଥାଏ । ଆପଣ ନିଜର ଓଜନ କମାଇବା ପାଇଁ ଏକ ଘରୋଇ ଉପଚାର କରନ୍ତୁ ।

ଏଥିପାଇଁ ଆପଣ ୫୦ ଗ୍ରାମ ଲେଖାଏଁ ଜୀରା, ଅଳସି ମଞ୍ଜି,  ଜୁଆଣୀ ଏବଂ ପାନ ମଧୁରୀ  ନିଅନ୍ତୁ । ଏହି ଚାରୋଟି ସାମଗ୍ରୀକୁ ଆପଣ ହାଲକା ଭାଜି ଦିଅନ୍ତୁ । ଏବଂ ଏହାର ପାଉଡର ପ୍ରସ୍ତୁତ କରନ୍ତୁ । ଆପଣଙ୍କୁ ପ୍ରତିଦିନ ସକାଳ ଖାଇବା ପୂର୍ବରୁ ଏକ ଗ୍ଳାସ ଉଷୁମ ପାଣିରେ ଏକ ଚାମଚ ଏହି ପାଉଡର ମିଶାଇ ପିଅନ୍ତୁ ।

ଏହିଭଳି ଭାବରେ ଦ୍ଵିପହରର ଖାଇବା ପୂର୍ବରୁ ଆପଣଙ୍କୁ ଏହି ପାଉଡରର ପାଣି ନେବାର ଅଛି । ଦିନକୁ ଦୁଇଥର ଆପଣ ଏହାର ସେବନ କରିବା ଦ୍ଵାରା ଆପଣଙ୍କ ବଢିଯାଇଥିବା ଓଜନ କମିବାକୁ ଲାଗିଥାଏ ।ଯଦି ଆପଣ ମାନଙ୍କୁ ଆମର ଏହି ପୋଷ୍ଟଟି ଭଲ ଲାଗୁଥାଏ ତେବେ ଲାଇକ, ଶେୟାର କରିବା ପାଇଁ ଜମା ବି ଭୁଲିବେନି ।

Leave a Reply

Your email address will not be published. Required fields are marked *