Personality Test- ଆପଣଙ୍କ ଭାଗ୍ୟରେ କଣ ଲେଖା ଅଛି ? ଜାଣନ୍ତୁ ଜୀବନର ପୁରା କାହାଣୀ…ଭଗବାନଙ୍କୁ ସ୍ମରଣ କରି ବାଛନ୍ତୁ ଯେ କୌଣସି ଗୋଟିଏ ବହି  

ବନ୍ଧୁଗଣ ଆଜି ଆମେ ଆପଣଙ୍କ ପାଇଁ ନେଇ ଆସିଛୁ ବିକଳ୍ପ ର ବିଷୟ ବସ୍ତୁ । ସେଥିପାଇଁ ଆପଣଙ୍କୁ ୨ଟି ପୁସ୍ତକ ମଧ୍ୟରୁ କୌଣସି ଗୋଟିଏ ବାଛିବାକୁ ପଡିବ । ଏହା ପରେ ଆମେ ଆପଣଙ୍କୁ କହିବୁ ଆପଣଙ୍କ ଭାଗ୍ୟରେ କଣ ଲେଖା ଅଛି । ଆପଣ ଯେ କୌଣସି ଗୋଟିଏ ନମ୍ବର ବାଛନ୍ତୁ ଜଣଙ୍କ ପାଇଁ । ଦୁଇ ଟି ବହି ଜଣଙ୍କ ପାଇଁ ବାଛନ୍ତୁ ନାହି । ତେବେ ଆସନ୍ତୁ ଆରମ୍ଭ କରିବା । ୧- ପ୍ରଥମ ନମ୍ବର : ଯଦି ଆପଣ ପ୍ରଥମ ନମ୍ବର ବାଚିଛନ୍ତି ଆପଣଙ୍କର କାର୍ଯ୍ୟ ଏଣିକି ଶୁଭପ୍ରଦ ହେବ ।

ମନ୍ଦ ଦଶା ଏବେ ଖୁବ କମ ସମୟରେ ଦୂର ହେବାକୁ ଯାଉଛି । ଚନ୍ଦ୍ରଙ୍କର ଫଳ ଆପଣଙ୍କ ଲାଗି ଲବଣ୍ୟ । ଚନ୍ଦ୍ରକାନ୍ତି ମନି ଗୋଟେ ରୋପ୍ୟ ମୁଦ୍ରିକାରେ ସାରା ଜୀବନ ଧାରଣ କରନ୍ତୁ । ଏହା ଆପଣଙ୍କ ପାଇଁ ଲାଭକାରୀ ରହିବ । ବର୍ତ୍ତମାନ ଆପଣ ଯେଉଁ କାମ ପାଇଁ ବ୍ୟସ୍ତତା ରହୁଛନ୍ତି ତାହାର ଜଲ୍ଦି ସମାଧାନ ହୋଇଯିବ । ଆପଣଙ୍କୁ କିଛି ଗୁପ୍ତ ଧନ ମିଳିବାର ମନରେ ଭାବନା ଆଣୁଛନ୍ତି ।

କିନ୍ତୁ ଏଣିକି ଆପଣ ସେ ସବୁ କଥାକୁ ମିଥ୍ୟା ବୋଲି ଭାବିବେ । ଆପଣ ଆପଣଙ୍କର ନିଜ ହାତରେ ରୋଜଗାର କରିଥିବା ଧନକୁ ଅଯଥାରେ ଖର୍ଚ୍ଚ କରନ୍ତୁ ନାହି । କାରଣ ଆପଣଙ୍କ ମଧ୍ୟରେ ଏହି ଗୋଟେ ଦୁର୍ଗୁଣ ରହିଛି ଆପଣ ଅଧିକ ଖର୍ଚ୍ଚ କରନ୍ତି । ଏହି ଗୁଣକୁ ତ୍ୟାଗ କରନ୍ତୁ । ଜୀବନରେ ବହୁତ ଆଗକୁ ବଢିବେ । ଜୀବନରେ ସଞ୍ଚୟ ପ୍ରତି ଧ୍ୟାନ ଦିଅନ୍ତି ତେବେ ଦେଖିବେ ଆପଣ ଖୁବ କମ ଦିନରେ ନିଜ ଠାରେ ଉଚ୍ଚ ଧରଣର ପରିବର୍ତ୍ତନ କରିବେ ।

ଆପଣ ସେଥିରୁ କିଛି ଦାନ କରିଲେ ଲାଭପ୍ରଦ ହେବେ । ଆପଣଙ୍କ ମନରେ ଅନେକ ଗୁଡାଏ ପ୍ରଶ୍ନ ରହିଛି । ମୁଣ୍ଡ ଉପରେ ଗୁଡାଏ ବୋଝ ଅଛି । କଣ କରିବେ କଣ ନାହି ଜାଣିପାରୁ ନାହାନ୍ତି ।୨- ଦ୍ଵିତୀୟ ନମ୍ବର : ଯଦି ଆପଣ ଦ୍ଵିତୀୟ ନମ୍ବର ଚୁଜ କରିଛନ୍ତି ସନ୍ତାନକୁ ନେଇ କଷ୍ଟ ଭୋଗୁଛନ୍ତି । ମନରେ ନାନା ଉଦବେଗ ସୃଷ୍ଟି ହେଉଛି । ଯାହା ଭାବୁଛନ୍ତି ତାହା କରିପାରୁ ନାହାନ୍ତି । ଅନ୍ୟଙ୍କ ପାଇଁ ବିଶେଷ ଚିନ୍ତା କରୁଛନ୍ତି । ପାରିବାରିକ ଅସାନ୍ତି ଚାଲିଛି । ଗୃହରେ ଅସାନ୍ତି ଚାଲିଛି । ଆପଣଙ୍କ ମନ କଥା ଜଣା ହେଉଛି ।

ସମୟ ଆପଣଙ୍କୁ କଠିନ ସ୍ଥିତି ଦୂରେଇ ଦେବ । ସମସ୍ତ ଲାଭ କର୍ମରେ କ୍ଷତି ମିଳୁଛି । ପରିବାର ବର୍ଗ ଆପଣଙ୍କୁ ବିଶେଷ କ୍ଷତି କରାଉଛନ୍ତି । ସ୍ତ୍ରୀଙ୍କ କଥାରେ ଚାଲିଲେ ଭଲ ହେବ । ଆପଣଙ୍କ ଶୁଭ ସମୟ ଆରମ୍ଭ ହେବ ମଙ୍ଗଳବାର ଦିନ । କୌଣସି ଗୋଟିଏ ମଙ୍ଗଳବାର ଦିନ ଆପଣ ଜୀବନରେ ଉନ୍ନତି ଭୋଗ କରିବେ ।

ଜୀବନରେ ଅନେକ ସଫଳତା ଆସିଯିବ । ଏହା ପରେ ସନ୍ତାନ ଓ ପରିବାରରେ ଆନନ୍ଦ ପାଇବେ । ମୁଣ୍ଡ ଉପରେ ଥିବା ଚିନ୍ତା ଦୂର ହେବ । ବନ୍ଧୁଗଣ ଆପଣ ମାନଙ୍କୁ ଆମ ପୋଷ୍ଟ ଟି ଭଲ ଲାଗିଥିଲେ ଆମ ସହ ଆଗକୁ ରହିବା ପାଇଁ ଆମ ପେଜକୁ ଗୋଟିଏ ଲାଇକ କରନ୍ତୁ, ଧନ୍ୟବାଦ ।

Leave a Reply

Your email address will not be published. Required fields are marked *