ମରିଗଲେ ବି ମଙ୍ଗଳବାର ଦିନ ଭୁଲ ରେ ମଧ୍ୟ କରନ୍ତୁ ନାହିଁ ଏହି ୫ ଟି କାମ, ପୁରା ପରିବାର ହେଇଯାଏ ବର୍ବାଦ, ଆସିଥାଏ ଭୟଙ୍କର ଦରିଦ୍ରତା

ବନ୍ଧୁଗଣ ଆମ ହିନ୍ଦୁଧର୍ମରେ ସମସ୍ତ ବାରର କିଛି ବିଶେଷ ମହତ୍ଵ ରହିଥାଏ କାରଣ ଏହି ସମସ୍ତ ବାର ଗ୍ରହ ମାନଙ୍କ ସହ ଜଡିତ ହୋଇ ରହିଥାନ୍ତି । ଏହା ସହିତ ସମସ୍ତ ବାରରେ ଏକ ନିର୍ଦ୍ଧିଷ୍ଟ ଦେବିଦେବତା ମାନଙ୍କୁ ପୂଜା ଅରଚନା କରାଯାଇଥାଏ ।

କାରଣ ଯେଉଁ ବାର ଯେଉଁ ଦେବିଦେବତାଙ୍କର ହୋଇଥାଏ ସେହି ବାରରେ ସେହି ଦେବିଦେବତାଙ୍କ ଶକ୍ତି ବହୁତ ଅଧିକ ରହିଥାଏ । ବନ୍ଧୁଗଣ ଆଜିଆମେ ଆପଣ ମାନଙ୍କୁ ମଙ୍ଗଳବାର ବିଷୟରେ କହିବାକୁ ଯାଉଛୁ ।

ମଙ୍ଗଳବାରର ସ୍ଵାମୀ ହେଉଛନ୍ତି ମଙ୍ଗଳ ଓ ଏହି ଦିନରେ ଭଗବାନ ବଜରଙ୍ଗବଲିଙ୍କ ପୂଜା ଆରାଧନା କରାଯାଇଥାଏ । ଯେଉଁ ଲୋକ ମାନଙ୍କ ଉପରେ ହନୁମାନଙ୍କ ବିଶେଷ କୃପା ରହିଥାଏ ସେହି ବ୍ୟକ୍ତିଙ୍କ ଜୀବନରେ କୌଣସି ସଙ୍କଟ ଆସିନଥାଏ ହେଲେ ଯେଉଁ ବ୍ୟକ୍ତିଙ୍କ ଉପରେ ହନୁମାନ ରସୂତ ହୋଇଯାଇଥାନ୍ତି ସେହି ବ୍ୟକ୍ତିଙ୍କ ଜୀବନରେ ଅନେକ ସମସ୍ୟା ଲାଗିରହିଥାଏ ।

ମଙ୍ଗଳବାର ଦିନ ହନୁମାନଙ୍କର ପୂଜା କରିଲେ ସମସ୍ତ ଗ୍ରହ ଦୋଷରୁ ମୁକ୍ତି ମିଳିଥାଏ । ଏହା ସହିତ ଯଦି କୌଣସି ବ୍ୟକ୍ତିର ଜୀବନରେ ଅନେକ ସମସ୍ୟା ଲାଗି ରହିଛି ତା ହେଲେ ମଙ୍ଗଳବାର ଦିନ ହନୁମାନଙ୍କ ପୂଜା କରିଲେ ସେହି ବ୍ୟକ୍ତିର ସମସ୍ତ ସମସ୍ୟା ଦୂର ହୋଇଥାଏ । ହେଲେ ବନ୍ଧୁଗଣ ଆମ ହିନ୍ଦୁଶାସ୍ତ୍ରରେ ଏପରି କିଛି କାର୍ଯ୍ୟ ବିଷୟରେ କୁହାଯାଇଛି ଯାହାକୁ ମଙ୍ଗଳବାର ଦିନ କରିବା ଉଚିତ ନୁହେଁ । ବନ୍ଧୁଗଣ ଆଜି ଆମେ ଆପଣ ମାନଙ୍କୁ ଏହି ସମସ୍ତ କାର୍ଯ୍ୟ ବିଷୟରେ କହିବାକୁ ଯାଉଛୁ ତା ହେଲେ ବନ୍ଧୁଗଣ ଆସନ୍ତୁ ଜାଣିବା ଏହି ସମସ୍ତ କାର୍ଯ୍ୟ ବିଷୟରେ ।

