Jyotish Shastra- ମହାଦେବ ଙ୍କୁ ଅତ୍ୟନ୍ତ ପ୍ରିୟ ହୋଇଥାନ୍ତି ଏହି 4 ଟି ନାମର ଲୋକ, ଏମାନଙ୍କ ସହିତ ଶତୃତା ପଡିପାରେ ଭାରି

ବନ୍ଧୁଗଣ ଏହି ଦୁନିଆରେ ଥିବା ଅଧିକାଂଶ ମଣିଷ ମହାଦେବଙ୍କର ଭକ୍ତ ଅଟନ୍ତି । ସାଧାରଣତଃ ସମସ୍ତ ଲୋକ ପ୍ରଭୁ ଶିବଙ୍କୁ ପ୍ରସନ୍ନ କରିବା ପାଇଁ ବହୁତ ପୂଜା ଅର୍ଚନା କରିଥାନ୍ତି ।

ଯଦି କୌଣସି ବ୍ୟକ୍ତି ଉପରେ ମହାଦେବଙ୍କର କୃପା ଦ୍ରୁଷ୍ଟି ପଡିବ ତା ହେଲେ ସେହି ବ୍ୟକ୍ତିର ଜୀବନରେ ଥିବା ସମସ୍ତ ସମସ୍ଯା ଦୂର ହୋଇଯିବ । ଏହା ସହିତ ସେହି ବ୍ୟକ୍ତି ନିଜ ଜୀବନରେ ସମସ୍ତ ସୁଖ ସମୃଦ୍ଧିକୁ ଭୋଗ କରିବ ।

ବନ୍ଧୁଗଣ ଆଜିଆମେ ଆପଣ ମାନଙ୍କୁ ଏପରି କିଛି ନାମର ବ୍ୟକ୍ତି ମାନଙ୍କ ବିଷୟରେ କହିବାକୁ ଯାଉଛୁ ଯେଉଁ ମାନେ ମହାଦେବଙ୍କର ସବୁଠାରୁ ବଡ ଭକ୍ତ ହୋଇଥାନ୍ତି । ଏହା ସହିତ ମହାଦେବ ଏହି ବ୍ୟକ୍ତି ମାନଙ୍କର ସମସ୍ତ ଇଛାକୁ ପୂରଣ କରିଥାନ୍ତି । ତା ହେଲେ ବନ୍ଧୁଗଣ ଆସନ୍ତୁ ଜାଣିବା ଏହି ଭାଗ୍ୟଶାଳୀ ଲୋକ ମାନଙ୍କ ବିଷୟରେ ।

A ନାମର ଲୋକାମନେ- ବନ୍ଧୁଗଣ ଆମ ଲିଷ୍ଟର ପ୍ରଥମ ସ୍ଥାନରେ ଅଛନ୍ତି  A ନାମର ଲୋକମାନେ । ଯେଉଁ ଲୋକ ମାନଙ୍କର ନାମର ଆରମ୍ଭ Aରୁ ହୋଇଥାଏ ସେହି ଲୋକମାନେ ମହାଦେବଙ୍କର ଅତିପ୍ରିୟ ଅଟନ୍ତି । ଏହି ଲୋକମାନଙ୍କ ଉପରେ ମହାଦେବଙ୍କ ବିଶେଷ କୃପା ସର୍ବଦା ରହିଥାଏ ଯାହାଫଳରେ ଏହି ଲୋକମାନେ କେବେହେଲେ କୌଣସି ସମସ୍ଯାର ସମ୍ମୁଖୀନ ହୋଇନଥାନ୍ତି । ଏହା ବ୍ଯତୀତ ମହଦେବ ଏହି ଲୋକମାନଙ୍କର ସମସ୍ତ ଇଛାକୁ ସବୁବେଳେ ପୂରଣ କରିଥାନ୍ତି ।

