ଘରେ ଯଦି ଝିଟିପିଟି ଦେଖାହୁଏ ତେବେ ତୁରନ୍ତ ପକାଇ ଦିଅନ୍ତୁ ଏହି ଜିନିଷ ? ହେବ ଧନର ବର୍ଷା !

ନମସ୍କାର ବନ୍ଧୁଗଣ , ଘରେ ଯଦି ଝିଟିପିଟି  ଦେଖାହୁଏ ତେବେ ତୁରନ୍ତ ପକାଇ ଦିଅନ୍ତୁ ଏହି ଜିନିଷ ଆପଣଙ୍କ ଉପରେ ହୋଇଥାଏ ଧନର ବର୍ଷା । ସାଧାରଣତ ଆମେ ଝିଟିପିଟି କୁ ଦେଖିଲା ମାତ୍ରେ କୁ ଘୃଣା କରି ଆଡେଇ ଦେଇଥାଉ । ଭଗବାନଙ୍କ ସୃଷ୍ଟି ରେ ପ୍ରତ୍ୟେକ ଜୀବଜନ୍ତୁ ଭିନ୍ନ ଭିନ୍ନ ରୂପ ରଙ୍ଗ ରେ ସୃଷ୍ଟି କରିଛନ୍ତି , କିନ୍ତୁ ଆମେ ଝିଟିପିଟି କୁ ଦେଖି ମାତ୍ରେ ପସନ୍ଦ କରିନଥାଉ । କାରଣ ଝିଟିପିଟି ର ଆକାର ଆକୃତି ଭଲ ଲାଗି ନଥାଏ ।

ଆଉ କିଛି ଲୋକମାନେ ଝିଟିପିଟି କୁ ଦେଖି ଡରି ଯାଇଥାନ୍ତି । ମାତ୍ର ସେମାନେ ଏହା ଜାଣିନଥାନ୍ତି କି ସେମାନେ ଡରୁଥିବା ଭୟଙ୍କର ଝିଟିପିଟି କେତେ ଶୁଭଦାୟକ ଅଟେ । ଜ୍ୟୋତିଷ ଶାସ୍ତ୍ରରେ ଏହାର ବିଶେଷ  ଗୁରୁତ୍ଵ ସମ୍ବନ୍ଧରେ ବର୍ଣ୍ଣନା କରାଯାଇଅଛି । ଅନେକ ଅଞ୍ଚଳ ରେ ଝିଟିପିଟି କୁ ପୂଜା କରାଯାଇଥାଏ ଓ ଆମ ଓଡିଶା ର ବୋରତନାଥ ମନ୍ଦିରରେ ଝିଟିପିଟି କୁ ପୂଜା କରାଯାଏ ।

କୁହାଯାଏ ଏହି ଝିଟିପିଟିର ଦଶନରେ ଭକ୍ତମାନଙ୍କ ଦର୍ଶନ ଫଳ ଦୁଇ ଗୁଣିତ ହୋଇଯାଇଥାଏ । ଆଜି ଆମର ଆପଣଙ୍କୁ ଝିଟିପିଟି ଉପରେ ଏମିତି ଏକ ଉପାୟ କହିବାକୁ ଯାଉଛି ଯାହାକୁ କରିବା ଦ୍ଵାରା ମା ‘ ଲକ୍ଷ୍ମୀଙ୍କ କୃପା ଆପଣମାନଙ୍କ ଉପରେ ପଡିଥାଏ । ଦୀପାବଳୀ ଦିନ ଝିଟିପିଟି ଦେଖା ଯିବା ବହୁତ ଶୁଭ ହୋଇଥାଏ । କୁହାଯାଏ ପୁରା ବର୍ଷ ସାରା ଆପଣଙ୍କ ଘରେ ସୁଖ , ସମବୃଦ୍ଧି ରହିଥାଏ ।

ଆଜି ଆମେ ଆପଣଙ୍କୁ କହୁଥିବା ଉପାୟ ଟିକୁ କରିବା ଦ୍ଵାରା ଧନ ସମ୍ବନ୍ଧୀୟ ସମସ୍ୟା ସବୁ ଦିନ ପାଇଁ ଦୂର ହୋଇଯିବ । ଆପଣଙ୍କ ଘରେ ବହୁତ ଦିନ ଧରି ଧନ ର ଅଭାବ ପରିଲକ୍ଷିତ ହୋଇଥାଏ , ଯେତେ ରୋଜଗାର କରିଲେ ମଧ୍ୟ ତାହା ରହିନଥାଏ । ତେବେ ଆପଣ ଏହି ଉପାୟ କୁ ନିଶ୍ଚୟ କରନ୍ତୁ । ପ୍ରଥମେ ଆପଣଙ୍କୁ ଯଦି ଆପଣଙ୍କ କାନ୍ଥ ରେ ଝିଟିପିଟି ଦେଖାଯାଇଥାଏ ତେବେ ଆପଣ ଭଗବାନଙ୍କ ପାଖରେ ଥିବା ଚାଉଳ କୁ ନେଇଜି ଆସି ଦୂର ରୁ ହିଁ ଝିଟିପିଟି ଉପରେ ଫୋପାଡି ଦିଅନ୍ତୁ ।

ଏହି ପରିକା କରିବା ସମୟରେ ଆପଣ ଆପଣଙ୍କର ଯେକୋଣସି କାମନାକୁ ମନ ରେ ଭାବନ୍ତୁ । ଝିଟିପିଟି ର ପୂଜା କରିବା ଦ୍ଵାରା ଆପଣଙ୍କ ଘରେ ଧନ ର ଅଭାବ ଦୂର ହୋଇ ଆପଣଙ୍କ ଉପରେ ଧନର ବର୍ଷା ହୋଇଥାଏ । ଆପଣଙ୍କ ପାଇଁ ନୂତନ ସୁଯୋଗ ଆସିଥାଏ ଭବିଷ୍ୟତ ରେ ଆପଣ ଉନ୍ନତ ସ୍ଥାନରେ ପହଞ୍ଚିଥାନ୍ତି । ଝିଟିପିଟି କୁ ପୂଜା କରିବା ଅତ୍ୟନ୍ତ ଶୁଭ ହୋଇଥାଏ ।

ଧନ କୁ ଆପଣଙ୍କ ଘର କୁ ଆଣିବାରେ ଝିଟିପିଟି ର ପ୍ରମୁଖ ଗୁରିତ୍ଵ ରହିଛି । ତେଣୁ ଆପଣଙ୍କ ଘରେ ଯଦି ରହିଥାଏ ଧନ ର ଅଭାବ ତେବେ ଆପଣ ଘରେ ଦେଖାଯାଇଥିବା ଝିଟିପିଟି ଉପରେ ଏହି ଉପାୟ କୁ ନିଶ୍ଚୟ କରନ୍ତୁ  । ଆମ ପୋଷ୍ଟ କୁ ଅନ୍ୟମାନଙ୍କ ସହ ଶେୟାର କରନ୍ତୁ ଓ ଆମ ପେଜ୍ କୁ ଲାଇକ , କମେଣ୍ଟ କରିବାକୁ ଭୁଲିବେ ନାହିଁ ।

Leave a Reply

Your email address will not be published. Required fields are marked *