ଲିଭର ଖରାପ ହେବା ପୂର୍ବରୁ ଶରୀର ଦେଇଥାଏ ଏହି 5 ସଂକେତ, ବେଳ ଥାଇ ହେଇଯାନ୍ତୁ ସାବଧାନ !

ବନ୍ଧୁଗଣ, ଯଦି ଆପଣଙ୍କ ଲିଭର ଖରାପ ହୋଇଯାଏ ତେବେ ଆପଣଙ୍କୁ କେଉଁ କେଉଁ ଘା-ତ-କ ବି-ମା-ରୀ ସହିତ ଲ-ଢି-ବା-କୁ ପଡିଥାଏ ? ଲିଭର ସହିତ ଜଡିତ ହୋଇ ରହିଥିବା ଅସଲି ରହସ୍ୟ ସମ୍ବନ୍ଧରେ ଆଜି ଆମ୍ଭେ ଆପଣଙ୍କୁ କହିବାକୁ ଯାଉଅଛୁ । ସାଧାରଣ ତ ଆମ୍ଭ ଶରୀରରେ କୌଣସି ପ୍ରକାରର ପରିବର୍ତ୍ତନ ଦେଖିଲେ ଆମ୍ଭେ ବୁଝି ଯାଇଥାଉ ଯେ କୌଣସି ଅଙ୍ଗ ରେ କେଉଁ ସମସ୍ୟା ରହିଅଛି ।

୧-  ୟୁରିନ ର ରଙ୍ଗ ହଳଦିଆ ହେବା ର ଦେଖିଲେ ଆମ୍ଭେ ବୁଝି ଯାଇଥାଉ ଯେ ଆମ୍ଭର କିଡ୍ନି ଜାତୀୟ କିଛି ସମସ୍ୟା ରହିଅଛି । ଆମ୍ଭ ମାନଙ୍କୁ ଅଳ୍ପ ଯନ୍ତ୍ରଣା ହେଲେ ମଧ୍ୟ ଆମ୍ଭେ ଡାକ୍ତର ଙ୍କ ନିକଟକୁ ନଯାଇ ହେଲା କରିଥାଉ । ମାତ୍ର ପରେ ଏହି ଯନ୍ତ୍ରଣା ଅତ୍ୟଧିକ ହେବାରୁ ଆମ୍ଭେ ଡାକ୍ତରଙ୍କ ପାଖକୁ ଯାଇଥାଉ । ମାତ୍ର ସେତେବେଳେ ତାହା ଅତ୍ୟଧିକ ବଢିଯାଇ ଥାଏ । ମାତ୍ର ଯଦି ସମୟ ଥାଉ ଥାଉ ଆପଣ ନିଜର ଚିକିତ୍ସ୍ୟା କରିଥାନ୍ତି ତେବେ ଆପଣଙ୍କୁ ବିଶେଷ କଷ୍ଟ ହେବ ନାହିଁ ।

ଯକୃତ ତଥା ଲିଭର ଆମ୍ଭ ଶରୀରର ଗୋଟିଏ ମହତ୍ଵପୂର୍ଣ୍ଣ ଅଙ୍ଗ ହୋଇଥାଏ । ଏହା ଭୋଜନ ପଚାଇବାରେ ସାହାର୍ଯ୍ୟ କରିବା ସହିତ ଲିଭର ଭୋଜନ ରୁ ଭିଟାମିନ, ପ୍ରୋଟିନ, ଗ୍ଳୁକୋଜ ଭଳି ଆବଶ୍ୟକ ପଦାର୍ଥ ର ନିର୍ମାଣ କରିଥାଏ । ଏହା ଆମ୍ଭ ଶରୀର ନିମନ୍ତେ ବହୁତ ଜରୁରୀ ହୋଇଥାଏ । ଯଦି ଲିଭର ଖରାପ ହୋଇଯାଏ ତେବେ ଯେକୌଣସି ରୋଗ ଲମ୍ବା ସମୟ ଧରି ଆମ୍ଭ ଶରୀରରେ ହୋଇ ପାରିବ । ଏହାଦ୍ଵାରା ଜୀବନ ମଧ୍ୟ ଚାଲିଯାଇପାରେ ।

