ବନ୍ଧୁଗଣ ନମସ୍କାର, ବନ୍ଧୁଗଣ ଆସନ୍ତା ମଇ ମାସରେ କିଛି ରାଶି ମାନଙ୍କ ଭାଗ୍ୟ ବଦଳିବାକୁ ଯାଉଛି ଏବଂ ସେମାନଙ୍କ ଜୀବନ ରେ ଖୁସି ର ଆଗମନ ହେବାକୁ ଯାଉଛି ଏବଂ କିଛି ରାଶି ଙ୍କ ଉପରେ ବିପଦ ଆସିବାର ସମ୍ଭାବନା ରହିଛି ଏବଂ ସେମାନଙ୍କୁ ସତର୍କତା ର ସହ ରହିବାକୁ ପଡ଼ିବ । ଏହି ମଇ ମାସରେ ରେ ମେଷ ରାଶି ଠାରୁ ଆରମ୍ଭ କରି ମୀନ ରାଶି ପର୍ଯ୍ୟନ୍ତ ସମସ୍ତ ରାଶିରେ କିଛି ନା କିଛି ପରିବର୍ତ୍ତନ ହେବାକୁ ଯାଉଛି ।
ତେବେ ବନ୍ଧୁଗଣ ଆଜି ଆମେ ଆପଣଂକୁ ୧୨ଟି ରାଶି ସମ୍ବନ୍ଧରେ କହିବୁ ଏବଂ ଜଣାଇବୁ କେଉଁ ରାଶି ମାନଙ୍କୁ ସୁଖ ତଥା ଧନର ପ୍ରାପ୍ତି ହେବ ଏବଂ କେଉଁ ରାଶି ମାନେ ଅସୁବିଧା ରେ ଘେରି ହୋଇ ରହିବେ ଓ ବିପଦ ର ସାମ୍ନା କରିବେ । ଆସନ୍ତୁ ଏହି ସମ୍ବନ୍ଧରେ ବିସ୍ତାର ରୂପରେ ଜାଣିବା ।
୧. ମେଷ ରାଶି- ଏହି ରାଶିର ବ୍ୟକ୍ତି ମାନଙ୍କ ର ପୈତୃକ ସଂପତ୍ତିକୁ ନେଇ କିଛି ଗଣ୍ଡଗୋଳ ହୋଇପାରେ । ହଜି ଯାଇଥିବା ଧନ ପ୍ରାପ୍ତ ହେବ । ଶାରୀରିକ ଅସୁସ୍ଥତା ଦେଖା ଯାଇପାରେ । କିନ୍ତୁ ସେହି ସମସ୍ୟା ଏତେ ଗମ୍ଭୀର ହୋଇନଥାଏ । ଏମାନଙ୍କୁ କର୍ମ କ୍ଷେତ୍ରରେ ଅସୁବିଧା ର ସମ୍ମୁଖୀନ ହେବାର ସମ୍ଭାବନା ରହିଛି । କିନ୍ତୁ ମହିଳା ମାନଙ୍କ ପାଇଁ ଆସନ୍ତା ସମୟ ଶୁଭଦାୟକ ଅଟେ ।
୨. ବୃଷ ରାଶି- ଲକ୍ଷ୍ୟ ହାସଲ କରିବା ନିମନ୍ତେ ଚେଷ୍ଟା ଏବଂ ଯଥା ସମ୍ଭବ ପରିଶ୍ରମ କରିବାକୁ ପଡ଼ିବ । ଦାମ୍ପତ୍ୟ ଜୀବନ ସୁଖମୟ ହେବ । କୌଣସି କ୍ଷେତ୍ର ରେ ସମସ୍ୟା ର ସମ୍ମୁଖୀନ ହେବାକୁ ପଡ଼ିବ । ଚାକିରୀ ଏବଂ ବ୍ୟାପାର କ୍ଷେତ୍ରରେ ଉନ୍ନତି ହାସଲ ହେବ ।
୩. ମିଥୁନ ରାଶି- ଏହି ରାଶିର ବ୍ୟକ୍ତି ମାନଙ୍କ ପାଇଁ ଆସନ୍ତା ସମୟ ଅନୁକୂଳ ରହିବ । ଏହି ରାଶିର ବ୍ୟକ୍ତି ମାନେ ସମସ୍ତ କ୍ଷେତ୍ରରେ ସଫଳତା ହାସଲ କରିବେ । ପରିବାର ରେ ସୁଖ ଶାନ୍ତି ସ୍ଥାପନ ହେବ ।
୪. କର୍କଟ ରାଶି- ଏହି ରାଶିର ବ୍ୟକ୍ତି ଙ୍କ ବୈବାହିକ ଜୀବନ ରେ ସମସ୍ୟା ଆସିବ ଏବଂ ସମସ୍ୟା ର ସମୁଖୀନ୍ନ ହେବାକୁ ପଡ଼ିବ ଏବଂ ନିଜ ସ୍ୱାସ୍ଥ୍ୟ ପ୍ରତି ଯତ୍ନବାନ ହୁଅନ୍ତୁ ।
୫. ସିଂହ ରାଶି- ଏହି ରାଶି ର ବ୍ୟକ୍ତି ମାନଙ୍କ ଉପରେ ବିଭିନ୍ନ ପ୍ରକାର ସମସ୍ୟା ଆସିବାର ସମ୍ଭାବନା ଅଛି ଏଥିପ୍ରତି ସତର୍କ ହେବେ । ଛାତ୍ରଛାତ୍ରୀ ମାନେ ପରୀକ୍ଷା ରେ ସଫଳତା ପାଇବେ ।
