ନମସ୍କାର ବନ୍ଧୁଗଣ । ସୂଚନା ଅନୁସାରେ ପ୍ରାୟତଃ ଲୋକଙ୍କର ଅର୍ଶ ଭଳି ସମସ୍ଯା ଦେଖିବାକୁ ମିଳୁଛି । ଅର୍ଶରେ ପୀଡିତ ଥିବା ବ୍ୟକ୍ତି ମଳ ଦ୍ଵାରରେ ବହୁତ କଷ୍ଟ ଯନ୍ତ୍ରଣା ଅନୁଭୂତ କରିଥାଏ । ଆପଣ ଏପରି ଏକ ସହଜ ରେମିଡି ପ୍ରସ୍ତୁତ କରି ଯଦି ଅର୍ଶ ହୋଇଥିବା ଜାଗାରେ ଲଗାଇବେ । ତେବେ ଆପଣଙ୍କ ଅର୍ଶରୁ ରକ୍ତ ପଡୁଥାଉ ଅବା ନପଡୁଥାଉ । ଏହି ଉପଚାର କିଛି ଦିନ କରିବା ପରେ ଏହା ଅର୍ଶକୁ ଶୁଖାଇ ଝଡାଇ ଦେଇଥାଏ ।
ଏହି ଉପଚାରକୁ ପ୍ରସ୍ତୁତ କରିବା ପାଇଁ ଆପଣକୁ ୨ ଟି ଜିନିଷର ଆବଶ୍ୟକତା ରହିଛି । ଯାହାକି ଆପଣଙ୍କୁ ବହୁତ ଶୀଘ୍ର ଆପଣଙ୍କ ଘରେ ଅବା ପାଖ ଦୋକାନରେ ମିଳିଯିବ । ତେବେ ଅର୍ଶକୁ ଭଲ କରିବା ପାଇଁ ଯେଉଁ ରେମିଡିଟି ଆପଣ ପ୍ରସ୍ତୁତ କରିବେ । ସେଥିପାଇଁ ଆପଣଙ୍କୁ ଏକ ପୁନ୍ଟି ବା ଆପ୍ଲିକାବ୍ ର ଆବଶ୍ୟକତା ରହିଛି ।
ଯାହାକୁ ସାଧାରଣ ଭାଷାରେ ନାଙ୍ଗୁଡ଼ିଆ ବା ଆଖି ମଲମ କୁହାଯାଇଥାଏ । କାରଣ ଯେତେବେଳେ ଆଖିରେ ଆଲୁଅ ହୋଇଥାଏ । ସେତେବେଳେ ଆମେ ଏହି ମଲମର ବ୍ୟବହାର କରିଥାଉ । ଆପଣ ୨ ଟି ଆପ୍ଲିକାବ୍ ଆଣି ଏକ ପାତ୍ରରେ ସେଥିରେ ଥିବା ଲିକ୍ଵୀଡ୍ କାଢି ରଖନ୍ତୁ । ତାପରେ ଏହି ଉପାୟକୁ କରିବା ପାଇଁ ଦିତୀୟ ସାମଗ୍ରୀଟି ହେଉଛି କର୍ପୁର ।
ଆପଣ ଏକ କର୍ପୁର ଆଣି ତାହାକୁ ଗୁଣ୍ଡ କରି ସେଥିରେ ମିଶାନ୍ତୁ । ଅଧ ଚାମଚ କର୍ପୁର ଗୁଣ୍ଡ ସେଥିରେ ମିଶାଇବେ । ତାପରେ ଏହି ୨ ସାମଗ୍ରୀକୁ ଭଲ ଭାବରେ ଗୋଳାଇ ଦିଅନ୍ତୁ । ଯେଉଁ ଜାଗାରେ ଆପଣଙ୍କର ଅର୍ଶ ସମସ୍ଯା ରହୁଥିବ । ସେହି ସ୍ଥାନରେ ଆପଣ ଏହାକୁ ଲଗାଇ ଦିଅନ୍ତୁ । ରାତିରେ ଶୋଇବା ପୂର୍ବରୁ ଏହାକୁ ଅର୍ଶରେ ଲଗାଇ ଶୋଇ ପଡନ୍ତୁ ।
ସକାଳେ ଉଠି ନଖ ଉଷୁମ ପାଣିରେ ଅର୍ଶକୁ ଧୋଇ ଦିଅନ୍ତୁ । ଆପଣ ଚାହିଁଲେ ଦିନରେ ଏହି ରେମିଡିକୁ ୨ ଥର କରି ଲଗାଇ ପାରିବେ । ଏହି ରେମିଡିର ୮ ଦିନ କରିବା ପରେ ଅର୍ଶ ଜନିତ ଯେତେ ସବୁ ସମସ୍ଯା ସବୁ ଧୀରେ ଧୀରେ ଦୂର ହେବାକୁ ଲାଗିବ । ଯେପରି ଅର୍ଶରେ ଜଳା ପୋଡା ହେବା, ଅର୍ଶ କୁଣ୍ଡାଇ ହେବା, ରକ୍ତ ପଡିବା ଭଳି ସମସ୍ଯା ଦୂର ହୋଇବ ।
ଏହା ଅହିତ ଆପଣ ଅର୍ଶ ପାଇଁ ଅନ୍ୟ ଏକ ଉପଚାର ହେଉଛି । ୧ ଗ୍ଳାସ ଉଷୁମ କ୍ଷୀର ସହିତ ଅଧ ଚାମଚ ଲେମ୍ବୁ ରସ ମିଶାଇ ସକାଳେ ଖାଲି ପେଟରେ ତୁରନ୍ତ ପିଇଦିଅନ୍ତୁ । କାରଣ କ୍ଷୀରରେ ଲେମ୍ବୁ ରସ ବହୁତ ସମୟ ରହିଲେ କ୍ଷୀର ଛିଡିଯିବ । ଏହି ଉପାୟ କୁ କେବଳ ୪ ଦିନ କରି ଦେଖନ୍ତୁ । ଅର୍ଶ ଭଲ ହେବାରେ ବହୁତ ଭଲ ରେଜଲ୍ଟ ପାଇପାରିବେ । ଯଦି ଏହି ପୋଷ୍ଟଟି ଭଲ ଲାଗିଥାଏ । ତେବେ ଆମ ପେଜକୁ ଲାଇକ୍, କମେଣ୍ଟ ଓ ଶେୟାର କରନ୍ତୁ ।