ପାସୱାର୍ଡ କୁ ଓଡ଼ିଆରେ କଣ କୁହାଯାଏ? ଜାଣିଲେ ଆଶ୍ଚର୍ଯ୍ୟ ହୋଇଯିବେ

ପାସୱାର୍ଡ  କୁ ଓଡ଼ିଆରେ କଣ କୁହାଯାଏ? ଜାଣିଲେ ଆଶ୍ଚର୍ଯ୍ୟ ହୋଇଯିବେ

1. ଓଡ଼ିଆରେ ପାସୱାର୍ଡ କୁ କ’ଣ  କୁହାଯାଏ ?

ଉତ୍ତର; ପାସୱାର୍ଡକୁ ଓଡ଼ିଆରେ ‘କୂଟ ଶବ୍ଦ’ କୁହାଯାଏ ।

2. ଓଡ଼ିଆରେ ବ୍ୟାଙ୍କ କୁ କ’ଣ କୁହାଯାଏ?

ଉତ୍ତର; ବ୍ୟାଙ୍କକୁ ଓଡିଆ ରେ” ଅର୍ଥ ଭଣ୍ଡାର’ କୁହାଯାଏ ।

3. ବର୍ଷକ ରେ ଥରେ ଏବଂ ଶନିବାର ରେ ଥରେ ଆସେ ତାହା କ’ଣ?

ଉତ୍ତର; ଏହା ଏକ କଠିନ ପ୍ରଶ୍ନ । ଏହି ପ୍ରଶ୍ନଗୁଡିକର ଉତ୍ତର ସହଜ କିନ୍ତୁ ଆପଣଙ୍କ ବୁଦ୍ଧି କୁ ହଲାଇବାକୁ ଯଥେଷ୍ଟ । ଓଡ଼ିଆ ଅକ୍ଷର ‘ବ’ ବର୍ଷକ ରେ ଥରେ ଏବଂ ଶନିବାର ରେ ଥରେ ଆସେ । କଣ ଚମକି ପଡିଲେ ନା କଣ?

4. କଣ ଆପଣ ଜାଣନ୍ତି? ଯଦି ହେଡଫୋନ୍ କୁ ଆପଣ ଗୀତ ଶୁଣିବା ପାଇଁ ମାତ୍ର ଏକ ଘଣ୍ଟା ପାଇଁ ବ୍ୟବହୃତ କରନ୍ତି, ତେବେ ଆପଣଙ୍କ କାନରେ ଥିବା ଜୀବାଣୁ ୪୦୦ ଗୁଣ ବୃଦ୍ଧି ପାଇଥାଏ ।

5. ଯଦି ଆପଣ ସାହାଯ୍ୟ ପାଇଁ ଆହ୍ୱାନ କରୁଛନ୍ତି, ତେବେ କିଛି ଲୋକଙ୍କୁ ବାଛନ୍ତୁ, ବିଶେଷକରି ଯେଉଁମାନେ ନାଲି ସାର୍ଟ ପିନ୍ଧିଛନ୍ତି । ଏହା ସେହି ଲୋକଙ୍କୁ ଦାୟିତ୍ୱବାନ ଅନୁଭବ କରାଇବ ଏବଂ ସାହାଯ୍ୟ ପାଇବା ସମ୍ଭାବନାକୁ ବଢାଇବ ।

6. ସାଧାରଣତଃ, ଆପଣଙ୍କର ଉଚ୍ଚତା ସାଧାରଣତ ଆପଣଙ୍କ ପିତାଙ୍କ ନିକଟରୁ ଆସିଥାଏ ଯେତେବେଳେ ମନର କ୍ଷମତା, ଭାବପ୍ରବଣ ଶକ୍ତି ଏବଂ ଶରୀରର ଗଠନ ମାତା ନିକଟରୁ ଆସିଥାଏ ।

7 – କେଉଁ ପ୍ରାଣୀ ଅଣ୍ଡିରା ହେଲେ ବି ଛୁଆ ଜନ୍ମ କରେ ?

ଉତ୍ତର- ସମୁଦ୍ର ଘୋଡା ଅଣ୍ଡିରା ହେଲେ ବି ଛୁଆ ଜନ୍ମ କରେ ।

8 -କେଉଁ ପକ୍ଷୀ ପଥର କୁ ଖାଇଥାଏ ?

ଉତ୍ତର- ଅଷ୍ଟ୍ରିଚ ପକ୍ଷୀ ପଥର କୁ ଖାଇଥାଏ ।

9 -ବିଶ୍ୱର ସବୁଠାରୁ ଲମ୍ବା ଘାସ ର ନାମ କ’ଣ ?

