କିନ୍ନର ମାନଙ୍କ ଦେଖିବା ମାତ୍ରେ କହିଦିଆନ୍ତୁ ଏହି ଦୁଇଟି ଶବ୍ଦ , ଯାହା ଆପଣଙ୍କ ଭାଗ୍ୟ ଖୋଲିଦେବ

ଆମ ଦେଶ ଭାରତରେ ଅଲଗା ଅଲଗା ଧର୍ମର ବହୁତ ଲୋକ ରହି ଥାଆନ୍ତି । ସେଥିପାଇଁ ବହୁତ ବଡ଼ ବଡ଼ ଉତ୍ସବ ନିଜ ନିଜ ହିସାବରେ ବହୁତ   ଧୂମ ଧାମରେ ମାନାଇଥାନ୍ତି । ବହୁତ ଉତ୍ସବରେ ଲୋକମାନେ ବୁଲି ପଇସା ମାଗିଥାନ୍ତି। ଏମିତି ଲୋକ ଥାଆନ୍ତି ସେମାନଙ୍କ ଉପରେ ଆମେ ପୁରା ବିଶ୍ୱାସ କରିଥାଉ । ସେମାନେ ହେଲେ କିନ୍ନର ।

ଆମ ଘରେ ବାହାଘର , ଜନ୍ମଦିନ ଏମିତି ଉତ୍ସବରେ ସେମାନଙ୍କୁ ଡାକି ପଇସା ଦେଇଥାଉ । ସେମାନେ ମଧ୍ୟ ଖୁସି ହୋଇ ଆଶ୍ରିବାଦ ଦେଇଥାନ୍ତି ।କିନ୍ନର ମାନଙ୍କ ଆଶୀର୍ବାଦ ଆମ ଉପରେ ବହୁତ ଭଲ ପ୍ରଭାବ ପକାଇଥାଏ ।

ସେମାନଙ୍କ ଆଶୀର୍ବାଦ ଆମ ଭାଗ୍ୟ ବଦଳେଇ ଦେଇଥାଏ । ସେମାନଙ୍କ ଆଭିଶପରେ ମଧ୍ୟ ଆମ ଭାଗ୍ୟ ଖରାପ ହୋଇଯାଇଥାଏ । ଯଦି ଆପଣ ପଇସା ଦେଇସାରି ଆପଣ ଏହି ଦୁଇଟି ଶବ୍ଦ କହିଦେଉଛନ୍ତି ,ତାହାଲେ ଆପଣଙ୍କ ଭାଗ୍ୟ ଖୋଲିଯାଇଥାଏ , ଆପଣ ମାଲାମାଲ ହୋଇଯିବେ ।

ଆପଣଙ୍କ ଧନଯୋଗର ରାସ୍ତା ଖୋଲିଯାଇଥାଏ । ଏହି ଦୁଇଟି ଶବ୍ଦ କହିବା ପରେ ଆପଣଙ୍କ ସମ୍ପତିରେ ଉନ୍ନତି ଆସିଥାଏ ଓ ଆପଣଙ୍କର ଦୁଇଗୁଣ ଧନ ଲାଭ ହୋଇଥାଏ । ତେଣୁ ଆପଣ କିନ୍ନର ମାନଙ୍କୁ ପାଇସା ଦେଇସାରିବା ପରେ ତାଙ୍କୁ କୁହନ୍ତୁ ଯେ ,”ଆପଣ ଆଉଥରେ ଆସିବେ”।

ଏହା କହିବାଦ୍ୱାରା ତାଙ୍କୁ ଲାଗିବ ଯେ ,ଆପଣ ପଇସା ଆପଣଙ୍କ ହୃଦୟର ସହ ଦେଇଛନ୍ତି । ସେ ସେହିଠାରେ ଆପଣଙ୍କୁ ମଧ୍ୟ ହୃଦୟର ସହ ଆଶୀର୍ବାଦ କରିବେ ।

ଆମ ପେଜକୁ ଲାଇକ କରି ଦିଅନ୍ତୁ । ଆମେ ସବୁ ସମୟରେ କିଛି କାମରେ ଆସିବା ଭଳି ଲେଖା ଆଣି ଥାଉ । ଯାହା ଫଳରେ ସେ ସବୁ ଆପଣ ପାଇ ପାରିବେ । ଲେଖାଟି କେମିତି ଲାଗିଲା ନିଜ ମତାମତ ଜଣାନ୍ତୁ ଓ ଅନ୍ୟମାନଙ୍କ ସହ ସେଆର କରନ୍ତୁ ।

Leave a Reply

Your email address will not be published. Required fields are marked *