ଯେଉଁ ମହିଳାଙ୍କ ମଧ୍ୟରେ ଥାଏ ଏହି 7 ଟି ଚିହ୍ନ ସେମାନେ ହୋଇଥାନ୍ତି ଅତ୍ୟନ୍ତ ଭାଗ୍ୟଶାଳୀ

ବନ୍ଧୁଗଣ ଆମ ହିନ୍ଦୁ ଧର୍ମରେ ମହିଳାଙ୍କୁ ଲକ୍ଷ୍ମୀ ବୋଲି ମାନଯାଏ । ଏମିତି ମହିଳାଙ୍କୁ ପୂଜା ମଧ୍ୟ କରାଯାଏ । ଯଦି ଗୋଟେ ହିନ୍ଦୁ ପରିବାରରେ ଝିଅ ଜନ୍ମ ହୋଇଛି ତେବେ ଲୋକେ କୁହନ୍ତି ଝିଅକୁ ଲକ୍ଷ୍ମୀ ଆସିଲେ । ଯେବେ ଝିଅ ବିବାହ କରି ଶାଶୁଘରକୁ ଯାଇଥାଏ ଲୋକେ କୁହନ୍ତି ଘରକୁ ମା ଲକ୍ଷ୍ମୀଙ୍କ ଆଗମନ ହୋଇଛି । ଅର୍ଥାତ ମହିଳାଙ୍କୁ ଦେବୀଙ୍କ ଆଖ୍ୟା ଦିଆଯାଏ । ଏମିତିରେ ସବୁ ଝିଅ ବାପା-ମା ଙ୍କ ପାଇଁ ସୌଭାଗ୍ୟ ନେଇକି ଆସିଥାନ୍ତି ।

କିନ୍ତୁ ସାମୁଦ୍ରିକ ଶାସ୍ତ୍ରରେ ମହିଳାଙ୍କ ବିଷୟରେ ବିଶେଷ କଥା ଉଲେଖ ରହିଛି । ଆଜି ଆମେ ଆପଣଙ୍କୁ କହିବୁ ସୌଭାଗ୍ଯଶାଳୀ ମହିଳାଙ୍କର କିଛି ଲକ୍ଷଣ ବିଷୟରେ । ୧- ପ୍ରାୟ ମହିଳାଙ୍କର ନଖ ସୁନ୍ଦର ଦେଖାଯାଏ । କିନ୍ତୁ ଗୋଲାପି ରଙ୍ଗର ନଖ ଯେଉଁ ମହିଳା ମାନଙ୍କର ଥାଏ ସେମାନେ ବହୁତ ଭଲ ହୋଇଥାନ୍ତି । ନିଜ ସ୍ଵାମୀ, ପରିବାରର ସୁଖ ଦୁଖର କେୟାର ନେଇଥାନ୍ତି ।

୨- ଯେଉଁ ନାରିଙ୍କ ମାଧ୍ୟମ ଆଙ୍ଗୁଳି ଆବଶ୍ୟକ ଠାରୁ ଲମ୍ବା ହୋଇଥାଏ ସେମାନେ ଦୁର୍ଭାଗ୍ୟଶାଳୀ ହୋଇଥାନ୍ତି । ଏମାନଙ୍କୁ ବିବାହ କରିବା ପୂର୍ବରୁ ଟିକେ ଭାବିବା ଉଚିତ । ୩- ଯେଉଁ ନାରିଙ୍କ ବାମ ଗାଳରେ କଳାଜାଇ ହାଏ ସେମାନେ ଖାଇବାରେ ବହୁତ ସଉକ ରଖିଥାନ୍ତି । ଏମାନେ ନିଜ ପରିବାରର ଭଲ ଭାବେ ଧ୍ୟାନ ରଖିବା ସହ ବହୁତ ଭଲ ଖାଇବା ବି ବନାଇଥାନ୍ତି । ଯାହା ଦ୍ଵାରା ପରିବାର ଲୋକେ ଏମାନଙ୍କ ଉପରେ ସର୍ବଦା ଖୁସି ରହିଥାନ୍ତି ।

