ମାତ୍ର 3 ଥର ଖାଆନ୍ତୁ, ୭୦ ବର୍ଷରେ ବି ୨୫ ର ଜୋସ ଭରିଦେବ, ହାର୍ଟଟାକ, ଶିର ବ୍ଲକେଜ, କୋଲେଷ୍ଟ୍ରୋଲ ଗାୟବ ହେଇଯିବ- Health Tips

ନମସ୍କାର ବନ୍ଧୁଗଣ ଆଣ୍ଠୁ ଗଣ୍ଠି ବିନ୍ଧା ଏବେ ବହୁତ ସାମାନ୍ୟ ହେଇ ଗଲାଣି । ଏବେ ତ ବୟସ ପୂର୍ବରୁ ହିଁ ଆଣ୍ଠୁ ଗଣ୍ଠି ବିନ୍ଧା ଆରମ୍ଭ ହେଇ ଯାଉଛି । ଏବଂ ଏହା ଜରୁରୀ ନୁହଁ କି ଦୁଇ ଗୋଡ଼ ରେ ବିନ୍ଧା ହେବ ।

ଗୋଟିଏ ଗୋଡ଼ ରେ ମଧ୍ୟ ହୋଇ ପାରେ ଏବଂ ନିର୍ଦ୍ଦିଷ୍ଟ ଏକ ସ୍ଥାନରେ ମଧ୍ୟ ହୋଇ ପାରେ । ସେମିତି ରେ ବି ଏହି ଭଳି ବିନ୍ଧା ସାମାନ୍ୟ ଥାଏ । କିନ୍ତୁ ବେଳେବେଳେ ଏହାର ବିନ୍ଧା ଏତେ ଅଧିକ ହୋଇ ଯାଏ କି ସହ୍ୟ କରିବା ଅସମ୍ଭବ ହୋଇ ପଡେ । ଏବଂ ସେ ସମୟରେ କୌଣସି କାର୍ଯ୍ୟ କରିବା ପାଇଁ ମଧ୍ୟ ଆମେ ଅସମର୍ଥ ଥାଉ । ଏବଂ ଏହା ଛଡ଼ା ବେଳେ ବେଳେ ଗୋଡ଼ ଦୁର୍ବଳ ହୋଇ ପଡେ । ଚଲା ବୁଲା କରିବାର ଶକ୍ତି ମଧ୍ୟ ରୁହେ ନାହିଁ । ଏବଂ ବଧିର ମଧ୍ୟ ହୋଇ ଯାଏ ।

ବେଳେ ବେଳେ ଶିରା ଅଧିକ ଟାଣି ମଧ୍ୟ ହୋଇ ଯାଏ । ଏବଂ ବେଳେ ବେଳେ ଅଣ୍ଟା ରେ ପିଠି ରେ କାନ୍ଧ ରେ ମଧ୍ୟ ବହୁତ ବିନ୍ଧା ହୋଇଥାଏ । ଏବଂ ହୃଦଘାତ ସମସ୍ୟା ମଧ୍ୟ ଦେଖା ଯାଏ । ମୋଟାପା ଏବଂ ରକ୍ତ ର ସଂଚାଳନ ମଧ୍ୟ ଠିକ ରେ ହୁଏ ନାହିଁ । ତେବେ ଆଜି ଆମେ ଏହାର ଉପଚାର ବିଷୟରେ ଆଲୋଚନା କରିବୁ । ତେବେ ଚାଲନ୍ତୁ ଜାଣିନେବା ଏହାର ସହଜ ଉପାୟ କିମ୍ବା ଉପଚାର ଟି କଣ ।

ଏହି ସବୁ ଉପାୟ କିମ୍ବା ଉପଚାର ହେଉଛି ଘରୋଇ ଉପଚାର । ଏବଂ ଘରୋଇ ଉପଚାର ଅଧିକ ଭଲ ଏବଂ ସୁରକ୍ଷିତ ହୋଇ ଥାଏ । ଏବଂ ଏହାର କୌଣସି ସାଇଡ ଇଫେକ୍ଟ ମଧ୍ୟ ଦେଖା ଯାଏ ନାହିଁ । ଏବଂ ଏହା ପାଇଁ ଆମକୁ ଅନେକ ଟଙ୍କା ଖର୍ଚ୍ଚ କରିବା ମଧ୍ୟ ଆବଶ୍ୟକ ନାହିଁ । ଏବଂ କାହାର ସାହାଯ୍ୟ ର ମଧ୍ୟ କୌଣସି ଆବଶ୍ୟକତା ନାହିଁ । ଏବଂ ଏହାର ଉପାୟ ଏବଂ ନିୟମ ବିଷୟରେ ମଧ୍ୟ ଜାଣିନେବା ।

