Jyotish Shastra- ମେଷ ରାଶି, ଜୁନ ମାସରେ ରୁହନ୍ତୁ ସାବଧାନ, ଘଟିପାରେ କିଛି ଅଘଟଣ !

ନମସ୍କାର ବନ୍ଧୁଗଣ ଆଜି ଆମେ ମେଷ ରାଶି ରେ କଣ ଭଲ ହେବ ଏବଂ କଣ କ୍ଷତି ପହଞ୍ଚାଇ ପାରିବ ସେ ବିଷୟରେ ଆଲୋଚନା କରିବା । ଏବଂ ଏହା ଛଡ଼ା ଅସୁବିଧା ସମୟରେ କେଉଁ ଉପାୟ ଦ୍ୱାରା ସବୁ ଠିକ ହୋଇ ପାରିବ ତାହା ମଧ୍ୟ ଜାଣିନେବା ।

ବ୍ୟାପାର ଏବଂ ଚାକିରୀ କ୍ଷେତ୍ରରେ ଥିବା ବ୍ୟକ୍ତି ମାନଙ୍କ ପାଇଁ ମଧ୍ୟ ବହୁତ ସୁବିଧା ମିଳିବ । ଏହି ସମୟ ଟି ବହୁତ ଶୁଭ ହେବ । ବିବାହ ଜୀଵନ ମଧ୍ୟ ସୁଖମୟ ହେବ । ଏ ପର୍ଯ୍ୟନ୍ତ ଯଦି ଆପଣଙ୍କ ବିବାହ ରେ କିଛି ବାଧା ଆସୁଥିଲା ତେବେ ତାହା ମଧ୍ୟ ଦୁର ହୋଇ ଯିବ । ଆଧ୍ୟାତ୍ମିକତା, ଶିକ୍ଷା, ଖେଳ, ଆଦି କ୍ଷେତ୍ରରେ ବିଶେଷ ଲାଭ ମିଳିବ । ନାମ ଏବଂ ଧନ ଅର୍ଜନ କରିବାର ସୁଯୋଗ ମିଳିବ । ଏହି ସମୟ ଆପଣଙ୍କ ପାଇଁ ଭାଗ୍ୟଶାଳୀ ସାବ୍ୟସ୍ତ ହେବ ।

ଏହି ସମୟରେ ଆପଣ ଅନେକ କ୍ଷେତ୍ରରେ ସରକାରୀ ଲାଭ ଉଠାଇ ପାରିବେ । ସରକାରୀ ଚାକିରୀ ର ମଧ୍ୟ ଯୋଗ ରହୁଛି । ଆପଣ କିଛି ଏଭଳି ନିଷ୍ପତ୍ତି ମଧ୍ୟ ନେଇ ପାରିବେ ଯାହା ଆପଣଙ୍କୁ ଭବିଷ୍ୟତ ରେ ବହୁତ ଲାଭ ଦେବ । ଆପଣ ଅଳ୍ପ କର୍ମ କରି ଅଧିକ ଫଳ ପ୍ରାପ୍ତ କରି ପାରିବେ । କୌଣସି ଧାର୍ମିକ ଯାତ୍ରା କିମ୍ବା ବିଦେଶ ଯାତ୍ରା ମଧ୍ୟ କରି ପାରନ୍ତି । କିନ୍ତୁ ସାବଧାନ ଆପଣଙ୍କ ପାଇଁ ଏହି ମାସ ଘାତକ ସାବ୍ୟସ୍ତ ହୋଇପାରେ । ସାବଧାନ ରୁହନ୍ତୁ ।

 ଘର ପାଇଁ କୌଣସି ନୂତନ ସାମଗ୍ରୀ ମଧ୍ୟ କିଣି ପାରିବେ । ଆପଣଙ୍କ ଉପରେ ସର୍ଵଦା ମାତା ପିତାଙ୍କ ଆଶୀର୍ବାଦ ରହିବ ଯାହା ଯୋଗୁଁ ଆପଣ ସର୍ବଦା ସବୁ କ୍ଷେତ୍ରରେ ସଫଳତା ପ୍ରାପ୍ତ କରିବେ । ଏହି ସମୟରେ ଧନ ର ଅଭାବ ରହିବ ନାହିଁ । ସୁଖ ସମୃଦ୍ଧି ଘରେ ବଜାୟ ରହିବ । ପରିବାରର ସମସ୍ତ ସଦସ୍ୟ ଖୁସିରେ ରହିବେ । ଏବଂ ଆପଣ ଙ୍କ ଉପରେ ପ୍ରସନ୍ନ ହୋଇ ଆଶୀର୍ବାଦ ପ୍ରଦାନ କରିବେ । ଏହା ଛଡା ଘରକୁ କିଛି ନୂତନ ଇଲେକ୍ଟ୍ରୋ ଜିନିଷ ଆସିପାରେ ।

