Chanakya Niti- ମହିଳା ମାନଙ୍କର ଏହି 2 ଟି ରହସ୍ୟ ଜାଣି ରଖନ୍ତୁ, ପୁରୁଷ ମାନେ ନିଶ୍ଚୟ ଦେଖନ୍ତୁ

ବନ୍ଧୁଗଣ ନମସ୍କାର, ବନ୍ଧୁଗଣ ଆଚାର୍ଯ୍ୟ ଚାଣକ୍ୟ ଜଣେ ମହାନ ଓ ଜ୍ଞାନୀ ବ୍ୟକ୍ତିତ୍ବ ଥିଲେ । ତାଙ୍କ ନୀତି ରେ ଅନେକ ମହତ୍ତ୍ୱପୂର୍ଣ୍ଣ ତଥ୍ୟ ସମ୍ବନ୍ଧରେ ବର୍ଣ୍ଣନା କରାଯାଇଛି । ତାଙ୍କ ନୀତି ର ପ୍ରମୁଖ ଉଦ୍ଦେଶ୍ୟ ହେଉଛି ମାନବ ସମାଜ କୁ ବ୍ୟବହାରିକ ଶିକ୍ଷା ପ୍ରଦାନ କରିବା ।

ତେବେ ଏହି ମହାନ ଜ୍ଞାନୀ ଚାଣକ୍ୟ ନିଜ ନୀତି ଗ୍ରନ୍ଥ ରେ ନାରୀ ମାନଙ୍କ କିଛି ରହସ୍ୟ ସମ୍ବନ୍ଧରେ ବର୍ଣ୍ଣନା କରିଛନ୍ତି । ଯାହା ହୁଏତ କେହି ବି ଜାଣି ନାହାନ୍ତି । ଆଜି ଆମେ ଆପଣ ମାନଙ୍କୁ ନାରୀ ମାନଙ୍କ ମଧ୍ୟରେ ଥିବା ସେହି ରହସ୍ୟ ସମ୍ବନ୍ଧରେ କହିବୁ । ତେବେ ଆସନ୍ତୁ ଏହି ସମ୍ବନ୍ଧରେ ବିସ୍ତାର ରୂପରେ ଜାଣିବା ।

୧. ବନ୍ଧୁଗଣ ପ୍ରଥମତଃ, ଆଚାର୍ଯ୍ୟ ଚାଣକ୍ୟ ଙ୍କ ଅନୁସାରେ ନାରୀ ମାନଙ୍କ ମଧ୍ୟରେ ବହୁତ ଅଧିକ ସାହାସ ରହିଥାଏ । କିନ୍ତୁ ବେଳେବେଳେ ସେ ନିଜ ସାହସ ଡି ଏଭଳି କାର୍ଯ୍ୟ କରିଥାନ୍ତି ଯାହାଦ୍ୱାରା ସେ ସ୍ୱୟଂ ଏବଂ ତାଙ୍କ ପରିବାର ଅସୁବିଧା ର ସମ୍ମୁଖୀନ ହୋଇଥାନ୍ତି । ନାରୀ ମାନଙ୍କୁ ସାହସ ର ସଦୁପଯୋଗ କରିବା ଆସେ ନାହିଁ । ଯାହାକୁ ଦୁଃସାହସ କୁହାଯାଏ ।

୨. ବନ୍ଧୁଗଣ ଦ୍ବିତୀୟତଃ, ନାରୀ ମାନେ ବହୁତ ଅଧିକ ମିଛ କୁହନ୍ତି । ଏମାନଙ୍କ ଏହି ଗୁଣ ସେମାନଙ୍କୁ ଅସୁବିଧା ରେ ପକାଇ ଥାଏ । ନାରୀ ମାନେ ବୁଝିବା ଆବଶ୍ୟକ ଯେ ମିଛ ଦିନେ ନା ଦିନେ ସାମ୍ନା କୁ ଆସିଥାଏ । ଯେବେ ସତ୍ୟ ଜଣା ପଡ଼ିଥାଏ ତେବେ ସମସ୍ୟା ଅଧିକ ଉପୁଜି ଥାଏ ।

୩. ବନ୍ଧୁଗଣ ତୃତୀୟତଃ, ନାରୀ ମାନଙ୍କ ମଧ୍ୟରେ ପୁରୁଷ ଙ୍କ ଅପେକ୍ଷା ଅଧିକ ଚଞ୍ଚଳତା ଭାବ ରହିଥାଏ । ଏହି କାରଣରୁ ଏମାନେ କୌଣସି ନିଷ୍ପତ୍ତି ସଠିକ ଭାବରେ ନେଇ ପାରନ୍ତି ନାହିଁ ଏବଂ କୌଣସି ବି ପରିସ୍ଥିତି ରେ ନିଷ୍ପତ୍ତି ନେବାରେ ଅସଫଳ ହୋଇଥାନ୍ତି ।

୪. ବନ୍ଧୁଗଣ ଚତୁର୍ଥତଃ, ଚାଣକ୍ୟ ଙ୍କ ଅନୁସାରେ ନାରୀ ମାନେ ନିଜର ସ୍ଵାର୍ଥ ହାସଲ କରିବା ନିମନ୍ତେ ମାୟା ରଚନା କରିଥାନ୍ତି । ସେ ଅନ୍ୟ ବ୍ୟକ୍ତି ଙ୍କୁ ନିଜ ମାୟା ଜାଲ ରେ ଫସାଇ ବିଭିନ୍ନ ପ୍ରଲୋଭନ ଦେଖାଇ ଥାଆନ୍ତି । ଯେଉଁ ବ୍ୟକ୍ତି ଏହି ମାୟା ଜାଲ ର ଶିକାର ହୋଇଯାଏ ତେବେ ଜାଣିବେ ଯେ, ତା’ର ଜୀବନ ବର୍ବାଦ ହୋଇଗଲା ।

୫. ବନ୍ଧୁଗଣ ପଞ୍ଚମତଃ, ପ୍ରାୟତଃ ସମୟ ରେ ନାରୀ ମାନେ ଡରି ଯାଆନ୍ତି । ଯାହା ଉଚିତ ହୋଇ ନଥାଏ । ଅନାବଶ୍ୟକ ସ୍ଥାନରେ ଡରିବା ଦ୍ୱାରା କୌଣସି କାର୍ଯ୍ୟ ହାସଲ ହୋଇନଥାଏ । ନାରୀ ମାନେ ବାହାରୁ ନିଜକୁ ସାହସୀ ରୂପରେ ଦେଖାଇ ଥାଆନ୍ତି କିନ୍ତୁ ଭିତରୁ ବହୁତ ମାତ୍ରାରେ ଡରି ଯାଇଥାନ୍ତି । ଯାହା ସେମାନଙ୍କୁ ଅସୁବିଧା ରେ ପକାଇଥାଏ ।

ବନ୍ଧୁଗଣ ଆମେ ଆଶା କରୁଛୁ କି ଆପଣଙ୍କୁ ଏହି ଖବର ଭଲ ଲାଗିଥିବ । ତେବେ ଏହାକୁ ନିଜ ବନ୍ଧୁ ପରିଜନ ଙ୍କ ସହ ସେୟାର୍ ନିଶ୍ଚୟ କରନ୍ତୁ । ଏଭଳି ଅଧିକ ପୋଷ୍ଟ ପାଇଁ ଆମ ପେଜ୍ କୁ ଲାଇକ ଏବଂ ଫଲୋ କରନ୍ତୁ ଧନ୍ୟବାଦ

Leave a Reply

Your email address will not be published. Required fields are marked *