Jyotish Shastra- ୫୭ ବର୍ଷରେ ପ୍ରଥମ ଥର କ୍ରୋଧିତ ହେଲେ ମହାଦେବ, ସାବଧାନ ରୁହନ୍ତୁ ଏହି ୧ ରାଶିର ଲୋକ, କାନ୍ଦି କାନ୍ଦି ଦିନ କଟିବ

ନମସ୍କାର ବନ୍ଧୁଗଣ ଆସନ୍ତା ସମୟରେ ୧୧୭ ବର୍ଷ ପରେ ପଡୁଛି ଏକ ମହା ସଂଯୋଗ । ଶନି ଏବଂ ଶୁକ୍ର ର ଦୁର୍ଲଭ ଯୋଗ ବନୁଛି । ଏଥର ଶନି ନିଜ ରାଶି ମକର ରେ ରହୁଛି ଏବଂ ଶୁକ୍ର ରାଶି ନିଜର ଉଚ୍ଚ ରାଶି ମୀନ ସହିତ ରହିବ ।

ଏହି ଦୁଇ ବଡ଼ ଗ୍ରହଙ୍କର ଏହି ସ୍ଥିତି ରେ ରହିବା ବହୁତ ଦୁର୍ଲଭ ଯୋଗ ହୋଇଥାଏ । ଏହା ଛଡା ଦେବ ଗୁରୁ ବୃହସ୍ପତି ମଧ୍ୟ ନିଜର ସ୍ୱୟଂ ରାଶି ଧନୁ ରାଶି ରେ ରହିବେ ।

ଏହି ଯୋଗ ରେ ଦେବ ପୂଜା କରିବା ଦ୍ୱାରା ଶନି, ଗୁରୁ, ଶୁକ୍ର ଆଦି ଦୋଷ ଠାରୁ ମୁକ୍ତି ମିଳି ଯାଇଥାଏ । ଏହି ଯୋଗ ରେ ପୂଜା କରିବା ଏବଂ ନୂତନ କାର୍ଯ୍ୟ କରିବା ପାଇଁ ବହୁତ ଶୁଭ ବୋଲି କୁହାଯାଏ । ଏହା ଛଡା ବୁଧ ଗ୍ରହ ଏବଂ ସୂର୍ଯ୍ୟ ଗ୍ରହ ର ଶୁଭ ସଂଯୋଗ ହେବ । ଯାହା ଫଳରେ ବୁଧ ଏବଂ ସୂର୍ଯ୍ୟ କୁମ୍ଭ ରାଶି ରେ ଏକତ୍ର ରହିବେ । ତେଣୁ ଏହି କାରଣ ରୁ ବୁଦ୍ଧାଦିତ୍ୟ ଯୋଗ ରହିବ ।

ଏହି ସବୁ ଗ୍ରହ ର ସଂଯୋଗ ଯୋଗୁଁ ଏଭଳି ଏକ ରାଶି ରହିଛି ଯାହାକୁ ବିଶେଷ ଧ୍ୟାନ ଦେବା ଆବଶ୍ୟକ । ଏହି ସମୟରେ ସେମାନଙ୍କୁ ବହୁତ କ୍ଷତି ସହିବାକୁ ପଡିବ । ତେବେ ଚାଲନ୍ତୁ ଜାଣିନେବା ସେହି ରାଶି ର ବିଷୟରେ ଆଲୋଚନା କରିବା ଏବଂ ଜାଣିବା କି ଏହା ଦ୍ୱାରା କଣ କଣ ସବୁ ଅସୁବିଧା ହୋଇ ପାରିବ ଏବଂ କିପରି ସାବଧାନ ରହିବା ତାହା ମଧ୍ୟ ଜାଣିନେବା ।

