Health Tips- ମାତ୍ର 1 ଚାମଚ ଖାଇ ନିଅନ୍ତୁ, 80 ବର୍ଷ ବି 22 ବର୍ଷର ଯୁବକ ପରି ଦୌଡିବେ, ଆଣ୍ଠୁ-ଗଣ୍ଠି, ହାତ-ଗୋଡ ବିନ୍ଧା ଗାୟବ ହେଇଯିବ

ନମସ୍କାର ବନ୍ଧୁଗଣ । ଆଜି ଆମେ ଆପଣ ମାନଙ୍କ ପାଇଁ ନେଇ ଆସିଛୁ ଏପରି ଏକ ଉପଚାର ଯାହାକୁ ଆପଣ ସେବନ କରିବା ଦ୍ଵାରା ଆପଣ ପାଖା ପାଖି ୮୦ ବର୍ଷ ବୟସ ପର୍ଯ୍ୟନ୍ତ ସମସ୍ତ ପ୍ରକାରର ଶାରୀରିକ ଯନ୍ତ୍ରଣା ରୁ ମୁକ୍ତ ହୋଇ ପାରିବେ । ଏହାସହ ଏହା ଆପଣଙ୍କ ଶରୀରରେ କ୍ୟାଲସିୟମ ର ମାତ୍ର କୁ ଭରପୁର କରି ଦେଇଥାଏ । ବନ୍ଧୁଗଣ ଏହି ଉପଚାର ଟିକୁ ପ୍ରସ୍ତୁତ କରିବା ମଧ୍ୟ ଅତ୍ୟନ୍ତ ସହଜ ହୋଇଥାଏ ।

ବନ୍ଧୁଗଣ ଉପଚାର ଟିକୁ ପ୍ରସ୍ତୁତ କରିବା ପାଇଁ ସର୍ବ ପ୍ରଥମେ ଆପଣ ଙ୍କର ଆବଶ୍ୟକ ପଡିବ । ପାନମଧୁରୀ ୧୦ ଗ୍ରାମ, ପଦ୍ମ ମଞ୍ଜି ୧୦ ଗ୍ରାମ, ଗୋଲ ମରୀଚ ୧୫ ଟି ପାଖା ପାଖି ଓ ମିଶ୍ରି ୧୦ ଗ୍ରାମ । ବନ୍ଧୁଗଣ ବର୍ତ୍ତମାନ ଏହି ସବୁକୁ ମିଶାଇ ଏହାକୁ ଗ୍ରୈଣ୍ଡର ସାହାର୍ଯ୍ୟ ରେ ଏକ ମିଶ୍ରଣ ଗୁଣ୍ଡ ପ୍ରସ୍ତୁତ କରି ନିଅନ୍ତୁ ।

ବନ୍ଧୁଗଣ ଆପଣ ଏହାପରେ ଗ୍ଯାସ ରେ ଏକ ପାତ୍ର ବସାନ୍ତୁ । ବର୍ତ୍ତମାନ ଏଥିରେ ସୁଦ୍ଧ ଦେଶୀ ଘିଅ ଏକ ଚାମଚ ଭଳି ଦେଇ ସେଥିରେ ୧୦ ଗ୍ରାମ ପାଖା ପାଖି ପଦ୍ମ ମଞ୍ଜି କୁ ଭଲ ଭାବରେ ଭାଜି ଦିଅନ୍ତୁ । ବନ୍ଧୁଗଣ ଭଜିଲା ସମସ୍ୟରେ ଧ୍ୟାନ ରଖିବେ ଯେପରି ସେହି ମଞ୍ଜି ଗୁଡିକ ଅଧିକ ନ ପୋଡେ ।

ଏବଂ ହାଲକା ଈଷତ ବର୍ଣ୍ଣ ର ହୋଇଗଲା ପରେ ଏହାକୁ କାଢି ନେବେ । ବନ୍ଧୁଗଣ ଏବେ ଏକ ଗ୍ଳାସ କ୍ଷୀରରେ ସେହି ଗୁଣ୍ଡରୁ ଏକ ଚାମଚ ମିଶାଇ ନିଅନ୍ତୁ । ଏବେ ଘିଅ ରେ ଭାଜି ଥବା ସେହି ପଦ୍ମ ମଞ୍ଜି ରୁ ୪ ଟି ନେଇ ଏହାକୁ ଖାଇ ନିଅନ୍ତୁ । ଏପରି ଆପଣ ସପ୍ତାହ ରେ ଦୁଇ ଥର ଖାଇବେ । କିନ୍ତୁ ବନ୍ଧୁଗଣ ମନେରଖନ୍ତୁ, ଦେଢ ମାସ ଖାଇବା ପରେ ଏହାକୁ ଖାଇବା ବନ୍ଧ କରି ଦେବେ । ବନ୍ଧୁଗଣ ଆପଣ ଦେଖିବେ ଆପଣଙ୍କ ଶରୀରରେ ଥିବା ସମସ୍ତ କ୍ୟାଲସିୟମ ର ଅଭାବ ଏହା ଦୁର କରିଦେବ।

ଏହାସହ ଏହା ଆପଣ ଙ୍କର ଶରୀରରେ ଥିବା ସମସ୍ତ ଆଣ୍ଠୁ ଗଣ୍ଠି ଜନିତ ସମସ୍ଯା କୁ ମଧ୍ୟ ଦୂର କରିଦେବ । ତାହାଛଡା ଯେଉଁ ପୁରୁଷ ମାନଙ୍କର ଗୁପ୍ତ ରୋଗ ଜନିତ ସମସ୍ଯା ଥାଏ, ତେବେ ସେମାନଙ୍କ ପାଇଁ ମଧ୍ୟ ଏହା ଖୁବ ଭଲ ଔଷଧ ହୋଇଥାଏ । ଏହାର ସେବନ ଦ୍ଵାରା ଶାରୀରିକ ଶକ୍ତି ମଧ୍ୟ ଶରୀରରେ ସଂଚାର ହୋଇଥାଏ । ବନ୍ଧୁଗଣ ଆପଣ ମାନଙ୍କୁ ଯଦି ଆମର ଏହି ପୋଷ୍ଟ ଟି ଭଲ ଲାଗେ ତେବେ ବନ୍ଧୁଗଣ ଆପଣ ମାନେ ଆମର ଏହି ପୋଷ୍ଟ ଟିକୁ ଲାଇକ ଓ ଶେୟାର କରିବାକୁ ଭୁଲିବେନି । ଧନ୍ୟବାଦ

Leave a Reply

Your email address will not be published. Required fields are marked *