Health Tips- ମାତ୍ର ୨ ଥର ଲଗାନ୍ତୁ ,ହାତ, ଗୋଡ, ଅଣ୍ଟା ଓ ଗଣ୍ଠି ବିନ୍ଧା ଗାୟବ, ୯୦ ବର୍ଷ ପର୍ଯ୍ୟନ୍ତ ଦୌଡ଼ିବେ

ବନ୍ଧୁଗଣ ଅନେକ ସମୟରେ ଆମର ଆଁଠୁ, ଗଣ୍ଠି ଗୋଡ ରେ କଷ୍ଟ ଅନୁଭୂତ ହୋଇଥାଏ । କଷ୍ଟ ବହୁତ ଅସହନୀୟ ହୋଇଥାଏ । ଖାସ କରି ବୃଦ୍ଧ ବ୍ୟକ୍ତିଙ୍କୁ ଏହି ଜଏଣ୍ଟ ପେନ ଭଳି ସମସ୍ଯା ଭୋଗିବାକୁ ପଡିଥାଏ । ସେଥିପାଇଁ ଆଜି ଆମେ ଆପଣଙ୍କ ପାଇଁ ଏମିତି ଏକ ନ୍ଯାଚୁରାଲ ଘରୋଇ ଉପଚାର ନେଇକି ଆସିଛୁ । ଯାହାର ପ୍ରୟୋଗ କରିବା ଦ୍ଵାରା ଆପଣଙ୍କର ଜଏଣ୍ଟ ଭଳି ସମସ୍ଯା ସବୁ ଦିନ ପାଇଁ ଦୂର ହୋଇଯିବ ।

ଏହାର ମାତ୍ର ଅଳ୍ପ ପ୍ରୟୋଗ ଦ୍ଵାରା ବହୁତ ଆରାମ ମିଳିବ । ଆସନ୍ତୁ ଜାଣିବା ସଂପୂର୍ଣ୍ଣ ବିବରଣୀ । ଏହି ଉପଚାର ବନେଇବା ପାଇଁ ଆବଶ୍ୟକ ରହିଛି ଅଧାରୁ କମ ସୋରିଷ, ତେଲ, ଅଦା, ଅଧ ଚାମଚ ଜୁଆଣୀ, 5ରୁ 6ଟି ଲବଙ୍ଗ, ଡାଲଚିନି ଖଣ୍ଡ, 6ରୁ 7ଟି ରସୁଣ ପାଖୁଡା ଓ ଶେଷରେ ଏକ ଚାମଚ ମେଥି ଦାନା ।

ଏହି ସବୁ ସାମଗ୍ରୀ ଆପଣଙ୍କୁ ରୋଷେଇ ଘରୁ ସହଜରେ ମିଳିଯିବ । ଏହି ସବୁ ସମଗ୍ରୀରୁ ତିଆରି ହେବା ତେଲ ଜଏଣ୍ଟ ପେନ ଭଳି ସମସ୍ୟାକୁ ଦୂର କରିବାରେ ସାହାଜ୍ଯ କରିବ । ଅଦା ଓ ରସୁଣକୁ ଛୋଟ ଛୋଟ ଖଣ୍ଡ କରି ଦିଅନ୍ତୁ । ଲବଙ୍ଗ ର ପାଉଡର ପ୍ରସ୍ତୁତ କରନ୍ତୁ ।

ଏହି ହୋମ ରେମେଡି ବନାଇବା ପାଇଁ ଏକ କଢେଇ ନିଅନ୍ତୁ ଓ ସେଥିରେ ସୋରିଷ ତେଲ ପକାନ୍ତୁ । ତେଲକୁ ଅଧିକ ଗରମ କରିବାର ଜରୁରତ ନାହି । ଏବେ ଆଡକୁ ପକାଇ ଦିଅନ୍ତୁ । ପୂର୍ବରୁ କାଟିଥିବା ରସୁଣକୁ ପକାଇ ଦିଅନ୍ତୁ । ତା ପରେ ମେଥି ଦାନା, ଜୁଆଣୀ, ଡାଲଚିନି ଖଣ୍ଡ ପକାଇ ଦିଅନ୍ତୁ । ଏହାକୁ ଅଳ୍ପ ମାତ୍ରା ରେ ବନାନ୍ତୁ ।

ଏହି ସବୁ ସାମଗ୍ରୀ କୁ ହାଲକା ବ୍ରାଉନ ହେବା ଯାଏଁ ଗ୍ରାମ କରନ୍ତୁ । ଏହାକୁ 2ରୁ 3 ମିନିଟ ଫୁଟାଇବା ପରେ ଏଥିରେ ଲବଙ୍ଗ ଗୁଣ୍ଡ କୁ ମିଶାଇ ଦିଅନ୍ତୁ । ଏବେ ଆପଣ ଏହାକୁ 3 ମିନିଟ ଯାଏଁ ଆଉ ଥରେ ଫୁଟାନ୍ତୁ । 2ରୁ 3 ମିନିଟ ଯାଏଁ ଫୁଟାଇବା ପରେ ତେଲର ରଙ୍ଗ ବଦଳିଯିବ । ଆପଣ ଏହାକୁ ରାତି ସାରା ଥଣ୍ଡା ହେବାକୁ ଛାଡି ଦିଅନ୍ତୁ ।

ଏବେ ଆପଣ ଏହି ତେଲକୁ ଏକ ପାତ୍ର କୁ ଛାଣି ଦିଅନ୍ତୁ । ଏହିପରି ଭାବେ ଜଏଣ୍ଟ ପେନ ରେମେଡି ପ୍ରସ୍ତୁତ କରିବେ । ଏହି ତେଲ ଆପଣଙ୍କ ଶରୀରର ଅନେକ ପ୍ରକାରର କଷ୍ଟ ଦୂର କରିବାକୁ ବହୁତ ଅଧିକ ଲାଭଦାୟକ ଅଟେ । ହାଡ ଶୁଷ୍କ ହେବା କାରଣରୁ ଜଏଣ୍ଟ ପେନ ସମସ୍ଯା ଦେଖାଯାଏ ।

ଆପଣଙ୍କର ଆଣ୍ଠୁ, ଗଣ୍ଠି, କାନ୍ଧ, ଗୋଇଠି ରେ ଯଦି ସମସ୍ଯା ହେଉଛି ତେବେ ଏହି ତେଲ ର ପ୍ରୟୋଗ ନିହାତି କରନ୍ତୁ । ଏହା ଆପଣଙ୍କୁ ବହୁତ ଆରାମ ପ୍ରଦାନ କରନ୍ତୁ । ଆପଣଙ୍କର ଯେଉଁ ଜାଗାରେ ପେନ ହେଉଛି ସେଠାରେ ମାଲିସ କରନ୍ତୁ । ଏହାକୁ ରାତି ସମୟରେ ଲଗାନ୍ତୁ । ଏହି ତେଲ ବହୁ ପୁରାତନ କାଳରୁ ପ୍ରୟୋଗ ହୋଇ ଆସୁଛି ।

ବନ୍ଧୁଗଣ ଆପଣ ମାନଙ୍କୁ ଆମ ପୋଷ୍ଟଟି ଭଲ ଲାଗିଥିଲେ ଆମ ସହ ଆଗକୁ ରହିବା ପାଇଁ ଆମ ପେଜକୁ ଗୋଟିଏ ଲାଇକ କରନ୍ତୁ, ଧନ୍ୟବାଦ ।

Leave a Reply

Your email address will not be published. Required fields are marked *