ଏହି ରାଶି ର ବ୍ୟକ୍ତି ମାନେ ଏହି ସମୟରେ ଭାବି ଚିନ୍ତି ଅର୍ଥ ବ୍ୟୟ କରିବା ଉଚିତ ଏବଂ ଯେଉଁ ଧନ କୁ ସଞ୍ଚୟ ରଖିଥିବୁ ତାକୁ ମଧ୍ୟ ବହୁତ ଭାବି ଚିନ୍ତି ଖର୍ଚ୍ଚ କରିବା ଉଚିତ । ଉଧାର କରଜ ରୁ ବଞ୍ଚିକି ରହିବା ଉଚିତ । ଏହି ସମୟରେ ବହୁତ ଅଧିକ ଖର୍ଚ୍ଚ ହେବାର ସମ୍ଭାବନା ଥାଏ । ତେଣୁ ଧନ ବ୍ୟୟ କରିବା ସମୟରେ ସର୍ଵଦା ଭାବି ଚିନ୍ତି କାର୍ଯ୍ୟ କରିବା ଆବଶ୍ୟକ । ନଚେତ ବହୁତ ଅସୁବିଧାର ସମ୍ମୁଖୀନ ହେବାକୁ ପଡିବ ।

ଆପଣ ଯଦି ବ୍ୟାପାର କରୁଛନ୍ତି ଏବଂ ପାର୍ଟନର ସହ ମିଶିକି ବେପାର କରୁଛନ୍ତି ତେବେ ଆପଣ ବହୁତ ସାବଧାନ ରହିବା ଆବଶ୍ୟକ । ଯଦି ବିଦେଶରେ ଚାକିରୀ କରିବାର ଇଚ୍ଛା ଥାଏ ତେବେ ତାହା ଏହି ସମୟରେ ପୂରଣ ହୋଇ ପାରିବ ନାହିଁ । ଏହା ସହିତ ପ୍ରେମ ସମ୍ପର୍କ ରେ ମଧ୍ୟ କିଛି ଫାଟ ଆସିପାରେ ଦୂରତା ହୋଇ ପାରେ । ଏହି ସମୟରେ ଅନ୍ୟ ସହ କଥା ବାର୍ତ୍ତା ହେବା ସମୟରେ ବହୁତ ଭାବି ଚିନ୍ତି କରିବା ଉଚିତ । ନଚେତ ବହୁତ ମହଙ୍ଗା ପଡି ପାରେ ।

ଏହି ସମୟରେ ଆପଣଙ୍କ ର ସ୍ୱାସ୍ଥ୍ୟ ସମସ୍ୟା ମଧ୍ୟ ଦେଖାଯାଏ । ତେଣୁ ସେଥି ପ୍ରତି ନିଜର ଧ୍ୟାନ ଏବଂ ଯତ୍ନ ରଖିବା ଉଚିତ । ଅଧିକ କାର୍ଯ୍ୟ ଭାର ଯୋଗୁଁ ଶାରୀରିକ ଏବଂ ମାନସିକ ଥକା ଅନୁଭବ ହେବ । ତେଣୁ ସେଥି ପ୍ରତି ମଧ୍ୟ ବିଶେଷ ଯତ୍ନ ଏବଂ ଧ୍ୟାନ ରଖିବା ଉଚିତ । ତେବେ ଚାଲନ୍ତୁ ଜାଣିନେବା ସେହି ରାଶି ଟି କିଏ ।

ସବୁ ଗ୍ରହ ରାହୁ କେତୁ ର ମଧ୍ୟରେ ରହିବେ ଏହି କାରଣରୁ କାଳସର୍ପ ଯୋଗ ବନିବ । ତେଣୁ ଏହାର ପ୍ରଭାବ ଯେଉଁ ରାଶି ଉପରେ ପଡ଼ିଥାଏ ସେହି ରାଶି ହେଉଛି ମିଥୁନ ଏବଂ ଧନୁ । ଏହି ଦୁଇଟି ରାଶି କୁ ଅଧିକ ସାବଧାନ ରହିବା ଆବଶ୍ୟକ ।

ବନ୍ଧୁଗଣ ଆମେ ଆଶା କରୁଛୁ କି ଆପଣଙ୍କୁ ଏହି ଖବର ଭଲ ଲାଗିଥିବ । ତେବେ ଏହାକୁ ନିଜ ବନ୍ଧୁ ପରିଜନ ଙ୍କ ସହ ସେୟାର୍ ନିଶ୍ଚୟ କରନ୍ତୁ । ଏଭଳି ଅଧିକ ପୋଷ୍ଟ ପାଇଁ ଆମ ପେଜ୍ କୁ ଲାଇକ ଏବଂ ଫଲୋ କରନ୍ତୁ ଧନ୍ୟବାଦ ।

Leave a Reply

Your email address will not be published. Required fields are marked *