୪- ଯେଉଁ ମହିଳା ମାନଙ୍କର ନାକ ଲମ୍ବା ଥାଏ ସେମାନେ କୌଣସି ବି ଅସୁବିଧାକୁ ସାମ୍ନା କରି ନିଜ ପରିବାରକୁ ବଞ୍ଚାଇ ଥାନ୍ତି । ଏମାନେ ପଇସା ଖର୍ଚ୍ଚ କରିବାରେ ବହୁତ ସଉକ ରଖିଥାନ୍ତି । କିନ୍ତୁ ଏମାନେ କୌଣସି ବେକାର କାମରେ ଟଙ୍କା ଖର୍ଚ୍ଚ କରନ୍ତି ନାହି ।

୫- ଯେଉଁ ମହିଳା ମାନଙ୍କର ଆଙ୍ଗୁଳି ବହୁତ ଲମ୍ବା ହୋଇଥାଏ ସେମାନେ ବୁଦ୍ଧିମାନ ହୋଇଥାନ୍ତି । ଏମାନଙ୍କୁ ପଢିବାରେ ଆଗ୍ରହୀ ରହିଥାଏ । ଏପରି ମହିଳା ବେକାର ଖର୍ଚ୍ଚ ଜମା ବି କରନ୍ତି ନାହି । ଏମାନେ ସବୁବେଳେ ୧ ଟଙ୍କା କୁ ଦୁଇ ଟଙ୍କାରେ ପରିଣତ କରିବାକୁ ଚେଷ୍ଟା କରନ୍ତି ।

୬- ଯେଉଁ ମହିଳା ମାନଙ୍କର ପାଦ ଗୋଲାପି ରଙ୍ଗର ଦେଖାଯାଏ ସେମାନେ ବହୁତ ଭାଗ୍ୟଶାଳୀ ହୋଇଥାନ୍ତି । ରେମ ମାମଲାରେ ଏମାନେ ନିଜ ସାଥି ବା ସ୍ଵାମୀଙ୍କୁ ବହୁତ ଭଲ ପାଇବା ଦେଇଥାନ୍ତି ଓ ଖୁସିରେ ବି ରଖିଥାନ୍ତି ।

୬- ଏଉନ ମହିଳା ମାନଙ୍କର ପାଦ ପଠ ଉପରେ ହୋଇଥାଏ ସେମାନେ ବହୁତ ବୁଦ୍ଧିମତୀ ଓ ଚତୁର ହୋଇଥାନ୍ତି । ଏପରି ନାରୀ କୌଣସି ବି କାମକୁ ବହୁତ ଭାବି ଚିନ୍ତି କରିଥାନ୍ତି ।

୭- ଯେଉଁ ମହିଳା ମାନଙ୍କର ବଡ ବଡ ଆଖି ହୋଇଥାଏ ସେମାନଙ୍କୁ ହରିଣୀ ଆଖି ର ସଜ୍ଞା ଦିଆ ଯାଇଥାଏ । ଏପରି ମହିଳାଙ୍କ ଜୀବନରେ କୌଣସି ଜିନିଷର ଅଭାବ ରୁହେ ନାହି । ସୁଖ, ଶାନ୍ତି, ସୌଭାଗ୍ୟ ଏମାନଙ୍କ ଜୀବନରେ ରହିଥାଏ ।

ବନ୍ଧୁଗଣ ଆପଣ ମାନଙ୍କୁ ଆମ ପୋଷ୍ଟଟି ଭଲ ଲାଗିଥିଲେ ଆମ ସହ ଆଗକୁ ରହିବା ପାଇଁ ଆମ ପେଜକୁ ଗୋଟିଏ ଲାଇକ କରନ୍ତୁ, ଧନ୍ୟବାଦ ।

Leave a Reply

Your email address will not be published. Required fields are marked *