ମଧୁମେହ ରୋଗୀ କଣ ଖାଇବେ ଓ କଣ ଖାଇବେ ନାହିଁ, ଜାଣନ୍ତୁ ସଂପୂର୍ଣ୍ଣ ଡାଏଟ ପ୍ଳାନ- Health Tips

ନମସ୍କାର ବନ୍ଧୁଗଣ ,ବନ୍ଧୁଗଣ ଆମ ଜୀବନ ରେ ଅନେକ ପ୍ରକାର ରୋଗ ସମସ୍ୟା ଦେଖା ଯାଇଥାଏ । ଯାହା ଦ୍ୱାରା ଆମକୁ ଅନେକ ପ୍ରକାର କଷ୍ଟ ଓ ଯନ୍ତ୍ରଣା ସହିବାକୁ ପଡିଥାଏ ।

ଏହି ଯ-ନ୍ତ୍ର-ଣା ରୁ ମୁକ୍ତି ପାଇବା ପାଇଁ ଆମେ ବଜାର ରେ ମିଳୁଥିବା ବିଭିନ୍ନ ପ୍ରକାର ଔଷଧ ସେବନ କରିଥାଉ । ଅନେକ ଡାକ୍ତର ଙ୍କ ପରାମର୍ଶ ମଧ୍ୟ ଲୋଡି ଥାଉ ।

କିନ୍ତୁ ସେଥିରୁ ବିଶେଷ ପ୍ରଭାବ ପଡି ନ ଥାଏ । ଫୁସଫୁସ ଜନିତ ରୋଗ ଥରେ ହୋଇଗଲେ ତାହା ଦୁର ହେବା ଏତେ ସହଜ ହୋଇ ନ ଥାଏ । ଖାସ କରି ବର୍ତ୍ତମାନ ସମୟ ରେ ଅଧିକ ମଧୁମେହ ଭଳି ସମସ୍ୟା ଦେଖିବାକୁ ମିଳୁଛି । ଏହାର ଅନେକ କାରଣ ମଧ୍ୟ ରହିଛି ।

ବର୍ତ୍ତମାନ ସମୟ ରେ ଯେଉଁଭଳି ଭାବରେ ଖାଦ୍ୟପେୟ ରେ ସମାନତା ଦେଖାଯାଉନାହିଁ ତାହା ଏହି ମଧୁମେହ ରୋଗ ର ମୁଖ୍ୟ କାରଣ ଅଟେ । ତେଣୁ ଏହି ରୋଗ ରୁ ମୁକ୍ତି ପାଇବା ପାଇଁ ହେଲେ ନିଜ ର ଖାଦ୍ୟ ଠିକ ରଖିବା ଉଚିତ । ତେବେ ଆଜି ଆମେ ଆପଣଂକୁ ମଧୁମେହ ରୋଗୀ ମାନଙ୍କ ର ଖାଦ୍ୟପେୟ ବିଷୟ ରେ ଆନେକ କଥା ଜଣାଇବୁ ।

ମଧୁମେହ ଏପରି ଏକ ରୋଗ ଯାହା ଆହୁରି ଅନେକ ଗୁଡିଏ ରୋଗ କୁ ଜନ୍ମ ଦେଇଥାଏ । ଯେପରି ହୃଦ ରୋଗ,କିଡନୀ ରୋଗ ଓ ସ୍ନାୟୁ ରୋଗ । ବନ୍ଧୁଗଣ ମଧୁମେହ ରୋଗୀ ମାନେ ଅଧିକ କଲରା ଖାଇବା ଉଚିତ । କାରଣ କଲରା ରେ ଅଧିକ ମାତ୍ରାରେ କେରାଟିନ ରହିଥାଏ । ଯାହା ରକ୍ତ ରେ ସୁଗାର ର ସ୍ତର କୁ କମ କରିଥାଏ ଓ ରକ୍ତ କୁ ପରିଷ୍କାର ମଧ୍ୟ ରଖିଥାଏ । ଏହାକୁ ଆପଣ ସକାଳୁ ଜୁସ କରି ମଧ୍ୟ ପିଇପାରିବେ । ଏହା ଆପଣଙ୍କ ର ମଧୁମେହ କୁ ନିୟନ୍ତ୍ରଣ ରେ ରଖିଥାଏ ।

ଦ୍ଵିତୀୟ ଟି ହେଉଛି ଡାଲଚିନି । ଏହା ଆପଣଙ୍କ ଶରୀର ରେ ଗ୍ଲୁକୋଜ ମେଟାପଲିଯିମ ବଢାଇବାରେ ସାହାଯ୍ୟ କରିଥାଏ । କିଛି ଡାଲଚିନି କୁ ଏକ ଗ୍ଲାସ ପାଣି ରେ ପକାଇ ଫୁଟାଇ ଦିଅନ୍ତୁ ଓ ଏହାକୁ ଛାଣି କରି ଖାଲି ପେଟରେ ପିଇ ଦିଅନ୍ତୁ । ଏହା ଆପଣଙ୍କ ର ରକ୍ତ ରେ ସୁଗାର ର ସ୍ତର କୁ କମ କରିଥାଏ ।