ଉତ୍ତର- ବାମ୍ବୋ ।

10 – ପୃଥିବାରେ ଏମିତି କୋଉ ଫୁଲ ଅଛି ଯାହା ର ଓଜନ ପାଖା ପାଖି୧୦ କିଲୋ ଗ୍ରାମ ?

ଉତ୍ତର-ରଫ୍ଲେସିଆ ପୃଥିବୀର ଏମିତି ଏକ ଫୁଲ ଯାହା ର ଓଜନ ପାଖା ପାଖି ୧୦ କିଲୋ ଗ୍ରାମ ।

11 -କେଉଁ ପ୍ରାଣୀର ଧ୍ଵନି ବା ସ୍ବର ନଥାଏ ?

ଉତ୍ତର- ଜିରଫ ଏଆ ସ୍ୱର ବା ଧ୍ଵନି ନଥାଏ । ସେ କେବେ ବି ହେଲେ ଶବ୍ଦ କରେନି । ବାସ ଦେଖିଥାଏ ।

12 -କେଉଁ ପ୍ରାଣୀ କେବେ ହେଲେ ମରିନଥାଏ ? ସବୁ ବେଳେ ଅମର !

ଉତ୍ତର- ଜେଲି ଫିଶ କେବେ ବି ମରିନଥାଏ ସବୁବେକେ ସେମିତି ବଂଚିକି ଥାଏ ।

13 -କେଉଁ ଫଳରେ ୨୫ ଶତକଡ଼ା ପବନ ଥାଏ ?

ଉତ୍ତର- ସେଓ ରେ ୨୫ ଶତକଡା ପବନ ଥାଏ ।

14 -କେଉଁ ପକ୍ଷୀ ମାନେ ଛୁଆ ଜନ୍ମ କରି ସାରି ସଙ୍ଗେ ସଙ୍ଗେ ସେମାନଙ୍କୁ କ୍ଷୀର ଦିଏ ?

ଉତ୍ତର- ଚେମଣୀ ଗୋଟେ ଏମିତି ପକ୍ଷୀ ଯିଏ ତା ଛୁଆ କୁ ଜନ୍ମ କରିସାରି ସେମାନେ ଙ୍କୁ ସଙ୍ଗେ ସଙ୍ଗେ କ୍ଷୀର ଦିଏ ।

15 – କେଉଁ ଫୁଲ ସବୁବେଳେ ସୂର୍ଯ୍ୟ ଙ୍କ କିରଣ ଯୋଉ ପଟେ ପଡେ ସେପଟ କୁ ଅନେଇ ଥାଇ ରହିଥାଏ ?

ଉତ୍ତର-ସୂର୍ଯ୍ୟ ମୁଖୀ ଫୁଲ ସବୁବେଳେ ସୂର୍ଯ୍ୟଙ୍କ କିରଣ ଯୋଉ ପଟେ ପଡେ ସେପଟ କୁ ଅନେଇ ରହିଥାଏ ।

16 – କେଉଁ ଫୁଲ ସୂର୍ଯ୍ୟ ଙ୍କ କିରଣ ପଡିଲେ ଫୁଟେ ?

ଉତ୍ତର- ଗୋଲାପ

17 -କେଉଁଠି ଧଳା ହାତୀ ଦେଖିବାକୁ ମିଳେ ?

ଉତ୍ତର- ଥାଇଲାଣ୍ଡ

18 – କେଉଁ ପ୍ରାଣୀ କାମୁଡିବା ଯୋଗୁଁ ପୃଥିବୀ ରେ ସବୁଠାରୁ ଅଧିକ ମଣିଷ ମରିଥାନ୍ତି?

ଉତ୍ତର – ମଶା

ଆମ ପେଜକୁ ଲାଇକ କରି ଦିଅନ୍ତୁ । ଆମେ ସବୁ ସମୟରେ କିଛି କାମରେ ଆସିବା ଭଳି ଲେଖା ଆଣି ଥାଉ । ଯାହା ଫଳରେ ସେ ସବୁ ଆପଣ ପାଇ ପାରିବେ । ଲେଖାଟି କେମିତି ଲାଗିଲା ନିଜ ମତାମତ ଜଣାନ୍ତୁ ଓ ଅନ୍ୟମାନଙ୍କ ସହ ସେଆର କରନ୍ତୁ ।

Leave a Reply

Your email address will not be published. Required fields are marked *