C ନାମର ଲୋକାମନେ- ବନ୍ଧୁଗଣ ଆମ ଲିଷ୍ଟର ଦୁତୀୟ ସ୍ଥାନରେ ଅଛନ୍ତି C ନାମର ଲୋକମାନେ । ଯେଉଁ ଲୋକ ମାନଙ୍କର ନାମର ଆରମ୍ଭ C ରୁ ହୋଇଥାଏ ସେହି ଲୋକମାନେ ମହାଦେବଙ୍କର ଅତିପ୍ରିୟ ଅଟନ୍ତି । ଏହି ଲୋକମାନଙ୍କ ଉପରେ ମହାଦେବଙ୍କ ବିଶେଷ କୃପା ସର୍ବଦା ରହିଥାଏ ଯାହାଫଳରେ ଏମାନଙ୍କ ପ୍ରତ୍ୟକ କ୍ଷେତ୍ରରେ ମହାଦେବ ଏମାନଙ୍କୁ ସହାୟତା କରିଥାନ୍ତି । ଯଦି ଏହି ବ୍ୟକ୍ତି ମାନଙ୍କ ସହ କୌଣସି ବ୍ୟକ୍ତି ଶତ୍ରୁତା କରିଥାଏ ତା ହେଲେ ସେହି ବ୍ୟକ୍ତି ମାନଙ୍କର ଖରାପ ସମୟ ବହୁତ ଶୀଘ୍ର ଆରମ୍ଭ ହୋଇଯାଇଥାଏ ।

J ନାମର ଲୋକାମନେ- ବନ୍ଧୁଗଣ ଆମ ଲିଷ୍ଟର ତୃତୀୟ ସ୍ଥାନରେ ଅଛନ୍ତି J ନାମର ଲୋକମାନେ । ଯେଉଁ ଲୋକ ମାନଙ୍କର ନାମର ଆରମ୍ଭ J ରୁ ହୋଇଥାଏ ସେହି ଲୋକମାନେ ମହାଦେବଙ୍କର ଅତିପ୍ରିୟ ଅଟନ୍ତି । ଏହି ଲୋକମାନେ ମହାଦେବଙ୍କୁ ଆରାଧନା କରିଥାନ୍ତି ଓ ଭୋଳାନାଥ ଏହି ବ୍ୟକ୍ତି ମାନଙ୍କୁ ସମସ୍ତ ଖରାପ ପରିସ୍ଥିତିରୁ ବଞ୍ଚାଇ ଥାନ୍ତି । ମହାଦେବଙ୍କ କୃପା ହେତୁ ଏହି ଲୋକମାନେ ନିଜ ଜୀବନରେ ବହୁତ ଉନ୍ନତି କରିଥାନ୍ତି ।

P ନାମର ଲୋକାମନେ- ବନ୍ଧୁଗଣ ଆମ ଲିଷ୍ଟର ଶେଷ ସ୍ଥାନରେ ଅଛନ୍ତି  P ନାମର ଲୋକମାନେ । ଯେଉଁ ଲୋକ ମାନଙ୍କର ନାମର ଆରମ୍ଭ Pରୁ ହୋଇଥାଏ ସେହି ଲୋକମାନେ ମହାଦେବଙ୍କର ଅତିପ୍ରିୟ ଅଟନ୍ତି । ଏହି ଲୋକମାନଙ୍କ ଉପରେ ମହାଦେବଙ୍କ ସର୍ବଦା ଖୁସି ରହିଥାନ୍ତି । ଏହି ଲୋକମାନେ କେବେହେଲେ କୌଣସି ସମସ୍ଯାର ସମ୍ମୁଖୀନ ହୋଇନଥାନ୍ତି । ମହାଦେବ ଏହି ଲୋକ ମାନଙ୍କ ଉପରେ ତାଙ୍କର ବିଶେଷ କୃପା ଦ୍ରୁଷ୍ଟି ରହିଥାନ୍ତି ।

ବନ୍ଧୁଗଣ ଆମେ ଆଶା କରୁଛୁ କି ଆପଣଙ୍କୁ ଏହି ଖବର ଭଲ ଲାଗିଥିବ । ତେବେ ଏହାକୁ ନିଜ ବନ୍ଧୁ ପରିଜନ ଙ୍କ ସହ ସେୟାର୍ ନିଶ୍ଚୟ କରନ୍ତୁ । ଏଭଳି ଅଧିକ ପୋଷ୍ଟ ପାଇଁ ଆମ ପେଜ୍ କୁ ଲାଇକ ଏବଂ ଫଲୋ କରନ୍ତୁ ଧନ୍ୟବାଦ ।

Leave a Reply

Your email address will not be published. Required fields are marked *