ବନ୍ଧୁଗଣ, ଜୀରା ର ପାଣି କିଭଳି ଭାବରେ ଓଜନ କମାଇଥାଏ ? ତାହା ସମ୍ବନ୍ଧରେ ଆଜି ଆମ୍ଭେ ଆପଣ ମାନଙ୍କୁ କହିବାକୁ ଯାଉଅଛୁ । ଜୀରା ର ସେବନ କରିବା ଦ୍ଵାରା ପାଚନ ତନ୍ତ୍ର ବହୁତ ସହଜ ହୋଇଥାଏ । ଏହା ମୋଟାପଣ କୁ ବହୁଳ ଭାବରେ କମାଇଥାଏ । ଏହା ଖାଦ୍ୟରେ ସ୍ଵାଦ ଦେବା ସହିତ ସୁଗନ୍ଧ ମଧ୍ୟ ଦେଇଥାଏ । ଏଥିରେ ଲୌହ ତତ୍ଵ, ମାଗ୍ନେସିୟମ, କ୍ୟାଲସିୟମ, ଜିଙ୍କ ଏବଂ ଫସଫରସ ଭରପୁର ମାତ୍ରାରେ ଦେଖିବାକୁ ମିଳିଥାଏ । ଏହା ହାର୍ଟ ଆଟାକା ରୁ ମଧ୍ୟ ବଞ୍ଚାଇଥାଏ । ଜୀରା ଖାଇବା ଦ୍ଵାରା ଶକ୍ତି ବଢିଥାଏ ।
ଏହା ର-କ୍ତର ଅଭାବ କୁ ଦୂର କରିଥାଏ । ପାଚନ ତନ୍ତ୍ର ଠିକ କରି ଗ୍ୟାସ କୁ ସଠିକ କରିଥାଏ । ଏହା ବହୁତ ଧୃତ ଗତିରେ ଓଜନ କୁ କମ କରିଥାଏ । ଜୀରା ର ସେବନ କରିବା ଦ୍ଵାରା କେବଳ ୧୫ ଦିନରେ ୫ କେଜି ଓଜନ କମିଥାଏ । ଆସନ୍ତୁ ବର୍ତ୍ତମାନ ଜୀରା ପାଣି ବନାଇବାର ବିଧି ସମ୍ବନ୍ଧରେ ସଂପୂର୍ଣ୍ଣ ବିବରଣୀ ଜାଣିନେବା ।
ତେବେ ଆପଣ ଗୋଟେ ବଡ ଚାମଚ ରେ ୨ ବଡ ଚାମଚ ଜୀରା ନିଅନ୍ତୁ । ଏହାପରେ ଏହାକୁ ରାତିସାରା ଗୋଟେ ଗ୍ଳାସ ପାଣି ମଧ୍ୟରେ ଭିଯାଇ ରଖିଦିଅନ୍ତୁ । ଏହାପରେ ସକାଳେ ଆପଣ ଏହାକୁ ଫୁଟାଇ ନିଅନ୍ତୁ । ଏହାପରେ ଆପଣ ଏହାକୁ ଭଲ ଭାବରେ ଫୁଟାଇ ଗରମ ଚାହା ସେବନ କରିଲା ଭଳି ଢୋକ ମାରି ମାରି ସେବନ କରନ୍ତୁ । ଏହାପରେ ବଞ୍ଚିଯାଇଥିବା ଜୀରା କୁ ମଧ୍ୟ ଆପଣ ଚୋବାଇ ଖାଇ ଦିଅନ୍ତୁ ।
ମାତ୍ର ଧ୍ୟାନ ରଖିବେ ଯେ ଏହା ସକାଳେ ଖାଲି ପେଟରେ କରିବେ । ଏହାର ସେବନ ଦ୍ଵାରା ଶରୀରର କୌଣସି କୋଣରୁ ମଧ୍ୟ ଚର୍ବି ଶରୀରରୁ ବାହାରକୁ ବାହାରି ଯାଇଥାଏ । ଏହା ବହୁତ ଭଲ ପ୍ରୟୋଗ ଅଟେ । ଆପଣ ଭେଜିଟେବଲ ସୁପ ବନାଇ ଏଥିରେ ଏକ ଚାମଚ ଜୀରା ମିଶାଇ ଦିଅନ୍ତୁ । ଏହାପରେ ସେବନ କରନ୍ତୁ ।
୩ ଗ୍ରାମ ଜୀରା ପାଉଡର କୁ ପାଣିରେ ମିଶାଇ ସେଥିରେ କିଛି ବୁନ୍ଦା ମହୁ ମିଶାଇ ତାହାକୁ ଆପଣ ସେବନ କରି ନିଅନ୍ତୁ । ଏହା ଦ୍ଵାରା ମଧ୍ୟ ଆପଣଙ୍କର ଫ୍ୟାଟ ଲୁସ ହେବ । ବ୍ରାଉନ ରାଇସା ବନାଇ ଖାଇବା ଦ୍ଵାରା ମଧ୍ୟ ଆପଣଙ୍କର ଫ୍ୟାଟ ଲୁସ ହେବ । ବନ୍ଧୁଗଣ ଆପଣ ମାନଙ୍କୁ ଏହି ବିଶେଷ ବିବରଣୀ ଟି କିଭଳି ଲାଗିଲା ଆପଣଙ୍କ ମତାମତ ଆମ୍ଭକୁ କମେଣ୍ଟ ମାଧ୍ୟମରେ ଜଣାନ୍ତୁ । ବନ୍ଧୁଗଣ ଆମେ ଆଶା କରୁଛୁ କି ଆପଣଙ୍କୁ ଏହି ଖବର ଭଲ ଲାଗିଥିବ । ତେବେ ଏହାକୁ ନିଜ ବନ୍ଧୁ ପରିଜନ ଙ୍କ ସହ ସେୟାର୍ ନିଶ୍ଚୟ କରନ୍ତୁ । ଏଭଳି ଅଧିକ ପୋଷ୍ଟ ପାଇଁ ଆମ ପେଜ୍ କୁ ଲାଇକ ଏବଂ ଫଲୋ କରନ୍ତୁ ଧନ୍ୟବାଦ