ତୃତୀୟ ଟି ହେଉଛି ମେଥି ଦାନା । ମେଥି ଦାନ କୁ ଆପଣ ରାତି ରେ କିଛି ପାଣି ରେ ଭିଯାଇ କରି ରଖି ଦିଅନ୍ତୁ ଏବଂ ସକାଳୁ ଉଠି ଏହାକୁ ଛାଣି କରି ପିଇ ଦିଅନ୍ତୁ । ଏହି ପାଣି ଆପଣଙ୍କ ପାନକ୍ରିୟାସ ରୁ ଇନ୍ସୁଲିନ ର କ୍ଷରଣ କୁ ତ୍ୱରାନ୍ୱିତ କରିଥାଏ । ଏହା ମଧ୍ୟ ଆପଣଙ୍କ ର ମଧୁମେହ କୁ ନିୟନ୍ତ୍ରଣ କରିଥାଏ ।

ମଧୁମେହ ରୋଗ କୁ ସମ୍ପୂର୍ଣ୍ଣ ଭାବରେ ବିନାଶ କରିବା ଅସମ୍ଭବ ହୋଇଥାଏ । କିନ୍ତୁ ନିଜର ଖାଦ୍ୟ ପ୍ରଣାଳୀ ରେ ପରିବର୍ତ୍ତନ କରି ଆମେ ଏହାକୁ ନିୟନ୍ତ୍ରଣ ରେ ରଖିପାରିବା । ମଧୁମେହ ରୋଗୀ ଙ୍କ ପାଇଁ ଆଳୁ ଖାଇବା ବିଲକୁଲ ବି ଉଚିତ ନୁହେଁ । ଏଥିରେ ଶ୍ଵେତ ସାର ର ମାତ୍ରା ଅଧିକ ଥାଏ ।

ଏହାକୁ ଖାଇବା ଦ୍ଵାରା ଏହା ଶିଘ୍ର ହଜମ ହୋଇ ଆପଣଙ୍କ ରକ୍ତ ରେ ସୁଗାର ର ସ୍ତର କୁ ବୃଦ୍ଧି କରିଥାଏ । ଆଳୁ ରେ ତିଆରି କୌଣସି ଖାଦ୍ୟ ମଧୁମେହ ରୋଗୀ ଙ୍କ ପାଇଁ ବି-ଷ ସଦୃଶ ହୋଇଥାଏ ।

ଦ୍ଵିତୀୟ ଟି ହେଉଛି ମଇଦା ରୁ ତିଆରି ଖାଦ୍ୟ । ଏହା ମଧୁମେହ ରୋଗୀ ଙ୍କ ପାଇଁ ବିଲକୁଲ ଉପଯୁକ୍ତ ନୁହେଁ । ମଧୁମେହ ରୋଗୀ ତେଲ ଭାଜି ଖାଦ୍ୟ ମଧ୍ୟ ଖାଇବା ଉଚିତ ନୁହେଁ । ଏହା ବ୍ୟତୀତ ବିଭିନ୍ନ ପ୍ୟାକେଟ ରେ ଆସୁଥିବା ସ୍ନାକ୍ସ ମଧ୍ୟ ମଧୁମେହ ରୋଗୀ ଙ୍କ ସମ୍ପୂର୍ଣ୍ଣ ଭାବରେ ଅନୁପଯୁକ୍ତ ହୋଇଥାଏ ।

ମଧୁମେହ ରୋଗୀ ମାନେ ଆଦୌ ମୃ-ଦୁ-ପାନୀୟ ପିଇବା ଉଚିତ ନୁହେଁ । ଏହା ଆପଣଙ୍କ ପାଇଁ ବହୁତ କ୍ଷତି କାରକ ହୋଇଥାଏ । ତେବେ ବନ୍ଧୁଗଣ ଆପଣ ଏବେ ଜାଣିପାରିଥିବେ ଯେ ଆପଣଂକୁ କେଉଁ ପ୍ରକାର ଖାଦ୍ୟ ଖାଇବା ଉଚିତ ଓ କେଉଁ ପ୍ରକାର ଖାଇବା ଅନୁଚିତ ।

ବନ୍ଧୁଗଣ ଆମେ ଆଶା କରୁଛୁ କି ଆପଣଙ୍କୁ ଏହି ଖବର ଭଲ ଲାଗିଥିବ । ତେବେ ଏହାକୁ ନିଜ ବନ୍ଧୁ ପରିଜନ ଙ୍କ ସହ ସେୟାର୍ ନିଶ୍ଚୟ କରନ୍ତୁ । ଏଭଳି ଅଧିକ ପୋଷ୍ଟ ପାଇଁ ଆମ ପେଜ୍ କୁ ଲାଇକ ଏବଂ ଫଲୋ କରନ୍ତୁ ଧନ୍ୟବାଦ ।

Leave a Reply

Your email address will not be published. Required fields are marked *