୬. କନ୍ୟା ରାଶି- ଏହି ରାଶିର ବ୍ୟକ୍ତି ମାନଙ୍କ ପାଇଁ ଏକ ଉତ୍କୃଷ୍ଟ ବର୍ଷ ଚାହିଁ ରହିଛି । ଏମାନେ ସବୁ କ୍ଷେତ୍ରରୁ ସଫଳତା ଲାଭ କରିବେ । ଶତ୍ରୁ ମାନେ କିଛି କ୍ଷତି କରି ପାରନ୍ତି । ଏଥିପ୍ରତି ସଜାଗ ରୁହନ୍ତି ।
୭. ତୁଳା ରାଶି- ଏହି ରାଶିର ବ୍ୟକ୍ତି ମାନେ ସବୁ କ୍ଷେତ୍ରରେ ସତର୍କତା ର ସହ କାର୍ଯ୍ୟ କରନ୍ତୁ ସଫଳତା ଲାଭ କରିବେ । ବ୍ୟବସାୟ କ୍ଷେତ୍ରରେ ଲାଭ ହେବ । ପାରିବାରିକ ଜୀବନ ସୁଖମୟ ହେବ । ଭୂମି ତଥା ଗୃହ ସୁଖ ଭୋଗ କରିବେ ।
୮. ବିଚ୍ଛା ରାଶି- ଏହି ରାଶିର ବ୍ୟକ୍ତି ମାନଙ୍କୁ ନୂଆ ଚାକିରୀ ର ସଂଯୋଗ ରହିଛି । ଛାତ୍ରଛାତ୍ରୀ ମାନେ ସଫଳତା ପାଇବେ । ଏହି ରାଶି ଥିବା ବ୍ୟକ୍ତି ବ୍ୟାପାର କ୍ଷେତ୍ରରେ ଲାଭବାନ ହେବେ । ଏହା ସହିତ ଚାକିରୀ କ୍ଷେତ୍ରରେ ମଧ୍ୟ ଉନ୍ନତି ହାସଲ କରିବେ ।
୯. ଧନୁ ରାଶି- ଏମାନଙ୍କ ଜୀବନ ସୁଖ ଶାନ୍ତି ରେ ପରିପୂର୍ଣ୍ଣ ରହିବ ଏବଂ ଯୁବକ ଯୁବତୀ ମାନଙ୍କର ବିବାହ ଯୋଗ ରହିଛି । ବିଦ୍ୟାର୍ଥୀ ମାନଙ୍କ ପାଇଁ ଏହି ସମୟ ଅତ୍ୟନ୍ତ ଅନୁକୂଳ ରହିବ । ଧନ ଲାଭ ହେବାର ମଧ୍ୟ ସମ୍ଭାବନା ରହିଛି ।
୧୦. ମକର ରାଶି- ଏହି ରାଶି ର ବ୍ୟକ୍ତି ମାନଙ୍କ ପାରିବାରିକ ଜୀବନ ରେ ସୁଖ ସମୃଦ୍ଧି ସ୍ଥାପନ ହେବ ଏବଂ ନୂତନ କାର୍ଯ୍ୟ ଆରମ୍ଭ କରିବେ ଏବଂ ସଫଳତା ମଧ୍ୟ ଲାଭ କରିବେ ।
୧୧. କୁମ୍ଭ ରାଶି- ଆସନ୍ତା ନବବର୍ଷ ରେ ଏହି ରାଶିର ବ୍ୟକ୍ତି ମାନଙ୍କ ଜୀବନ ରେ ଏଭଳି ଜଣେ ଆସିବେ ଯାହା ସହାୟତାରେ ସବୁ କ୍ଷେତ୍ରରେ ସଫଳତା ଲାଭ କରିବେ । ଏହି ରାଶିର ଆସନ୍ତା ବର୍ଷ ରେ ଯାତ୍ରା ଯୋଗ ମଧ୍ୟ ରହିଛି ।
୧୨. ମୀନ ରାଶି- ଏହି ରାଶି ର ବ୍ୟକ୍ତି ମାନେ ବ୍ୟବସାୟ କ୍ଷେତ୍ରରେ ଆଶା ଅନୁଯାୟୀ ସଫଳତା ହାସଲ କରି ପାରିବେ ନାହିଁ । କିନ୍ତୁ ସମାଜରେ ଏହି ରାଶିର ବ୍ୟକ୍ତି ମାନଙ୍କ ମାନ ସମ୍ମାନ ପ୍ରତିଷ୍ଠା ହାନି ହେବ ।
ବନ୍ଧୁଗଣ ଆମେ ଆଶା କରୁଛୁ କି ଆପଣଙ୍କୁ ଏହି ଖବର ଭଲ ଲାଗିଥିବ । ତେବେ ଏହାକୁ ନିଜ ବନ୍ଧୁ ପରିଜନ ଙ୍କ ସହ ସେୟାର୍ ନିଶ୍ଚୟ କରନ୍ତୁ । ଏଭଳି ଅଧିକ ପୋଷ୍ଟ ପାଇଁ ଆମ ପେଜ୍ କୁ ଲାଇକ ଏବଂ ଫଲୋ କରନ୍ତୁ ଧନ୍ୟବାଦ ।