୨- ଯଦି ଆପଣଙ୍କୁ ଅଥବା ଆପଣଙ୍କ କୌଣସି ବନ୍ଧୁଙ୍କୁ ବୁଢିଆଣୀ ଜାଲ ଭଳି ନୀଳ ରଙ୍ଗର ରେଖା ଦେଖାଯାଏ ତେବେ, ତୁରନ୍ତ ଡାକ୍ତର ପାଖକୁ ଯାଇ ଦେଖାନ୍ତୁ । କୁ-ଣ୍ଡା-ଇ ହେବା ସମସ୍ୟା, ସାଧାରଣତ ଏହା ଏକ ସାଧାରଣ ସମସ୍ୟା ଅଟେ । ଲମ୍ବା ସମୟ ଧରି ଏହି ସମସ୍ୟା ଟି ସମାଧାନ ନ ହୁଏ ତେବେ ଏହା ଏକ ଗମ୍ଭୀର ସମସ୍ୟା ବୋଲି ଜାଣି ନିଅନ୍ତୁ । ଲିଭର କମଜୋର ହୋଇଥିବାରୁ ଏହିଭଳି ସମସ୍ୟା ଲମ୍ବା ସମୟ ଧରି ଦେଖାଯାଏ ।

୩-  ଆପଣଙ୍କ ଚେହେରା ରେ ହଟାତ ଦାଗ ଧପା ହୋଇଯିବା । ଏହା ଏତେ ମାତ୍ରାରେ ବଢିଯିବ ଯେ ଆପଣଙ୍କ ନିମନ୍ତେ ଏହା କଷ୍ଟ ସାଧ୍ୟ ହୋଇଯିବ । ମାତ୍ର ଆପଣ ଏହାକୁ ତ୍ଵଚା ସମ୍ବନ୍ଧୀୟ ସମସ୍ୟା ବୋଲି ଭାବି ଅଣଦେଖା କରିଥାନ୍ତି । ଲିଭର ଖରାପ ହେବାର ଏହା ଏକ କାରଣ ହୋଇପାରେ ।

୪- ଲିଭର ଖରାପ ହେବାର ସଂପୂର୍ଣ୍ଣ ଅସର ପେଟ ଉପରେ ମଧ୍ୟ ପଡିପାରେ । ଯଦି ଆପଣଙ୍କ ତଳିପେଟ ଲାଲ ରଙ୍ଗର ହୋଇ ଫୁଲି ଯାଉଥିବା ଦେଖାଯାଏ ତେବେ ଆପଣଙ୍କ ଲିଭର ଖରାପ ଅଛି ବୋଲି ଜାଣି ନିଅନ୍ତୁ ।

୫- ଯଦି ଆପଣଙ୍କ ପାଟିରୁ ଗଭୀର ଭାବରେ ଦୁ-ର୍ଗ-ନ୍ଧ ଆସିଥାଏ ତେବେ ଏହା ମଧ୍ୟ ଲିଭର ଖରାପ ହେବାର ଲକ୍ଷଣ ହୋଇଥାଏ । ଯଦି ଆପଣ ମାନଙ୍କୁ ଏହି ସବୁ ଲକ୍ଷଣ ଦେଖାଯାଏ ତେବେ ଆପଣ ବିଳମ୍ବ ନ କରି ତୁରନ୍ତ ଡାକ୍ତର ଙ୍କ ପାଖକୁ ଜାଆନ୍ତୁ । ବନ୍ଧୁଗଣ ଆମେ ଆଶା କରୁଛୁ କି ଆପଣଙ୍କୁ ଏହି ଖବର ଭଲ ଲାଗିଥିବ । ତେବେ ଏହାକୁ ନିଜ ବନ୍ଧୁ ପରିଜନ ଙ୍କ ସହ ସେୟାର୍ ନିଶ୍ଚୟ କରନ୍ତୁ । ଏଭଳି ଅଧିକ ପୋଷ୍ଟ ପାଇଁ ଆମ ପେଜ୍ କୁ ଲାଇକ ଏବଂ ଫଲୋ କରନ୍ତୁ ଧନ୍ୟବାଦ

Leave a Reply

Your email address will not be published. Required fields are marked *