ମକର ସଂକ୍ରାନ୍ତି (14 January) ଦିନ ଖାଇ ନିଅନ୍ତୁ ଏହି ୧ ଜିନିଷ, ବଢିବ ଧନ ସମ୍ପତି, ଦାନ କରନ୍ତୁ ଏହି ଜିନିଷ

ବନ୍ଧୁଗଣ ପବିତ୍ର ମକର ସଙ୍କ୍ରାନ୍ତି ଉପଲକ୍ଷେ ଆପଣଙ୍କୁ ଅନେକ ଅନେକ ଶୁଭକାମନା । ହିନ୍ଦୁ ପଞ୍ଚାଙ୍ଗ ଅନୁଯାୟୀ ଚଳିତ ବର୍ଷ ଜାନୁଆରୀ 14ରେ ପଡିବାକୁ ଯାଉଛି ମକର ସଙ୍କ୍ରାନ୍ତି । ପ୍ରତି ବର୍ଷ ପୌଷ ମାସରେ ସୂର୍ଯ୍ୟଦେବଙ୍କ ମକର ରାଶିରେ ଗୋଚର କରିବାକୁ ମକର ସଙ୍କ୍ରାନ୍ତି ପର୍ବ ମାନା ଯାଇଥାଏ । ହିନ୍ଦୁ ଧର୍ମରେ ମକର ସଙ୍କ୍ରାନ୍ତିର ବହୁତ ମାନ୍ୟତା ଅଛି । ଏହି ଦିନ ଦାନ ଧର୍ମମ କରିଲେ ବହୁତ ପୂଣ୍ୟ ମିଳିଥାଏ ।

ଆଜି ଆମେ ଆପଣଙ୍କୁ କହିବୁ କେଉଁ 5ଟି ଜିନିଷ ମକର ସଙ୍କ୍ରାନ୍ତି ଦିନ ଖାଇଲେ ଧନର ବର୍ଷା ହୋଇଥାଏ । ୧- ରାଶି ଲଡୁ : ପବିତ୍ର ମକର ସଙ୍କ୍ରାନ୍ତି ଦିନ ରାଶି ଲଡୁ ନିଶ୍ଚୟ ଖାଆନ୍ତୁ । ଏହି ଦିନ ରାଶି ଓ ଗୁଡର ଲଡୁ ତିଆରି କରାଯାଏ । ଏହାକୁ ଦେବୀ ମା ଙ୍କୁ ଅର୍ପିତ କରାଯାଏ । ଏହି ଦିନ ଦ୍ଵିପହର ସମୟରେ ରାଶି ଲଡୁ ମା ଲକ୍ଷ୍ମୀ ଙ୍କୁ ଅର୍ପିତ କରିବା ସହ ନିଜେ ଓ ପରିବାରକୁ ଖାଇବାକୁ ଦିଅନ୍ତୁ । ଏହ ଦ୍ଵାରା ଧନ ରଖିଥିବା ସ୍ଥାନରେ ଧନର ଆଗମନ ହୋଇଥାଏ । ଚାକିରି ଓ ବ୍ୟପାରରେ ଉନ୍ନତି ହେବ । ଏହି ଦିନ ରାଶି ଗୁଡର ଦାନ ଓ ସେବନ କରିବା ଶୁଭ ହୋଇଥାଏ ।

୨- ଖେଚେଡି : ମକର ସଙ୍କ୍ରାନ୍ତି ଦିନ ଚାଉଳ ଓ ବିରି ଡାଳିର ଖେଚେଡି ବନା ଯାଇଥାଏ । ଏହି ଦିନ ଖେଚେଡି ର ଦାନ କରିବା ବହୁତ ପୂଣ୍ୟ ଫଳ ମାନାଯାଇଥାଏ । ଏହି ଖେଚେଡି ଭଗବାନ ସୂର୍ଯ୍ୟ ଙ୍କୁ ଭୋଗ ଲଗାଇବା ସହ ସହାୟକ ଲୋକଙ୍କୁ ଦାନ କରନ୍ତୁ । ଘର ପରିବାର ସହ ଆପଣ ନିଜେ ବି ଏହି ଖେଚେଡି ଗ୍ରହଣ କରନ୍ତୁ । ଖେଚେଡି ବହୁତ ଲାଭଦାୟକ ଓ ଶୁଭକାରୀ ମାନା ଯାଇଥାଏ । ଏହା ଦ୍ଵାରା ସବୁ ମନସ୍କାମନା ପୂରଣ ହୋଇଥାଏ ।

୩- କଦଳୀ ଓ ଅଙ୍ଗୁର : ମକର ସଙ୍କ୍ରାନ୍ତି ଦିନ ମା ଲକ୍ଷ୍ମୀ ଙ୍କୁ ପ୍ରସନ୍ନ କରିବା ପାଇଁ କଦଳୀ ଓ ଅଙ୍ଗୁରୁ ନିଶ୍ଚୟ ଅର୍ପଣ କରନ୍ତୁ । ଏହା ସହ ଘର ଲୋକଙ୍କୁ ବି ଖାଇବାକୁ ଦିଅନ୍ତୁ ଓ ନିଜେ ମଧ୍ୟ ଖାଆନ୍ତୁ । କୌଣସି ବ୍ୟକ୍ତି ରୋଗରେ ପଡିଥିଲେ ଏହି ଫଳ ଖାଇବାକୁ ଦିଅନ୍ତୁ ।

୪- ଲୁଣ : ଏମିତିରେ ର ଆପଣ ଖେଚେଡିରେ ଚାଉଳ, ବିରି ଡାଲି ଓ ଲୁଣର ପ୍ରୟୋଗ କରିବେ । କିନ୍ତୁ ମକର ସଙ୍କ୍ରାନ୍ତି ଦିନ ଅଳ୍ପ ଲୁଣ ଅଭିଜିତ ମୁହୂର୍ତ୍ତରେ ଖାଇବା ଉଚିତ । ଏହା ଦ୍ଵାରା ମା ଲକ୍ଷ୍ମୀ ଙ୍କ କୃପା ସହ ଚାକିରି ଓ ବ୍ୟବସାୟରେ ଲାଭବାନ ହେବେ । ଧନର ନୂଆ ନୂଆ ସ୍ରୋତ ଆପଣଙ୍କ ପାଇଁ ଖୋଲିଯିବ ।

୫- କନ୍ଦମୂଳ : ମକର ସଙ୍କ୍ରାନ୍ତି ଦିନ ମା ଲକ୍ଷ୍ମୀଙ୍କୁ କନ୍ଦମୂଳ ଭୋଗ ଲଗାନ୍ତୁ । ଏହାକୁ ନିଜେ ଖାଇବା ସହ ପରିବାର ଲୋକଙ୍କୁ ଖାଇବାକୁ ଦିଅନ୍ତୁ । ଏହା ଦ୍ଵାରା ଧନଧାନ୍ୟରେ କେବେ କମି ଆସି ନ ଥାଏ । ଏହା ସହ ଚଣା ଓ ବେଲର ସେବନ କରିବା ଶୁଭ ହୋଇଥାଏ ।

ବନ୍ଧୁଗଣ ଆପଣ ମାନଙ୍କୁ ଆମ ପୋଷ୍ଟ ଟି ଭଲ ଲାଗିଥିଲେ ଆମ ସହ ଆଗକୁ ରହିବା ପାଇଁ ଆମ ପେଜକୁ ଗୋଟିଏ ଲାଇକ କରନ୍ତୁ, ଧନ୍ୟବାଦ ।

Leave a Reply

Your email address will not be published. Required fields are marked *