Vastu Shastra- ଜାଣନ୍ତୁ ମହିଳା ମାନେ କେଉଁ ଦିନ କେଶ ଧୋଇବା ଦ୍ଵାରା ହୋଇଥାଏ ଲକ୍ଷ୍ମୀ ପ୍ରାପ୍ତି ଓ କେଉଁ ଦିନ କେଶ ଧୋଇଲେ ମାଡି ଆସେ ବିପଦ

ବନ୍ଧୁଗଣ ଆମ ହିନ୍ଦୁଶାସ୍ତ୍ର ଅନୁସାରେ ସମସ୍ତ ମହିଳା ମାନଙ୍କୁ ଘର ଲକ୍ଷ୍ମୀ ମାନା ଯାଇଥାଏ । କାରଣ ଗୋଟେ ମହିଳା ଚାହିଁଲେ ଘରକୁ ସ୍ଵର୍ଗ କିମ୍ବା ନର୍କରେ ପରିଣତ କରିପାରିବ । ମହିଳା ମାନଙ୍କ ଉପାରେ ଘର ସୁଖ ସମୃଦ୍ଧି ନିର୍ଭର କରିଥାଏ ।

ସାଧାରଣତଃ ବିବାହିତ ମହିଳା ମାନେ କେବେ କେସ ଧୋଇବା ଉଚିତ ଏହା ବାର ଓ ତିଥି ଉପରେ ନିର୍ଭର ହୋଇଥାଏ । ଜ୍ୟୋତିଷ୍ୟ ଶାସ୍ତ୍ର ଅନୁସାରେ ଏପରି କିଛି ତିଥି କିମ୍ବା ବାର ରହିଛି ଯେଉଁ ଦିନ ବିବାହିତ ମହିଳା ମାନଙ୍କୁ ଭୁଲ ସେ ମଧ୍ୟ ନିଜ କେସ ଧୋଇବା ଉଚିତ ନୁହେଁ ।

ବନ୍ଧୁଗଣ ଆଜିଆମେ ଆପଣ ମାନଙ୍କୁ କେସ ଧୋଇବାର ସଠିକ ଦିନ ଓ ନଧୋଇବାର ଦିନ ବିଷୟରେ କହିବାକୁ ଯାଉଛୁ ଯାହା ବିଷୟରେ ବହୁତ କମ ଲ୍ପୋକ ଜାଣିଛନ୍ତି । ତା ହେଲେ ବନ୍ଧୁଗଣ ଆସନ୍ତୁ ଜାଣିବା ଏହା ବିଷୟରେ ।

ସାଧାରଣତଃ ଅମାବାସ୍ୟା, ପୂର୍ଣ୍ଣମୀ ଓ ଏକାଦଶୀରେ କୌଣସି ବିବାହିତା ମହିଳାଙ୍କୁ କେସ ଧୋଇବା ଉଚିତ ନୁହେଁ । କାରଣ ଜ୍ୟୋତିଷ୍ୟ ଶସ୍ତ୍ର ଅନୁସାରେ ଏହି ତିନୋଟି ଦିନରେ ଚନ୍ଦ୍ରମା ଉଭୟ ପକ୍ଷରେ ନୀଚ ସ୍ଥାନରେ ରହିଥାଏ । ଯଦି କୌଣସି ମହିଳା ଏହି ତିନୋଟି ଦିନରେ କେସ ଧୋଇବେ ତା ହେଲେ ସେହି ମହିଳା ଓ ଟଣକ ପରିବାର ଉପରେ ସଙ୍କଟ ଆସିବ । ତେଣୁ ବନ୍ଧୁଗଣ ବିବାହିତ ମହିଳା ମାନେ ଏହି ଦିନ ମାନଙ୍କରେ କେସ ଧୋଇବା ଉଚିତ ନୁହେଁ ।

