Vastu Tips- ଯଦି ଆପଣ ନିଜ ସ୍ବାମୀଙ୍କ ସହ ଭୋଜନ କରୁଛନ୍ତି ତା ହେଲେ ଏହାକୁ ନିଶ୍ଚୟ ପଢନ୍ତୁ ଓ ଜାଣନ୍ତୁ ଭୋଜନ କରିବାର ସଠିକ ନିୟମ

ବନ୍ଧୁଗଣ ମହାଭାରତ ଗ୍ରନ୍ଥରେ ମଣିଷକୁ ଭୋଜନ କରିବା ସମୟରେ କିଛି ନିୟମର ପାଳନ କରିବା ପାଇଁ କୁହାଯାଇଛି । ଯଦି କୌଣସି ମଣିଷ ଭୋଜନ କରିବା ସମୟରେ ଏହି ସବୁ ନିୟମର ପାଳନ କରିବ ତା ହେଲେ ସେ ସୁସ୍ଥ ରହିବା ସହ ସୁଖ ସମୃଦ୍ଧି ପାଇବ ।

ବନ୍ଧୁଗଣ ଶାସ୍ତ୍ରରେ କୁହାଯାଇଥିବା ଏହି ନିୟମ ବୈଜ୍ଞାନିକ ଦ୍ରୁଷ୍ଟି କୋଣରେ ପାଧ୍ୟା ପ୍ରମାଣିତ ହୋଇଛି । ଏହି ପ୍ରକାରର ଭୋଜନ କରିବା ଦ୍ଵାରା ମଣିଷ ସମସ୍ତ ଦେବୀ ଦେବତାଙ୍କ ଆଶୀର୍ବାଦ ପାଇଥାଏ ।

ବନ୍ଧୁଗଣ ଆପଣ ମାନେ ମଧ୍ୟ ଭୋଜନ କରିବା ସମୟରେ ଏହି ସମସ୍ତ ନିୟମର ପାଳନ ଅବଶ୍ୟ କରନ୍ତୁ । ବନ୍ଧୁଗଣ ଆଜିଆମେ ଆପଣ ମାନଙ୍କୁ ଏହି ସମସ୍ତ ନିୟମ ଗୁଡିକ ବିଷୟରେ କହିବାକୁ ଯାଉଛୁ । ତା ହେଲେ ବନ୍ଧୁଗଣ ଆସନ୍ତୁ ଜାଣିବା ଏହି ନିୟମ ଗୁଡିକ ବିଷୟରେ ।

୧. ବନ୍ଧୁଗଣ ଭୋଜନ କରିବା ପୂର୍ବରୁ ପାଦ, ହାତ ଓ ମୁହଁକୁ ଭଲ ଭାବରେ ଧୋଇବା ପରେ ଭୋଜନ କରିବା ଉଚିତ । ଏହାପରେ ବନ୍ଧୁଗଣ ମାତା ଅର୍ନପୂର୍ଣ୍ଣାଙ୍କୁ ସ୍ମରଣ କରି ସମସ୍ତ ଲୋକଙ୍କୁ ଭୋଜନ ମିଳୁ ବୋଲି କୁହନ୍ତୁ ଓ ଏହାପରେ ଆପଣ ଭୋଜନ ଆରମ୍ଭ କରନ୍ତୁ । ଭୋଜନ କରୁଥିବା ମହିଳା ମାନଙ୍କୁ ସବୁ ଦିନ ସ୍ନାନ କରି ଶୁଦ୍ଧ ମନରେ ଭୋଜନ ପ୍ରସ୍ତୁତ କରିବା ଉଚିତ ।

