Health Tips- 3 ଦିନ ଲଗାତାର ପାନ ମଧୁରୀ ଖାଇବାର ଫାଇଦା ଜାଣିଲେ ଆପଣଙ୍କ ପାଦ ତଳୁ ମାଟି ଖସିଯିବ, ଜଲ୍ଦି ଦେଖନ୍ତୁ

ନମସ୍କାର ବନ୍ଧୁଗଣ ଆମେ ଆଜି କାଲି ସ୍ଲିମ ଏବଂ ଜିରୋ ଫିଗର ରଖିବାକୁ ଚାହୁଁଛୁ । ଏବଂ ସର୍ଵଦା ଫିଟ ହେବାକୁ ମଧ୍ୟ ଚାହିଁ ଥାଉ । କିନ୍ତୁ ଏହା ଆମ ଦ୍ୱାରା ହୋଇ ପାରେ ନାହିଁ କାରଣ ଆମେ ନିଜ ଖାଇବା ଏବଂ ନିଜ ଜୀଵନ ରେ କୌଣସି ପରିବର୍ତ୍ତନ ଆଣି ନଥାଉ ।

ଆମେ ଯୋଗ ବ୍ୟାୟାମ କରି ନ ଥାଉ । ଠିକ ପରିମାଣ ର ଜଳ ମଧ୍ୟ ପିଇ ନଥାଉ । ଏବଂ ସର୍ଵଦା ବାହାର ର ତେଲ ମସଲା ଜାତୀୟ ଖାଦ୍ୟ ଖାଇ ଥାଉ । ଏବଂ ସେଥିରେ ଥିବା ଅଶୁଦ୍ଧ ଏବଂ କ୍ୟାଲେରି ଆମ ଶରୀର ରେ ଚର୍ବି କୁ ବଢ଼ାଇ ଥାଏ । ଏବଂ ଅଶୁଦ୍ଧତା ଯୋଗୁ ଆମ ଚେହେରା ରେ ବ୍ରଣ ଏବଂ ଅନେକ ସମସ୍ୟା ମଧ୍ୟ ଦେଖା ଦେଇଥାଏ । ତେବେ ଏହା ଯୋଗୁଁ ଆମକୁ ଅନେକ ଗମ୍ଭୀର ରୋଗ ମଧ୍ୟ ହୋଇ ପାରେ ।

ତେବେ ସେଥିପାଇଁ ଆଜି ଆମେ ଏହାର ଏକ ସାଧାରଣ ଏବଂ ଘରୋଇ ଉପଚାର ବିଷୟରେ ଆଲୋଚନା କରିବୁ । ତେବେ ଚାଲନ୍ତୁ ଜାଣିନେବା ସେହି ଉପାୟ ଟି କଣ ଏବଂ ତାହା ଆମକୁ କିପରି ସାହାର୍ଯ୍ୟ କରି ପାରିବ । ଆମେ ଖାଦ୍ୟ ଖାଇ ସାରିବା ପରେ ପାନ ମଧୁରୀ ଖାଇବା ଆବଶ୍ୟକ । ଯେତେବେଳେ ହୋଟେଲ ମାନଙ୍କ ରେ ଖାଇବା ପାଇଁ ଯାଉ ସେତେବେଳେ ସେମାନେ ଖାଇ ସାରିବା ପରେ ପାନ ମଧୁରୀ ଆଣି ରଖିଥାନ୍ତି । ଏହାର କାରଣ କଣ ?

ପାନ ମଧୁରୀ ଫାଇବର ରେ ପରିପୂର୍ଣ୍ଣ ଥାଏ । ଏବଂ ଏହା ଆମ ପାଚନ ଶକ୍ତି ରେ ସାହାଯ୍ୟ କରିଥାଏ । ତେଣୁ ଖାଇବା ପରେ ଅଧା ଚାମଚ ପାନ ମଧୁରୀ ଖାଇ ପାରିବା । କାରଣ କୌଣସି ଜିନିଷ କୁ ଅଧିକ ଖାଇବା ମଧ୍ୟ ଭଲ ନୁହେଁ । ତାର ଏକ ନିର୍ଦ୍ଦିଷ୍ଟ ପରିମାଣ ରେ ଖାଇବା ଆବଶ୍ୟକ ।

