ମହିଳା ମାନଙ୍କର ବଡ ଥିଲେ ଏହି ଅଙ୍ଗ, ହୋଇଥାଏ ଅତ୍ୟନ୍ତ ଭାଗ୍ୟଶାଳୀ !

ବନ୍ଧୁଗଣ ଏମିତି କୁହାଯାଏ କି ମହିଳାଙ୍କୁ ବୁଝିବା ବହୁତ ବଡ କଠିନ କାମ ଅଟେ । ସୃଷ୍ଟିର ରଚୟତା ବ୍ରମହାଙ୍କର ନାରୀ ଙ୍କୁ ଏମିତି ଏକ ରଚନା ଅଟେ ଯାହାକୁ ସ୍ଵୟଂ ବ୍ରମହା ମଧ୍ୟ ବୁଝିପାରି ନ ଥିଲେ । ପ୍ରାଚୀନ କାଳରେ ବିଦ୍ଵାନ ମାନେ ନାରିଙ୍କ ଉପରେ ଅନେକ ଗ୍ରନ୍ଥ ଲେଖିଛନ୍ତି । କିନ୍ତୁ ସେମାନେ ବି ନାରିଙ୍କର ସ୍ବଭାବକୁ ଠିକ ଭାବେ ବୁଝିପାରି ନ ଥିଲେ । ଏମିତିରେ ତ ଘରର ନାରୀଙ୍କୁ ଲକ୍ଷ୍ମୀ ମାନାଯାଏ । ଘରର ବୈଭବ ସ୍ତ୍ରୀ ମାନଙ୍କର ଚରିତ୍ର ଉପରେ ନିର୍ଭର କରିଥାଏ ।

ଆଜି ଆମେ ଆପଣଙ୍କୁ ନାରିଙ୍କର କିଛି ଅଙ୍ଗ ବିଷୟରେ କହିବାକୁ ଯାଉଛୁ ଯାହା ଦ୍ଵାରା ଜଣାପଡିବ ସେ ଭାଗ୍ୟଶାଳୀ ଅଟେ । ୧- ସାମୁଦ୍ରିକ ଶାସ୍ତ୍ର ଅନୁଯାୟୀ  ଯଦି କୌଣସି ପୁରୁଷର ମୁହଁ ତାର ମା ଙ୍କ ମୁହଁ ସହ ସମାନ ହୁଏ ଓ ସ୍ତ୍ରୀ ର ମୁଖ ତାର ପିତା ଙ୍କ ମୁଖ ସହ ସମାନ ହୁଏ ସେହି ସ୍ତ୍ରୀ ବହୁତ ଭାଗ୍ୟଶାଳୀ ହୋଇଥାଏ । ଏଭଳି ସ୍ତ୍ରୀ ପରିବାରକୁ ସର୍ବଦା ଯୋଡିକି ରଖିଥାଏ ।

୨- ଯେଉଁ ନାରୀର ଜିଭ ଲମ୍ବା ଓ ନାଲି ରଙ୍ଗ ହୋଇଥାଏ ଏବଂ ମଧୁର ବାଣୀ ରହିଥାଏ ଏଭଳି ନାରୀ ବହୁତ ସୌଭାଗ୍ୟଶାଳୀ ମାନା ଯାଇଛି । ଏହିପରି ସ୍ତ୍ରୀ ଘରକୁ ସୁଖ, ସମୃଦ୍ଧି ଓ ବୈଭବ ଆଣିଥାଏ । କଳା ଜିଭ ଥିବା ମହିଳା ଦୁର୍ଭାଗ୍ୟଶାଳୀ ଓ ଧନହୀନ ମାନା ଯାଇଥାଏ ।

୩- ଯେଉଁ ନାରୀର ନାକ ଲମ୍ବା ଓ ନାକର ଅଗ୍ର ଭାଗରେ କଳାଜାଇ ଥାଏ ସେ ବହୁତ ଶୁଭ ହୋଇଥାନ୍ତି । ଏମିତିକି ଏଭଳି ନାରୀଙ୍କୁ ସୌଭାଗ୍ୟଶାଳୀ ମାନଯାଏ ।