୨. ମହିଳା ମାନେ ଭୋଜନ ପ୍ରସ୍ତୁତ କରିବା ସମୟରେ ସର୍ବ ପ୍ରଥାମେ ତିନୋଟି ରୁଟି ଗୋଟେ ଗାଈ ପାଇଁ, ଗୋଟେ କୁକୁର ପାଇଁ ଓ ଗୋଟେ କାଉ ପାଇଁ ବନେଇବା ପରେ ଅନ୍ୟ ମାନଙ୍କ ପାଇଁ ଭୋଜନ କରିବା ଉଚିତ । ହେଲେ ବନ୍ଧୁଗଣ ଘର ଲୋକଙ୍କୁ ଖାଦ୍ୟ ଦେବା ପୂର୍ବରୁ ପ୍ରଥମେ ଅଗ୍ନି ଦେବଙ୍କୁ ଭୋଗ ନିଶ୍ଚୟ ଲଗାଇବେ । ବନ୍ଧୁଗଣ ନିୟମ ଅନୁସାରେ ପରିବାରର ସମସ୍ତ ସଦସ୍ୟ ଏକ ସହ ମିଶି ଭୋଜନ ଆରମ୍ଭ କରିବା ଉଚିତ ଏହା ଘର ପାଇଁ ବହୁତ ଶୁଭ ହୋଇଥାଏ । ଯଦି ପରିବାର ଲୋକ ଏକା ସହ ଭୋଜନ କରିବେ ନାହିନ ତା ହେଲେ ସେମାନଙ୍କ ମଧ୍ୟରେ କଳହ ଲାଗିବାର ସମ୍ଭାବନା ରହିଥାଏ ।

୩. ବନ୍ଧୁଗଣ ଭୋଜନ ସମୟ ସଖାଳ ଓ ସନ୍ଧ୍ୟା ସମୟ ଅଟେ । କାରଣ ପାଚନକ୍ରିୟାର ଜଟିଳ ଅଗ୍ନି ସୂର୍ଯ୍ୟଉଦୟଙ୍କ ଦୁଇ ଘଣ୍ଟା ପରେ ଓ ସୂର୍ଯ୍ୟଅସ୍ତ ହେବାର ଅଧ ଘଣ୍ଟା ପୂର୍ବରୁ ରହିଥାଏ । ସେଥିପାଇଁ ବନ୍ଧୁଗଣ ଯେଉଁ ବ୍ୟକ୍ତି ଗୋଟିଏ ଥର ଭୋଜନ କରେ ତାକୁ ଯୋଗୀ ଓ ଯେଉଁ ବ୍ୟକ୍ତି ଦୁଇ ଥର ଭୋଜନ କରେ ତାକୁ ଭୋଗୀ ବୋଲି କୁହାଯାଇଥାଏ ।

୪. ବନ୍ଧୁଗଣ ପରିବାରର ସମସ୍ତ ସଦସ୍ୟଙ୍କ ସହିତ ପୂର୍ବ ଓ ଉତ୍ତର ଦିଗକୁ ମୁହଁ କରି ଭୋଜନ କରିବା ଉଚିତ । ଦକ୍ଷିଣ ଦିଗକୁ ମୁହଁ କରି ଭୋଜନ କରିଲେ ଘରେ ପ୍ରେତ ଆତ୍ମା ବାସ କରିଥାଏ ଓ ପଶ୍ଚିମ ଦିଗରେ ଭୋଜନ କରିଲେ ପରିବାର ସଦସ୍ୟଙ୍କ ସ୍ୱାସ୍ଥ୍ୟ ଅସୁସ୍ଥ ହୋଇଥାଏ । ତେଣୁ ବନ୍ଧୁଗଣ ଭୋଜନ ସହ ଜଡିତ ଏହି ସମସ୍ତ ନିୟମକୁ ଆପଣ ମାନେ ପାଳନ କରନ୍ତୁ । ଦେଖିବେ ଆପଣଙ୍କୁ ବହୁତ ସୁଖ ସମୃଦ୍ଧି ପ୍ରାପ୍ତ ହେବ ।

ବନ୍ଧୁଗଣ ଆମେ ଆଶା କରୁଛୁ କି ଆପଣଙ୍କୁ ଏହି ଖବର ଭଲ ଲାଗିଥିବ । ତେବେ ଏହାକୁ ନିଜ ବନ୍ଧୁ ପରିଜନ ଙ୍କ ସହ ସେୟାର୍ ନିଶ୍ଚୟ କରନ୍ତୁ । ଏଭଳି ଅଧିକ ପୋଷ୍ଟ ପାଇଁ ଆମ ପେଜ୍ କୁ ଲାଇକ ଏବଂ ଫଲୋ କରନ୍ତୁ ଧନ୍ୟବାଦ ।

Leave a Reply

Your email address will not be published. Required fields are marked *