Jyotish Shastra- ସ୍ଵୟଂ ମହାଦେବ ଙ୍କ ଅଂଶ ହୋଇଥାନ୍ତି ଏହି 6 ଟି ନାମର ବ୍ୟକ୍ତି, ଏମାନଙ୍କ ସହିତ ଶତୃତା ପଡିବ ଭାରି

ଦେବଙ୍କ ଦେବ ମହାଦେବ ଯେତିକି ଶୀଘ୍ର ନିଜ ଭକ୍ତଙ୍କ ଉପରେ ସନ୍ତୁଷ୍ଟ ଓ ପ୍ରସନ୍ନ ହୋଇଥାନ୍ତି ସେତିକି ଜଲ୍ଦି ମଧ୍ୟ କ୍ରୋଧ ବି କରିଥାନ୍ତି । ବେଶୀ ଭାଗ ସମୟ ରେ ମହାଦେବ ନିଜ ଭକ୍ତଙ୍କ ଉପରେ ପ୍ରସନ୍ନତା ଭାବରେ ହିଁ ରହିଥାନ୍ତି, ଯେଉଁ ବ୍ୟକ୍ତି ମହାଦେବଙ୍କ ଆରଧନା କରିଥାନ୍ତି ସେମାନଙ୍କୁ ମହାଦେବ କେବେବି ନିରାଶ କରନ୍ତି ନାହିଁ ।

ଯଦି ମହାଦେବଙ୍କ କୃପା ଦୃଷ୍ଟି କୌଣସି ବ୍ୟକ୍ତି ଉପରେ ରହିଥାଏ ତେବେ ତାହା ଜୀବନରର ଆସୁଥିବା ସମସ୍ୟା ଦୂର ହୋଇ ଯାଏ । ଏହି ପରି ୬ ଟି ନାମ ର ବ୍ୟକ୍ତି ଅଛନ୍ତି ଯାହାଙ୍କୁ ମହାଦେବଙ୍କ ଅଂଶ ବୋଲି କୁହାଯାଏ ।  ଏହି ଲୋକମାନେ ମହାଦେବଙ୍କ ର ବହୁତ ବଡ଼ ଭକ୍ତ ମଧ୍ୟ ଅଟନ୍ତି ।  ପ୍ରଥମ ଅକ୍ଷର “A” ଅକ୍ଷର ର ଲୋକ । ଏହି ଅକ୍ଷରର ଥିବା ବ୍ୟକ୍ତି ଏମାନେ ମହାଦେବଙ୍କ ର ସବୁଠାରୁ ନିକଟତମ ଭକ୍ତ ଭାବେ ପରିଚିତ ।

ମହାଦେବ ଏହି ବ୍ୟକ୍ତି ମାନଙ୍କୁ ସବୁ ସଙ୍କଟ ରୁ ଉଦ୍ଧାର କରନ୍ତି। ଯଦି କୌଣସି ବିପଦ ଏମାନଙ୍କ ଜୀବନକୁ ଆସିଥାଏ ତେବେ ମହାଦେବ ଏହାକୁ ଦୂର କରି ନିଜ ଭକ୍ତଙ୍କର ରକ୍ଷା କରିଥାନ୍ତି । ଦ୍ଵତୀୟ ଅକ୍ଷର ହେଉଛି “R” । ଏହି ଅକ୍ଷରର ପ୍ରଥମ ଅକ୍ଷର ଆରମ୍ଭ ହେଉଥିବା ଵ୍ୟକ୍ତି ମାନଙ୍କୁ ମହାଦେବ ସବୁ ପ୍ରକାରର ସାହାର୍ଯ୍ୟ କରନ୍ତି । ଯଦି ଏମାନଙ୍କ ସହ କେହି ଶତ୍ରୁତା କରନ୍ତି ତେବେ ତାହାର ଖରାପ ସମୟ ଜଲ୍ଦି ଆରମ୍ଭ ହୋଇଯାଏ।