୧- ପ୍ରଥମ ନିୟମ କିମ୍ବା ଉପାୟ ହେଉଛି ଆପଣ ଅଧିକ ଚିନ୍ତା ରେ ରହିବା ଦ୍ୱାରା କିନ୍ତୁ ଅଧିକ ଡିପ୍ରେସନ ରେ ରହିବା ଦ୍ୱାରା ଆପଣ ଙ୍କ ର ମାନସିକ ଚାପ ଦ୍ୱାରା ଆପଣଙ୍କ ଶରୀର ରେ ରକ୍ତ ର ସଞ୍ଚାଳନ ସଠିକ ଭାବରେ ହୋଇ ନଥାଏ । ତେଣୁ ଆପଣ ଏହି ସମସ୍ୟା କୁ ଦୁର କରିବା ପାଇଁ ପ୍ରାଣାୟମ ଏବଂ ଯୋଗ କରନ୍ତୁ ଏହା ଦ୍ୱାରା ଆପଣ ଙ୍କୁ ସକରାତ୍ମକ ଉର୍ଜା ମିଳି ଥାଏ ଯାହା ଦ୍ୱାରା ଆପଣ ଙ୍କ ଶରୀର ସୁସ୍ଥ ରହି ପାରିବ ।

୨- ଦ୍ଵିତୀୟ ରେ ହେଉଛି ଆପଣ ଭୋଜନ କରିବା ସମୟରେ କିମ୍ବା କୌଣସି ଖାଦ୍ୟ ଖାଉଥିବା ସମୟରେ ନିଜ ମନରେ ଏକ ଖୁସି ଏବଂ ଶାନ୍ତି ର ଭାବ ରହିବା ଆବଶ୍ୟକ ଏବଂ ଆପଣ ଖୁସି ରେ ଖାଉଥିବା ଖାଦ୍ୟ ଆପଣ ଙ୍କ ଶରୀର କୁ ଅଧିକ ଲାଭ ଦେଇଥାଏ ଏବଂ ପାଣି ସର୍ଵଦା ତମ୍ବା ର ପାତ୍ର ରେ ପିଇବା ଉଚିତ ଏହା ଦ୍ୱାରା ଆମ ରକ୍ତ ର ସଞ୍ଚାଳନ ଏବଂ ସ୍ୱାସ୍ଥ୍ୟ ସୁସ୍ଥ ରହିଥାଏ ।

୩- ତୃତୀୟ ରେ ଆପଣ ଅର୍ଜୁନ ର ଛାଲ ର କାଢା କରି ପିଅନ୍ତୁ । ଏହା ଦ୍ୱାରା ଆପଣ ନିଜର ଶିରା ଟାଣିହେବା କିମ୍ବା ଛାତିରେ ବ୍ଲକ ହୋଇ ରହିଥିବା କୁ ଖୋଲି ପାରିବେ । ଏହା ଛଡା ଆଣ୍ଠୁ ଗଣ୍ଠି ବିନ୍ଧିବା କିମ୍ବା ଚାଲିଲା ବେଳେ କଷ୍ଟ ହେବା ଆଦି ମଧ୍ୟ ଭଲ ହୋଇଥାଏ । ଏହା ଛଡା ଆପଣ ଧଳା ପେଠା ର ରସ ପିଇବା ଦ୍ୱାରା ମଧ୍ୟ ଲାଭ ହୁଏ ସେଥିରେ ଗୋଲ ମରିଚ ପକାଇ ପିଇବା ଦ୍ୱାରା ମଧ୍ୟ ଆମର ସମସ୍ୟା ଦୂର ହୋଇଥାଏ । ଏହା ଛଡା ଆପଣ ଭିଜା ଅଖରତ ମଧ୍ୟ ଖାଇ ପାରିବେ ।

ବନ୍ଧୁଗଣ ଆମେ ଆଶା କରୁଛୁ କି ଆପଣଙ୍କୁ ଏହି ଖବର ଭଲ ଲାଗିଥିବ । ତେବେ ଏହାକୁ ନିଜ ବନ୍ଧୁ ପରିଜନ ଙ୍କ ସହ ସେୟାର୍ ନିଶ୍ଚୟ କରନ୍ତୁ । ଏଭଳି ଅଧିକ ପୋଷ୍ଟ ପାଇଁ ଆମ ପେଜ୍ କୁ ଲାଇକ ଏବଂ ଫଲୋ କରନ୍ତୁ ଧନ୍ୟବାଦ ।

Leave a Reply

Your email address will not be published. Required fields are marked *