ମାତ୍ର ଥରେ ପଢି ସବୁଦିନ ପାଇଁ ମନେ ରଖିବାର ସହଜ ଉପାୟ ! କେବଳ ଏହି ୨ ଖାସ୍ ଟ୍ରିକ ! Study Motivation

ନମସ୍କାର ବନ୍ଧୁଗଣ , ଶିକ୍ଷା କୁ ସହଜରେ ମନେ ରଖିବା ପାଇଁ ଆମେ ଅନେକ ପ୍ରକାରର ଉପାୟ କରିଥାଉ । ମା ‘ ମାନେ ପିଲାମାନଙ୍କୁ ସକାଳେ ଉଠିଲା ପରେ ବାଦାମ ଖାଇବାକୁ ଦେଇଥାନ୍ତି । କାରଣ କୁହାଯାଏ ଯେ ସକାଳୁ ଉଠିଲା ମାତ୍ରେ ବାଦାମ ଖାଇବା ଦ୍ଵାରା ସ୍ମରଣ ଶକ୍ତି ବଢିଥାଏ । ପଡିଥିବା ପାଠ ମନେ ରହିଥାଏ । ଆଉ କେତେକ ଲୋକମାନେ କହିଥାନ୍ତି ଯେ ସକାଳେ ଉଠି ଯୋଗ ବ୍ୟାୟାମ କରିବା ଦ୍ଵାରା ପାଠ ମନେ ରହିଥାଏ ବୋଲି ।

କିନ୍ତୁ ଏହା କୋଣସି କାମ କରିନଥାଏ । କିନ୍ତୁ ମୁଁ ଆଜି ଆପଣଙ୍କୁ ଏପରି ଏକ ଉପାୟ କହିବି ଯାହାକୁ କରିବା ଦ୍ଵାରା ଆପଣଙ୍କ ପାଠ  ସବୁ ଦିନ ପାଇଁ ମନେ ରହିଯାଇଥାଏ । ଛାତ୍ର ଛାତ୍ରୀ ମାନେ ପାଠ କୁ ପଢିବା ସମୟରେ ଏହି ବିଷୟ ମୋ ଦ୍ଵାରା ହେବ ନାହିଁ ବା ମୁଁ ଏହାକୁ ମନେ ରଖିପାରିବି ନାହିଁ। ଏହି ସମସ୍ତ ବିଷୟ କୁ ଚିନ୍ତା କରି ପାଠ ପଡିଥାନ୍ତି । ଯାହା ଫଳରେ ପାଠ ଆପଣମାନଙ୍କୁ ମନେ ରହିନଥାଏ ।

ସାଧାରଣତ କହିବାକୁ ଗଲେ ଆମ କୁ ଜୀବନ ର ଏମିତି କିଛି ବିଷୟ ସବୁ ଦିନ ପାଇଁ ମନେ ରହିଯାଇଥାଏ । ଯେ ପରିକି ଆମେ ଯଦି କୋଣସି ସିନେମା ଦେଖିଥାଉ ତେବେ ତାହାକୁ ଯଦି ଆସି ବର୍ଷେ ପରେ ପଛରେ ଆପଣ ତାହାକୁ ନିର୍ଭୁଲ ରେ କହିଥାନ୍ତି । କାରଣ ଆପଣ ସେହି ସିନେମାଙ୍କୁ ଦେଖୁଥିବା ସମୟରେ ଆପଣ ମସ୍ତିସ୍କ ମନ ଦେଇ ଦେଖୁଥିଲା । କୁହାଯାଏ ମଣିଷ ଦେଖିଥିବା ଦୃଶ୍ୟ କୁ କେବେ ବି ଭୁଲି ନ ଥାଏ ।

ଏପରିକି ଯଦି ଆପଣଙ୍କ ସହିତ ଖରାପ ଘଟଣା ଟିଏ  ଘଟିଥାଏ , ଏହାକୁ ମଧ୍ୟ ଆପଣ କେବେ ବି ଭୁଲି ପାରନ୍ତି ନାହିଁ । ଏହା ଏପରି କଣ ପାଇଁ ଘଟିଥାଏ କାରଣ ଆପଣଙ୍କ ମସ୍ତିସ୍କ ଏହାକୁ ଭୁଲିବାକୁ ଚାହୁ ନାହିଁ । କାରଣ ଆମ ମସ୍ତିସ୍କ ମଜା , ମନ କୁ ଭଲ ଲାଗୁଥିବା ବିଷୟ କୁ ଜଳଦି ମନେ ରଖେ । ତେଣୁ ଆପଣଙ୍କୁ ପାଠ ପଢୁଥିବା ବେଳେ ଏହାକୁ ନୂତନ ମନ କୁ ଭଲ ଲାଗୁଥିବା ଭଳି ପଢିବା ଉଚିତ୍ ।

ପ୍ରଥମ ବିଷୟ ହେଉଛି ଆପଣଙ୍କୁ ନିଜର ଏକ ଲକ୍ଷ୍ୟ ସ୍ଥିର କରିବାର ଅଛି , କାରଣ ଲକ୍ଷ୍ୟ ରହିଲେ ଆମେ ପାଠ କୁ ଉତ୍ସାହ ର ସହିତ ପଢିଥାଉ । ଯଦି ଆପଣଙ୍କୁ ଏହା ସହାୟ ହେଉନି , ତେବେ ଦ୍ଵିତୀୟ ବିଷୟ ହେଉଛି ପଢୁଥିବା ପାଠ କୁ ନିଜ ମନେ ଏହାର ଚିତ୍ର ସୃଷ୍ଟି କରି ପାଠ ଟି କୁ ପଢନ୍ତି । କାରଣ କୋଣସି ବିଷୟ କୁ ଦେଖିକି ମନେ ରଖିବା ସହଜ ହୋଇଥାଏ  ।

ତେଣୁ ଆପଣ ପାଠ ପଢିବାକୁ ବସିଲା ସମୟରେ ଏହି ଦୁଇଟି ଉପାୟ କୁ ନିଶ୍ଚିତ ଭାବରେ କରନ୍ତୁ । ଆପଣଙ୍କୁ ଯଦି ଏହି ପୋଷ୍ଟ ଭଲ ଲାଗିଥାଏ ତେବେ ଆମ ପେଜ କୁ ଲାଇକ ଶେୟାର ଆଉ କମେଣ୍ଟ କରନ୍ତୁ ।

Leave a Reply

Your email address will not be published. Required fields are marked *