ପାନ ମଧୁରୀ କୁ ଖାଇବା ଦ୍ୱାରା ଆମ ମୋଟା ପଣ ମଧ୍ୟ ଦୁର ହୋଇ ଥାଏ । ଅଧିକ ଓଜନ ବଢିଲେ ନିଶ୍ୱାସ ନେବା ରେ ମଧ୍ୟ ଅସୁବିଧା ହୁଏ । ଏବଂ ହୃଦୟ ଜନିତ ରୋଗ ମଧ୍ୟ ହୋଇ ଥାଏ । ତେଣୁ ସମୟ ଥାଉ ଥାଉ ଏହାର ଉପଚାର କରିନେବା ଉଚିତ । ଏବଂ ଓଜନ କମେଇବା ପାଇଁ ଖାଦ୍ୟ ଖାଇବା ପରେ ପାନ ମଧୁରୀ ନିଶ୍ଚିତ ଖାଆନ୍ତୁ । ଏହା କଲେ ଆପଣଙ୍କ ଓଜନ କମିବାରେ ଲାଗିବ । ଏହାକୁ ଲଗାତାର ଏକ ମାସ ପର୍ଯ୍ୟନ୍ତ ଖାଇବା ଆବଶ୍ୟକ ।

ପାନ ମଧୁରୀ ଖାଇବା ଦ୍ୱାରା ଆମର ଗ୍ୟାସ ସମସ୍ୟା ମଧ୍ୟ ଦୁର ହୋଇ ଥାଏ । ଏବଂ ଏହା ଦ୍ୱାରା ମଧୁମେହ ରୋଗରୁ ମଧ୍ୟ ମୁକ୍ତି ପାଇଁ ପାରିବା । ଏବଂ ଆଣ୍ଠୁ ଗଣ୍ଠି ବିନ୍ଧା ରୁ ମଧ୍ୟ ଏହା ମୁକ୍ତି ଦେଇ ଥାଏ । ଏବଂ କେଶ ଉପୁଡିବା ରୁ ମଧ୍ୟ ଏହା ସାହାର୍ଯ୍ୟ କରିଥାଏ । କାରଣ ପାନ ମଧୁରୀ ଖାଇବା ଦ୍ୱାରା ଆମ ଶରୀର ରେ ରକ୍ତ ସଞ୍ଚାଳନ ଭଲ ରେ ହୋଇ ଥାଏ । ଏବଂ ଏ ସବୁ ସମସ୍ୟା ରୁ ମଧ୍ୟ ମୁକ୍ତି ଦେଇଥାଏ ।

ଯଦି ଚେହେରା ରେ ବ୍ରଣ ଆସେ ତେବେ ମଧ୍ୟ ଏହି ପାନ ମଧୁରୀ ସାହାଯ୍ୟ କରିଥାଏ । କାରଣ ଯଦି ଆମ ପେଟ କିମ୍ବା ପାଚନ ଶକ୍ତି ଠିକ ରହିବ ତେବେ ଆମ ରକ୍ତ ବି ଶୁଦ୍ଧ ହେବ ଏବଂ ଚେହେରା ତେ ବ୍ରଣ ଆସିବ ନାହିଁ । ଏହା ସହ ଆପଣ ଙ୍କୁ ବ୍ୟାୟାମ ମଧ୍ୟ କରିବା ଆବଶ୍ୟକ ତା ସହିତ ପୃଷ୍ଟିକର ଖାଦ୍ୟ ଖାଆନ୍ତୁ ଏବଂ ବାହାର ତେଲ ମସଲା ଖାଦ୍ୟ କୁ ବାରଣ କରନ୍ତୁ । ଏହି ଉପାୟ ଦ୍ୱାରା ଆପଣ ସୁସ୍ଥ ରହିବେ ଏବଂ ନିଜର ଚର୍ବି କୁ ମଧ୍ୟ କମାଇ ପାରିବେ ।

ବନ୍ଧୁଗଣ ଆମେ ଆଶା କରୁଛୁ କି ଆପଣଙ୍କୁ ଏହି ଖବର ଭଲ ଲାଗିଥିବ । ତେବେ ଏହାକୁ ନିଜ ବନ୍ଧୁ ପରିଜନ ଙ୍କ ସହ ସେୟାର୍ ନିଶ୍ଚୟ କରନ୍ତୁ । ଏଭଳି ଅଧିକ ପୋଷ୍ଟ ପାଇଁ ଆମ ପେଜ୍ କୁ ଲାଇକ ଏବଂ ଫଲୋ କରନ୍ତୁ ଧନ୍ୟବାଦ ।

Leave a Reply

Your email address will not be published. Required fields are marked *