୧. ବନ୍ଧୁଗଣ ସାଧାରଣତଃ ପୁରୁଷ ମାନଙ୍କୁ ମଙ୍ଗଳବାର ଦିନ ନିଜ ଦାଢି ଓ କେସ ଆଦିକୁ କାଟିବା ଉଚିତ ନୁହେଁ । ଏହା କରିବା ବହୁତ ଅଶୁଭ ହୋଇଥାଏ । ଯଦି ବ୍ୟକ୍ତି ଏହି ଭୁଲ କରିଥାଏ ତା ହେଲେ ତାକୁ ବହୁତ ସମସ୍ୟାର ସମ୍ମୁଖୀନ ହେବାକୁ ପଡିପାରେ ଏହା ସହିତ ସେ ନିଜ ଜୀବନରେ କେବେହେଲେ ଉନ୍ନତି କରିପାରେ ନାହିଁ । ତେଣୁ ବନ୍ଧୁଗଣ ଆପଣ ମାନେ ଭୁଲ ସେ ମଧ୍ୟ ଏହି ଭୁଲ କରନ୍ତୁ ନାହିଁ ।

୨. ଯଦି ବନ୍ଧୁଗଣ ଆପଣ ମଙ୍ଗଳବାର ଦିନ ଯଦି ହନୁମାନଙ୍କ ପାଇଁ କୌଣସି ବ୍ରତ ରଖିଛନ୍ତି ତା ହେଲେ ଏହି ଦିନରେ ଅଲଣିଆ ଖାଦ୍ୟର ସେବନ କରନ୍ତୁ । ଯଦି ଆପଣ ଏହି ଦିନରେ ଲୁଣର ସେବନ କରିବେ ତା ହେଲେ ଆପଣଙ୍କ ବ୍ରତର କୌଣସି ମୂଲ୍ୟ ରହିବ ନାହିଁ । ଏହା ସହିତ ଆପଣଙ୍କ ଉପରେ ହନୁମାନ ରୁଷ୍ଟ ହୋଇଯିବେ ଯାହାଫଳରେ ଆପଣଙ୍କୁ ନିଜ ଜୀବନରେ ଅନେକ ସମସ୍ୟାର ସମ୍ମୁଖୀନ କରିବାକୁ ପଡିବ ।

୩. ବନ୍ଧୁଗଣ ମଙ୍ଗଳବାର ଦିନ ଆପଣ ଭୁଲ ସେ ମଧ୍ୟ ମାଂସ ଓ ମ-ଦ ଆଦିର ସେବନ କରନ୍ତୁ ନାହିଁ । କାରଣ ମଙ୍ଗଳବାରର ସ୍ବାମୀ ହେଉଛନ୍ତି ମଙ୍ଗଳ ଗ୍ରହ ଏକ ଉଗ୍ର ଗ୍ରହ ଅଟେ । ତେଣୁ ଯଦି ଆପଣ ଏହି ଦିନରେ ମାଂସ ଓ ମ-ଦ ଆଦିର ସେବନ କରିବେ ତା ହେଲେ ଆପଣ ଉଗ୍ର ହୋଇଯିବେ । ଯାହାଫଳରେ ଆପଣଙ୍କୁ କେତେକ ସମସ୍ୟାର ସମ୍ମୁଖୀନ ହେବାକୁ ପଡିପାରେ ।

୪. ବନ୍ଧୁଗଣ ମଙ୍ଗଳବାର ଦିନ କୌଣସି ଶୃଙ୍ଗାର ଜିନିଷ କିଣିବା ଉଚିତ ନୁହେଁ । ଶୃଙ୍ଗାର କିଣିବାର ଶୁଭ ଦିନ ହେଉଛି ଶୁକ୍ରବାର । ଯଦି ଆପଣ ମଙ୍ଗଳବାର ଦିନ ଶୃଙ୍ଗାର ଜିନିଷ କିଣିବେ ତା ହେଲେ ଆପଣଙ୍କ ବୈବାହିକ ଜୀବନରେ ଅନେକ ବାଦବିବାଦ ସୃଷ୍ଟି ହୋଇପାରେ । ତେଣୁ ବନ୍ଧୁଗଣ ଭୁଲ ସେ ମଧ୍ୟ ମଙ୍ଗଳବାର ଦିନ ଏହି ପ୍ରକାରର ଭୁଲ କରନ୍ତୁ ନାହିଁ ।

ବନ୍ଧୁଗଣ ଆମେ ଆଶା କରୁଛୁ କି ଆପଣଙ୍କୁ ଏହି ଖବର ଭଲ ଲାଗିଥିବ । ତେବେ ଏହାକୁ ନିଜ ବନ୍ଧୁ ପରିଜନ ଙ୍କ ସହ ସେୟାର୍ ନିଶ୍ଚୟ କରନ୍ତୁ । ଏଭଳି ଅଧିକ ପୋଷ୍ଟ ପାଇଁ ଆମ ପେଜ୍ କୁ ଲାଇକ ଏବଂ ଫଲୋ କରନ୍ତୁ ଧନ୍ୟବାଦ ।

Leave a Reply

Your email address will not be published. Required fields are marked *