10 ଟି ସୁପର ଫୁଡ୍ ଖାଇବା ଆରମ୍ଭ କରି ଦିଅନ୍ତୁ… ଘିଅ ପରି ତରଳିବ ଶରୀରରେ ଜମା କୋଳେଷ୍ଟ୍ରଲ୍ ! Dr Salim Zaidi

ନମସ୍କାର ବନ୍ଧୁଗଣ , ଆମ ଶରୀରରେ ଅଧିକ କୋଲଷ୍ଟ୍ରୋଲ ହେବା କାରଣ ରୁ ଉଠିବା ବସିବା ସମୟରେ ଆମକୁ  ଅସୁବିଧା ହୋଇଥାଏ । କିନ୍ତୁ ଯଦି ଆପଣଙ୍କ କୋଲଷ୍ଟ୍ରୋଲ ସହଜ ରେ କମି ଯାଇଥାଏ । ତେବେ ଆପଣଙ୍କ ଜୀବନ ଶୈଳୀ ପରିବର୍ତ୍ତନ ହେଇଯିବ । ଏହାକୁ କମେଇବା ପାଇଁ ଆପଣଙ୍କ ଡାଏଟ କରିଥାନ୍ତି । ଡାକ୍ତରଙ୍କ ପରାମର୍ଶ ଅନୁସାରେ ଯଦି ଆପଣ ନିଜର ଡାଏଟ ରେ ଏହି ଦଶ ଟି ଜିନିଷ କୁ ସାମିଲ କରି ନିଅନ୍ତି ।

ଆପଣଙ୍କ ଶରୀରରେ ଥିବା କୋଲଷ୍ଟ୍ରୋଲ କମି ଥାଏ । ଆସନ୍ତୁ ଜାଣିବା ଏହି ଦଶ ଟି ଜିନିଷ ବିଷୟରେ ଯାହାକୁ ଖାଇବା ଦ୍ଵାରା ଆମ ଶରୀର ରେ ଥିବା କଲୋଷ୍ଟ୍ରୋଲ କମିଥାଏ  ଏବଂ ବଢିବାର ସମ୍ଭାବନା କମ୍ ରହିଥାଏ । ୧- ପ୍ରଥମ ଜିନିଷ ହେଉଛି ଓଡସ୍ ବଜାରରେ ଆମ ଏହା ସହଜ ରେ ମିଳିଥାଏ । ଏହାକୁ ଖାଇବା ଦ୍ଵାରା ଆମ  ଶରୀରରେ ଥିବା ଭଲ  କୋଲଷ୍ଟ୍ରୋଲ  ବୃଦ୍ଧି ହୋଇଥାଏ ଏବଂ ମନ୍ଦ  କୋଲଷ୍ଟ୍ରୋଲ  ର କମି ଥାଏ ।

ଏହାକୁ ଆପଣଙ୍କ ଡାଏଟ ରେ ସାମିଲ କରନ୍ତୁ । ୨- ଆପଣଙ୍କୁ ନିଜର ଡାଏଟ ରେ ବାର୍ଲି କୁ ସାମିଲ କରିବା ଉଚିତ୍ । କାରଣ ଏହାକୁ ଖାଇବା ଦ୍ଵାରା ଆମ ହୃଦୟ ସୁସ୍ଥ ରାହିଥାଏ ଏବଂ ଆମ  କୋଲଷ୍ଟ୍ରୋଲ  କୁ ମଧ୍ୟ କମ୍ କାରିଥାଏ । ୩-  ଡାଲି ଜାତୀୟ ଏବଂ ବିନସ୍ ଭଳି ଖାଦ୍ୟ କୁ ନିଜର ଡାଏଟ୍ ରେ ରଖିବା ଉଚିତ୍ । ଡାଲି ଜାତୀୟ  ଖାଦ୍ୟ କୁ ଖାଇବା ଦ୍ଵାରା ଆପଣଙ୍କୁ ବାରମ୍ବାର ଭୋକ ଲାଗିନଥାଏ । ତେଣୁ ଏହାକୁ ଖାଇବା ଦ୍ଵାରା ଆପଣଙ୍କ  କୋଲଷ୍ଟ୍ରୋଲ  କମି ଥାଏ ।

୪- ବାଦାମ ଖାଇବା ଦ୍ଵାରା ଆପଣବକ  କୋଲଷ୍ଟ୍ରୋଲ  କମିଥାଏ । ଆପଣଙ୍କୁ almond , walnuts ,ପିସ୍ଥା ଆଦି କୁ ସବୁ ଦିନ ଖାଇବା ଉଚିତ୍ । ଏଥିରେ ଥିବା ପୋଷାକ ଆପଣଙ୍କ ହୃଦୟ କୁ ଭଲ ରଖିଥାଏ । ୫- ଆପଣ ଆପଣଙ୍କ ଡାଏଟ୍ ରେ ପନିପରିବା ତେଲ କୁ ସାମିଲ କରନ୍ତୁ , ଯଥା ଘିଅ  ଅନ୍ଯାନ୍ଯ ତେଲ କୁ ବ୍ୟବହାର କରି ଖାଦ୍ୟ ପ୍ରସ୍ତୁତି ବନ୍ଦ କରି ଦିଅନ୍ତି । ପନିପରିବା ତେଲ କୁ ବ୍ୟବହାର କରି ଖାଦ୍ୟ ରାନ୍ଧନ୍ତୁ  ।

ବିଶେଷ କରି ଅଲିଭ ତେଲ ର ବ୍ୟବାହର କାରିବ ଦ୍ଵାରା  କୋଲଷ୍ଟ୍ରୋଲ କମିଥାଏ । ଏହା ଅର୍ଥ ଏହା ନୁହେଁ କି ଅଧିକ ତେଲ ଖାଇବା ମାତ୍ର ଅଳ୍ପ ପରିମାଣ ରେ ବ୍ୟବହାର କାରିବା ଉଚିତ୍ ।  ୬-  ଫଳ ଅଧିକ ଖାଇବା ଉଚିତ୍ , ଯଥା ସେଓ , କମଳା , ଲିଚୁ ଆଦି ଫଳ କୁ ନିଜାର ଡାଏଟ୍ ରେ ସାମିଲ କରନ୍ତୁ । ସୋୟା ଜାତୀୟା ଖାଦ୍ୟ କୁ ନିଜର ଡାଏଟ ରେ ସାମିଲ କରିବା ଉଚିତ୍ ।

୮- fatty ମାଛ ଏହାକୁ ସପ୍ତାହରେ ଦୁଇ ଥର ଖାଇବା ଦ୍ଵାରା ଏହା ଆପଣଙ୍କ ଶରୀର କୁ ସୁସ୍ଥ ରଖିଥାଏ ଏବଂ  କୋଲଷ୍ଟ୍ରୋଲ  କୁ କମ୍ କରିଥାଏ । ୯ – ଆପଣ ନିଜର ଡାଏଟ ରେ ଶାଗୁ ଦାନା ନେଇ ପାରିବେ ।  ଯଦି ଆପଣଙ୍କୁ ଏହି ପୋଷ୍ଟ ଭଲ ଲାଗିଥାଏ ତେବେ ଆମ ପେଜ କୁ ଲାଇକ ଶେୟାର ଆଉ କମେଣ୍ଟ କାରନ୍ତୁ ।

Leave a Reply

Your email address will not be published. Required fields are marked *