୪- ଯେଉଁ ନାରିର ମୁଖ ଗୋଲ ତଥା ଚମକିବା ଭଳି ହୋଇଥାଏ ସେଭଳି ନାରୀ ଅତ୍ୟନ୍ତ ସୌଭାଗ୍ୟଶାଳୀ ହୋଇଥାନ୍ତି । ଯେଉଁ ଉରୁସର ମୁଖ ସ୍ତ୍ରୀ ର ମୁଖ ଭଳି ହୋଇଥାଏ ସେ ସନ୍ତାନ ହିନ ହୋଇଥାଏ ।

୫- ଯେଉଁ ନାରିର ଆଙ୍ଗୁଳି ଲମ୍ବା ହୋଇଥାଏ ସେ ଭାଗ୍ଯବାନ ହୋଇଥାଏ । କିନ୍ତୁ ଛୋଟ ଆଙ୍ଗୁଳି ଥିବା ମହିଳାଙ୍କୁ ଅନ୍ୟ ମାନଙ୍କ ପାଇଁ ଭାଗ୍ଯବାନ ମାନାଯାଏ । କିନ୍ତୁ ଏମାନଙ୍କୁ ଜୀବନରେ ଖାଲି ଦୁଖ ଓ କଷ୍ଟ ମିଳିଥାଏ ।

୬- ଯେଉଁ ସ୍ତ୍ରୀ ର କାନ ଦ୍ଵିତୀୟା ଚନ୍ଦ୍ର ଓ ଲୋମହୀନ ହୋଇଥାଏ ସେ ଅତ୍ୟନ୍ତ ଶୁଭ ଓ ଭାଗ୍ୟଶାଳୀ ମାନାଯାଏ । ଏଭଳି ନାରୀ ବିନମ୍ର ହୋଇଥାନ୍ତି ।

୭- ଯେଉଁ ସ୍ତ୍ରୀର ଓଠ ନାଲି ହୋଇଥାଏ ଓ ସତେଜ ଥାଏ ଏବଂ ମୁଖ ଗୋଲ ଥାଏ ସେମାନେ ଶ୍ରେଷ୍ଠ ଫଳ ପ୍ରାପ୍ତ କରିଥାନ୍ତି । ଏଭଳି ମହିଳାଙ୍କୁ ବିବାହ କରିଥିବା ପୁରୁଷ ଉନ୍ନତି କରିଥାନ୍ତି । ଯେଉଁ ପୁରୁଷଙ୍କର ଓଠ ମୋଟା ହୋଇଥାଏ ସେମାନେ ଭଲ ସ୍ଵଭାବର ଓ ଛୋଟ ଏବଂ ପତଳା ଓଠ ଥିବା ପୁଅକୁ ଧୋକାବାଜ ଓ କପଟ ସ୍ଵଭାବର ମାନାଯାଏ ।

୮- ଯେଉଁ ନାରିର ଲମ୍ବା କେଶ ଓ ଘନ ଥାଏ ସେ ଭାଗ୍ୟଶାଳୀ ଅଟନ୍ତି । ଏଭଳି ନାରୀଙ୍କୁ ଶୁଭ ମାନା ଯାଇଥାଏ ।

ବନ୍ଧୁଗଣ ଆପଣ ମାନଙ୍କୁ ଆମ ପୋଷ୍ଟଟି ଭଲ ଲାଗିଥିଲେ ଆମ ସହ ଆଗକୁ ରହିବା ପାଇଁ ଆମ ପେଜକୁ ଗୋଟିଏ ଲାଇକ କରନ୍ତୁ, ଧନ୍ୟବାଦ ।

Leave a Reply

Your email address will not be published. Required fields are marked *