ତୃତୀୟ ଅକ୍ଷର ହେଉଛି “J” । ଏହି ଅକ୍ଷରର ଥିବା ବ୍ୟକ୍ତିମାନେ ମହାଦେବଙ୍କୁ ମନରୁ ଆରଧନା କରନ୍ତି। ମହାଦେବ ଏମାନଙ୍କ ଉପରେ ସର୍ବଦା ନିଜ କୃପା ଦୃଷ୍ଟି ରଖିଥାନ୍ତି । ମବାଦେଵ ଏମାନଙ୍କ ଉପରେ କୌଣସି ବି ବିପଦ କୁ ଆସିବାକୁ ଦିଅନ୍ତି ନାହିଁ ।

ଚତୁର୍ଥ ଅକ୍ଷର ଟି ହେଉଛି “P” ଏହି ଅକ୍ଷରରୁ ଆରମ୍ଭ ହେଇଥିବା ନାମର ବ୍ୟକ୍ତିମାନଙ୍କୁ ମହାଦେବ ବହୁତ ଭଲ ପାଆନ୍ତି । ଏମାନେ ମହାଦେବ ଙ୍କ ପ୍ରିୟ ଭକ୍ତ ଅଟନ୍ତି । ଏମାନେ କେବେବି ନିଜଠୁ ମହାଦେବଙ୍କୁ ଅଲଗା କରନ୍ତି ନାହିଁ । ଏମାନଙ୍କ ହୃଦୟ ବହୁତ ନିର୍ମଳ, କୌଣସି ଛନ୍ଦ, କପଟ ଏମାନଙ୍କୁ ଆସେ ନାହିଁ । ଏହି କାରଣ ପାଇଁ ମହାଦେବ ଏମାନଙ୍କୁ ସବୁ ଅସୁବିଧା ରୁ ବାହାରିବା ର ମାର୍ଗ ଦେଖାନ୍ତି ।

ପଞ୍ଚମ ଅକ୍ଷର ହେଉଛନ୍ତି “M” ଓ “N” । ଏହି ଦୁଇଟି ନାମ ର ବ୍ୟକ୍ତି ମାନଙ୍କୁ ମହାଦେବ ସର୍ବଦା ଖୁସି ରଖିଥାନ୍ତି । ଏମାନେ ମହାଦେବଙ୍କ ର ବହୁତ ପ୍ରିୟ ଭକ୍ତ ଅଟନ୍ତି । ଏମାନଙ୍କ ସହ ଯେକୋୖଣସି ବ୍ୟକ୍ତି ଯଦି ଶତ୍ରୁତା ବା କପଟ କରେ ତେବେ ତାର ମୁକାବିଲା ମହାଦେବଙ୍କ ସହ ହୋଇଥାଏ । ଏମାନଙ୍କ ଉପରେ କୌଣସି ଅସୁବିଧା ଆସେ ନାହିଁ ।

ଷଷ୍ଠ ଅକ୍ଷର ହେଉଛି “S” । ଏହି ଅକ୍ଷରର ବ୍ୟକ୍ତିମାନଙ୍କୁ ମହାଦେବ ବହୁତ ଭଲ ପାଆନ୍ତି । ଏମାନଙ୍କ ଉପରେ ତାଙ୍କ ର ଆର୍ଶୀବାଦ ସର୍ବଦା ରହିଥାଏ । କୌଣସି ଅସୁବିଧା ର ସମୁଖୀନ ଏମାନେ ହୋଇ ନଥାନ୍ତି । ଏମାନେ ବହୁତ ସରଳ ଓ ନିର୍ମଳ ମନର ଅଟନ୍ତି ।

ବନ୍ଧୁଗଣ ଆମେ ଆଶା କରୁଛୁ କି ଆପଣଙ୍କୁ ଏହି ଖବର ଭଲ ଲାଗିଥିବ । ତେବେ ଏହାକୁ ନିଜ ବନ୍ଧୁ ପରିଜନ ଙ୍କ ସହ ସେୟାର୍ ନିଶ୍ଚୟ କରନ୍ତୁ । ଏଭଳି ଅଧିକ ପୋଷ୍ଟ ପାଇଁ ଆମ ପେଜ୍ କୁ ଲାଇକ ଏବଂ ଫଲୋ କରନ୍ତୁ ଧନ୍ୟବାଦ ।

Leave a Reply

Your email address will not be published. Required fields are marked *