ସାଧାରଣତଃ ହିନ୍ଦୁ ପଞ୍ଚାନବେ ତିଥି ଅନୁସାରେ ବ୍ରତ ଓ ପର୍ବ ପର୍ବାଣି ପାଳନ କରାଯାଇଥାଏ । ଏହି ସବୁ ଦିନର ପୂର୍ବ ଦିନରେ ମହିଳା ମାନେ ନିଜ କେସ ଧୋଇପାରିବେ ହେଲେ ଭୁଲ ସେ ମଧ୍ୟ ଏହି ଦିନରେ ମହିଳା ମାନେ କେସ ଧୋଇବା ଉଚିତ ନୁହେଁ । ନଚେତ ଆପଣ ମାନଙ୍କୁ ବହୁତ ସମସ୍ଯାର ସମ୍ମୁଖୀନ ହେବାକୁ ପଡିପାରେ ।

ଯଦି ବନ୍ଧୁଗଣ ମହିଳା ମାନେ କୌଣସି ଦିନରେ କିଛି ବ୍ରତ ରଖିଛନ୍ତି ତା ହେଲେ ସେମାନେ ଶି ଦିନରେ ନିଜ କେସକୁ ଧୋଇବା ଉଚିତ ନୁହେଁ । ମହିଳା ମାନେ ସେହି ଦିନର ପୂର୍ବ ଦିନରେ ନିଜ କେସକୁ ଧୋଇପାରିବେ । ଯଦି କୌଣସି ମହିଳା ସୋମବାର ଦିନ କୌଣସି ବ୍ରତ ରଖିଛନ୍ତି ତା ହେଲେ ଆପଣ ପଲାସର ଫୁଲକୁ ମଳି ନିଜ କେସର ଲଗାଇ ଦିଅନ୍ତୁ ଓ ଏହାପରେ ନିଜ କେସକୁ ଧୁଅନ୍ତୁ ।

ବିବାହିତ ମହିଳା ମାନଙ୍କୁ ମଙ୍ଗଳବାର ଦିନ ନିଜ କେସକୁ ଧୋଇବା ଉଚିତ ନୁହେଁ ,। ଯଦି କୌଣସି ମହିଳା ଏହି ଦିନରେ ନିଜ କେସକୁ ଧୋଇଥାଏ ତା ହେଲେ ତାକୁ ନିଜ ବୈବାହିକ ଜୀବନରେ ବହୁତ ସମସ୍ଯାର ସମ୍ମୁଖୀନ ହେବାକୁ ପଡିଥାଏ । ଯଦି କୌଣସି ବାଧ୍ୟତା ମୂଳକ ପରିସ୍ଥିତି ଅଛି ତା ହେଲେ ଆପଣ ଏହି ଦିନରେ ଅଁଳା ଗୁଣ୍ଡକୁ ନିଜ କେସରେ ଲଗାଇ କେସ ଧୁଅନ୍ତୁ । ମହିଳା ମାନେ ବୁଧବାର, ଶୁକ୍ରବାର ଓ ରବିବାର ଦିନ ନିଜ କେସକୁ ଧୋଇପାରିବେ । ଏହା ଅତ୍ୟନ୍ତ ଶୁଭ ହୋଇଥାଏ ।

ବନ୍ଧୁଗଣ ଆମେ ଆଶା କରୁଛୁ କି ଆପଣଙ୍କୁ ଏହି ଖବର ଭଲ ଲାଗିଥିବ । ତେବେ ଏହାକୁ ନିଜ ବନ୍ଧୁ ପରିଜନ ଙ୍କ ସହ ସେୟାର୍ ନିଶ୍ଚୟ କରନ୍ତୁ । ଏଭଳି ଅଧିକ ପୋଷ୍ଟ ପାଇଁ ଆମ ପେଜ୍ କୁ ଲାଇକ ଏବଂ ଫଲୋ କରନ୍ତୁ ଧନ୍ୟବାଦ ।

Leave a Reply

Your email address will not be published. Required fields are marked *