Liver କୁ ହିଁ କାହିଁକି ଖରାପ କରିଥାଏ ମଦ ? ଜାଣନ୍ତୁ କାରଣ…

ନମସ୍କାର ବନ୍ଧୁଗଣ । ମଣିଷ ଶରୀର ରେ ଥିବା ସମସ୍ତ ଅଙ୍ଗ ମାନଙ୍କ ମଧ୍ୟରେ ଲିଭର ହେଉଛି ଅନ୍ଯତମ । ଏହା ଏକ ଅମଣିଷ କୁ ସୁସ୍ଥ ଅରହିବାକୁ ହେଲେ ତାର ଲିଭର ସବୁବେଳେ ସୁସ୍ଥ ରହିବା ଆବଶ୍ୟକ ଯଦି ମଣିଷ ଶରୀରର ଲିଭର ରେ କିଛି ମାତ୍ରାରେ ମଧ୍ୟ ଅସାମାନ୍ୟତା ପରି ଲକ୍ଷିତ ହୁଏ, ତେବେ ସେହି ମଣିଷ ସ୍ୱାସ୍ଥ୍ୟ ପାଇଁ ତାହା ଠିକ ହୋଇ ନଥାଏ । ତେଣୁ ପ୍ରତ୍ଯେକ ମଣିଷ କୁ ତାର ଲିଭର ବିଶେଷ ଯତ୍ନ ନେବାକୁ ପଡିଥାଏ ।

ମଣିଷ ଶରୀର ରେ ମସ୍ତିସ୍କର କାମ ଯେପରି ଚିନ୍ତା କରିବା ହାର୍ଟ ର କାମ ଯେପରି ରକ୍ତ ସଂଚାଳନ କରିବା । ସେହିପରି ମ ଶରୀର ରେ ଲିଭର ଖାଉଥିବ ପ୍ରତ୍ଯେକ ଖାଦ୍ୟ କୁ ପାଚନ କରିବାରେ ସାହାର୍ଯ୍ୟ କରିଥାଏ । ଏହାସହ ଏହା ଖାଦ୍ୟରେ ଥିବା ପୋଷାକ ତତ୍ଵ କୁ ବାଛି ତାହାକୁ ଶରୀର ରେ ରଖି ଆବର୍ଜନା ଜନିତ ଅଂଶ କୁ ଶରୀର ରୁ ଅଲଗା କରି ଦେଇଥାଏ ।

ତେଣୁ ଏହାର ଆମ ଶରୀର ରେ ମୁଖ୍ୟ ଭୂମିକା ରହିଛି । ଯେଉଁ ମାନେ ଅଧିକ ମାତ୍ରାରେ ଆ-ଲ୍କୋ-ଓହଲ ର ସେବନ କରିଥାନ୍ତି, ସେମାନଙ୍କୁ ଫ୍ୟାଟି ଲିଭର ଜନିତ ସମସ୍ଯା ର ସମ୍ମୁଖୀନ କରିବାକୁ ପଡିଥାଏ । ଆମେରିକାର ୟୁନିଭରସିଟି ଅଫ ଶସେକ୍ସ ରେ ଥରେ ହୋଇଥିବା ରିସର୍ଚ ରୁ ଜଣା ପଡିଛି କି ଆ-ଲ୍କୋ-ଓହଲର ତ୍ୟାଗ କରିବା ଦ୍ଵାରା ଲୋକ ମାନେ ଠିକ ଭାବରେ ଶୋଇ ପାରୁଛନ୍ତି ।

ତାହାସହ ସେମାନଙ୍କର ଚରମ ମଧ୍ୟ ଖୁବ ଭଲ ରହୁଥିଲା ଓ ସେମାନଙ୍କ ଓଜନ ରେ ମଧ୍ୟ ହ୍ରାସ ଦେଖିବାକୁ ମିଳିଥିଲା । ମଦ ର ପ୍ରଥମ ଢୋକ ରେ ହିଁ ଏହା ଶରୀର ରେ ତାହାର ପ୍ରତିକ୍ରିୟା ମାନ ସବୁ ଦେଖାଇବା ଆରମ୍ଭ କରି ଦେଇଥାଏ ।

ଏହା ଶରୀରରେ ଜୀବ ମାତ୍ରେ ହିଁ ଶରୀରେ ଗ୍ୟାଷ୍ଟିକ ଏସିଡ ସୃଷ୍ଟି କରି ଦେଇଥାଏ । ଯେଉଁ ଲୋକ ଅଧିକ ରୁ ଅଧିକ ମାତ୍ରା ରେ ମଧ୍ୟ ପ୍ରତିଦିନ ଆ-ଲ୍କୋ-ଓହଲର ସେବନ କରିଥାଏ, ଯଦି ସେହି ମଣିଷ ମଧ୍ୟ ମାତ୍ର ଏକ ରୁ ଦୁଇ ମାସ ପାଇଁ ଆ-ଲ୍କୋ-ଓହଲ ର ସେବନ ଛାଡି ଦିଏ, ତେବେ ତାକୁ ତାର ପେଟ ପାଇଁ ଏହାର ଖୁବ ଭଲ ପରିମାଣ ଦେଖିବାକୁ ମିଳିବ । ଏକ ମାସ ମଧ୍ୟରେ ହିଁ ତାର ପେଟ ଠିକ ହୋଇ ଯିବ ।

ଲିଭର ର କାମ ହେଉଛି ଶରୀର କୁ ଡିଟକ୍ସିଫାଏ କରିବା । ଏପରି ରେ ଯଡି ତାକୁ ;ଲଗାତର ଆ-ଲ୍କୋ-ଓହଲ କୁ ସମ୍ଭାଳିବାକୁ ପଡେ, ତେବେ ସେ ଏକ ସମୟ ରେ ଆସି ଥକି ଯାଇଥାଏ । ଏପରି ରେ ଆ-ଲ୍କୋ-ଓହଲ କୁ ହିଁ ସେ ଫ୍ୟାଟ ରୂପରେ ଜମା କରିଥାଏ ।

କିନ୍ତୁ ଏପରି ରେ ଯଦି ଏହାକୁ 4 ସପ୍ତାହ ର ବ୍ରେକ ମିଳେ ତେବେ ଏହା ପୁଣି ଠାରେ ଠିକ ଭାବରେ କାମ କରିବାକୁ ଲାଗେ । ଏହା ଦ୍ଵାରା ହୃଦୟ କୁ ମଧ୍ୟ ଏହାର ଖୁବ ଭଲ ପ୍ରଭାବ ମିଳିଥାଏ । ତେବେ ବନ୍ଧୁଗଣ ଏହାର ଅର୍ଥ ଆପଣ ଜାଣିଲେ ତ ଆ-ଲ୍କୋ-ଓହଲ ର ସେବନ ଆମ ଶରୀର ପାଇଁ କେତେ ଖରାପ ହୋଇଥାଏ । ବନ୍ଧୁଗଣ ଆପଣ ମାନଙ୍କୁ ଯଦି ଆମର ଏହି ପୋଷ୍ଟ ଟି ଭଲ ଲାଗେ, ତେବେ ଆପଣ ମାନେ ଆମର ଏହି ପୋଷ୍ଟ ଟିକୁ ଲାଇକ ଓ ଶେୟାର କରିବାକୁ ଭୁଲିବେନି । ଧନ୍ୟବାଦ

Leave a Reply

Your email address will not be published. Required fields are marked *