ମହିଳାଙ୍କର ଏହି 1 ଜିନିଷ ଭୁଲରେ ବି ଦେଖିବେ ନାହିଁ, ଜୀବନ ହେଇଯାଏ ନର୍କ ସମାନ- Chanakya Niti

ବନ୍ଧୁଗଣ ଚାଣକ୍ୟ ଙ୍କ ଗ୍ରନ୍ଥ ର ମୁଖ୍ୟ ଉଦ୍ଦେଶ୍ୟ ହେଲା ପ୍ରତ୍ୟେକ ମନୁଷ୍ୟ କୁ ବ୍ୟବାହରିକ ଶିକ୍ଷା ପ୍ରଦାନ କରିବା । ଚାଣକ୍ୟ ଜଣେ ମହାନ ଜ୍ଞାନୀ ଥିଲେ । ସେ ନିଜର ବୁଦ୍ଧି ବଳରେ ଚନ୍ଦ୍ରଗୁପ୍ତ ମୌର୍ଯ୍ୟ ଙ୍କୁ ରାଜଗାଦିରେ ବସାଇଥଲେ ।

ସେହି ମହାନ ଜ୍ଞାନୀ ଚାଣକ୍ୟ ଙ୍କ ନୀତି ରେ ଅନେକ କିଛି ମହତ୍ତ୍ୱପୂର୍ଣ୍ଣ ତଥ୍ୟ ରହିଛି ଯାହା ପ୍ରତ୍ୟେକ ମନୁଷ୍ୟ ପାଇଁ ଶିକ୍ଷଣୀୟ ଅଟେ । କଣ ଆପଣ ମାନେ ଜାଣିଛନ୍ତି ଯେ, ଆଚାର୍ଯ୍ୟ ଚାଣକ୍ୟ ଙ୍କ ଗ୍ରନ୍ଥ ରେ ଉଲ୍ଲେଖନୀୟ ରହିଛି ଯେ, ନାରୀ ମାନଙ୍କର ଏହି ଜିନିଷ ଯେଉଁ ପୁରୁଷ ଦେଖିଥାଏ ତେବେ ତା’ର ମୃ-ତ୍ୟୁ ସୁନିଶ୍ଚିତ ହୋଇଥାଏ । ଶାସ୍ତ୍ର ଅନୁସାରେଏଭଳି ପୁରୁଷ ମ-ହା-ପା-ପୀ ହୋଇଥାନ୍ତି । ତେବେ ଆସନ୍ତୁ ଏହି ସମ୍ବନ୍ଧରେ ବିସ୍ତାର ରୂପରେ ଜାଣିବା ।

୧. ବନ୍ଧୁଗଣ ପ୍ରଥମତଃ, ଯେଉଁ ପୁରୁଷ ଜଣେ ମାଆ କୁ ନିଜ ଛୁଆକୁ ସ୍ତ-ନ-ପା-ନ କରାଉଥିବା ସମୟରେ ଦେଖିଥାଏ ଏବଂ ନିଜ ମନରେ ଖରାପ ଭାବନା ସୃଷ୍ଟି କରିଥାଏ ସେହି ପୁରୁଷକୁ ଶାସ୍ତ୍ର ରେ ମ-ହା-ପା-ପୀ ବୋଲି କୁହାଯାଇଛି । ଏହି ବ୍ୟକ୍ତି ନିଜ ମୃ-ତ୍ୟୁ ର ସ୍ୱୟଂ କାରଣ ସାଜିଥାନ୍ତି । । ଶାସ୍ତ୍ର ରେ ଏଭଳି ବ୍ୟକ୍ତି ଙ୍କୁ ଦଣ୍ଡିତ କରିବାର ଅଲଗା ପ୍ରାବଧାନ ରହିଛି ।

୨. ବନ୍ଧୁଗଣ ଦ୍ବିତୀୟତଃ, ଯେଉଁ ପୁରୁଷ କୌଣସି ମହିଳା ଙ୍କୁ ସ୍ନାନ କରୁଥିବା ସମୟରେ ଲୁଚିକରି ଦେଖିଥାଏ, ସେଭଳି ପୁରୁଷ ଙ୍କୁ ମଧ୍ୟ ଶାସ୍ତ୍ର ରେ ମ-ହା-ପା-ପୀ ବୋଲି କୁହାଯାଇଛି । ଆଚାର୍ଯ୍ୟ ଚାଣକ୍ୟ ଙ୍କ ଅନୁସାରେ ଯେଉଁ ପୁରୁଷ ଏଭଳି କରିଥାଏ ସେ ଦୁନିଆର ସବୁଠାରୁ ପା-ପୀ ମନୁଷ୍ୟ ରେ ଗଣା ହୋଇଥାଏ । ଏଭଳି ପୁରୁଷ ସ୍ୱୟଂ ନିଜେ ନିଜର ମୃ-ତ୍ୟୁ ର କାରଣ ହୋଇଥାନ୍ତି ।

୩. ବନ୍ଧୁଗଣ ତୃତୀୟତଃ, କେବେବି କୌଣସି ପୁରୁଷ କୁ ଅନ୍ୟ ମହିଳା ମାନଙ୍କ ସ୍ତନ କୁ ଦେଖିବା ଆଦୋୖ ଉଚିତ ନୁହେଁ । ଏଭଳି ପୁରୁଷ ପା-ପର ର ଭାଗିଦାରୀ ହୋଇଥାନ୍ତି । ନାରୀ ର ସ୍ତ-ନ ଦ୍ଵାରା ହିଁ ଜଣେ ପୁରୁଷ ର ପାଳନ ପୋଷଣ ହୋଇଥାଏ ।

ତେଣୁ ଯେଉଁ ପୁରୁଷ ଅନ୍ୟ ମହିଳା ଙ୍କ ସ୍ତ-ନକୁ ଖ-ରାପ ନଜର ରେ ଦେଖିଥାଏ ତେବେ ତାହା ଘୋର ପା-ପ ବୋଲି କୁହାଯାଏ । ଶାସ୍ତ୍ର ଅନୁସାରେ ଏଭଳି ପୁରୁଷ ଅନ୍ୟ ଜନ୍ମ ରେ ମନୁଷ୍ୟ ରୂପରେ ଜନ୍ମ ଗ୍ରହଣ କରି ନଥାନ୍ତି । ତେଣୁ କୌଣସି ବି ପୁରୁଷ ଏଭଳି ପ-ପ କରିବା ଆଦୋୖ ଉଚିତ ନୁହେଁ । ଏହାଦ୍ବାରା ସେମାନେ ପା-ପ ର ଭାଗିଦାରୀ ହୋଇଥାନ୍ତି ।

ବନ୍ଧୁଗଣ ଆମେ ଆଶା କରୁଛୁ କି ଆପଣଙ୍କୁ ଏହି ଖବର ଭଲ ଲାଗିଥିବ । ତେବେ ଏହାକୁ ନିଜ ବନ୍ଧୁ ପରିଜନ ଙ୍କ ସହ ସେୟାର୍ ନିଶ୍ଚୟ କରନ୍ତୁ । ଏଭଳି ଅଧିକ ପୋଷ୍ଟ ପାଇଁ ଆମ ପେଜ୍ କୁ ଲାଇକ ଏବଂ ଫଲୋ କରନ୍ତୁ ଧନ୍ୟବାଦ ।

Leave a Reply

Your email address will not be published. Required fields are marked *