ଏହି ସମୟରେ ଆପଣଙ୍କ ଶତ୍ରୁ ଆପଣଙ୍କ ଠାରେ ଭୟବିତ ରହିବେ । କୋର୍ଟ କଚେରୀ ରେ ଥିବା ସମସ୍ତ ମକଦ୍ଦମା ଆପଣ ବିଜୟୀ ହେବେ । ପ୍ରତ୍ୟେକ କାର୍ଯ୍ୟ ରେ ଆପଣ ଙ୍କୁ ସଫଳତା ମିଳିବ । ଏହି ସମୟରେ ଆପଣଙ୍କ ବାଣୀ ଉପରେ ଲୋକମାନେ ବହୁତ ପ୍ରଭାବିତ ଏବଂ ଆକର୍ଷିତ ହେବେ । କେବଳ ସମୟର ସଠିକ ସଦୁପଯୋଗ କରିବା ଦ୍ୱାରା ଆପଣଙ୍କୁ ସଫଳତା ମିଳିବ । ଆର୍ଥିକ ସ୍ଥିତି ବହୁତ ମଜବୁତ ହେବ । ଏହି ସମୟରେ ଅଯଥା ଖର୍ଚ୍ଚ ହୋଇପାରେ ।

ଏହି ସମୟରେ ଆପଣ ଯାହା ବି ନିର୍ଣ୍ଣୟ ନେବେ ତାହା ଭବିଷ୍ୟତ ପାଇଁ ଏକଦମ ଠିକ । ଆପଣଙ୍କର ସମସ୍ତ ଇଛା ପୂରଣ ହେବ । ଆପଣଙ୍କ ର ଅନେକ ସାଙ୍ଗ ମିତ୍ର ହେବେ ସମସ୍ତେ ଆପଣଙ୍କ ପ୍ରତି ଆକର୍ଷିତ ଲାଗିବ । ଏହି ସମୟରେ ଆପଣ ବହୁତ ଖୁସି ରେ ଆନନ୍ଦ ରେ ରହିବେ ଏବଂ କିଛିବି ସମସ୍ୟା ମଧ୍ୟ ଦେଖା ଯିବ ନାହିଁ । ସମସ୍ତେ ଆପଣଙ୍କ ସହ ମିତ୍ରତା କରିବା ପାଇଁ ପସନ୍ଦ କରିବେ । ଧନ ର ପ୍ରାପ୍ତ ହେବ । ସୁବିଧା ରେ ରହିବେ ।

ମେଷ ରାଶି ର ସ୍ୱାମୀ ହେଉଛନ୍ତି ମଙ୍ଗଳ ଗ୍ରହ । ମଙ୍ଗଳ ଗ୍ରହ ମିଥୁନ ରାଶିରେ ଗୋଚର କରୁଛନ୍ତି ଏବଂ ପରେ କର୍କଟ କୁ ଆସିଯିବେ । ଯାହା ଫଳରେ କିଛି ଟା ସମସ୍ୟା ମଧ୍ୟ ଆସି ପାରେ ।
ଏହି ସମୟରେ ନିଜର ସ୍ୱାସ୍ଥ୍ୟ ର ଅଧିକ ଯତ୍ନ ନିଅନ୍ତୁ ଏବଂ ବେମାରୀ ରୁ ବଞ୍ଚିବା ପାଇଁ ଘରୋଇ ଉପଚାର ମଧ୍ୟ କରି ପାରିବେ ।

କିଛି ଟା କାର୍ଯ୍ୟ ରେ ବାଧା ମଧ୍ୟ ଆସିପାରେ କିମ୍ବା କୌଣସି କାର୍ଯ୍ୟ ସଫଳ ପୁର୍ବକ ହୋଇ ନ ପାରେ । ଆପଣ କାର୍ତ୍ତିକ ଙ୍କ ପୂଜା କରନ୍ତି କିମ୍ବା ଧ୍ୟାନ କରନ୍ତି ତେବେ ଆପଣ ଙ୍କୁ ନିଶ୍ଚିତ ଲାଭ ଦେଝିବାକୁ ମିଳିବ । ଏହା ଛଡା ରହୁଥିବା ନକରାତ୍ମକ ଉର୍ଜା ମଧ୍ୟ ରହିବ ନାହିଁ । ତେଣୁ ଆପଣ ସାବଧାନ ରୁହନ୍ତୁ ଏବଂ ସୁରକ୍ଷିତ ରୁହନ୍ତୁ ।

ବନ୍ଧୁଗଣ ଆମେ ଆଶା କରୁଛୁ କି ଆପଣଙ୍କୁ ଏହି ଖବର ଭଲ ଲାଗିଥିବ । ତେବେ ଏହାକୁ ନିଜ ବନ୍ଧୁ ପରିଜନ ଙ୍କ ସହ ସେୟାର୍ ନିଶ୍ଚୟ କରନ୍ତୁ । ଏଭଳି ଅଧିକ ପୋଷ୍ଟ ପାଇଁ ଆମ ପେଜ୍ କୁ ଲାଇକ ଏବଂ ଫଲୋ କରନ୍ତୁ ଧନ୍ୟବାଦ ।

Leave a Reply

Your email address will not be published. Required fields are marked *