କ୍ଷୀରରେ ହଳଦୀ ମିଶାଇ ପିଇବା ଦ୍ଵାରା ମିଳିଥାଏ ଏହି ଚମତ୍କାରୀ ଫାଇଦା, ଯାହା କୋଟିଏ ଟଙ୍କା ଖର୍ଚ୍ଚ କଲେ ବି ମିଳିବ ନାହିଁ- Health Tips

ବନ୍ଧୁଗଣ ନମସ୍କାର ଯିଏ ନିଜର ସ୍ୱାସ୍ଥ୍ୟ ପାଇଁ ସମୟ ବାହାର କରେ ନାହିଁ ସେ ନିଜର ବେମାର ପାଇଁ ସମୟ ବାହାର କରିଥାଏ । ଏବଂ କିଛି ଲୋକ ଭାବନ୍ତି ନିଜ ସ୍ୱାସ୍ଥ୍ୟ ର ଯତ୍ନ ନେବା ପାଇଁ ବହୁତ ସମୟ ବାହାର କରିବାକୁ ପଡିବ ।

କିନ୍ତୁ ଏହା ନୁହେଁ ଆଜି ଆମେ ଆପଣଙ୍କୁ ବହୁତ ସରଳ ଏବଂ ସହଜ ଉପାୟ କହିବୁ ଯାହା ଦ୍ୱାରା ଆପଣ ନିଜର ସ୍ୱାସ୍ଥ୍ୟ ର ଯତ୍ନ ଅତି କମ ସମୟ ରେ ଆପଣ ନେଇ ପାରିବେ । ଏବଂ ଏହାକୁ କରିବା ଦ୍ବାରା ଆପଣଙ୍କ ସ୍ୱାସ୍ଥ୍ୟ ଏକଦମ ଠିକ ରହିବ । କାରଣ ନିଜର ସ୍ୱାସ୍ଥ୍ୟ କୁ ଯତ୍ନ ନେଲେ ହିଁ ଆପଣ ନିଜର ଜୀଵନ କୁ ବହୁତ ଭଲ ଭାବରେ ଭୋଗ କରି ପାରିବେ । ନଚେତ କେବଳ ଔଷଧ ରେ ହିଁ ଆପଣ ଙ୍କୁ ନିଜର ପଇସା ଏବଂ ସମୟ ଖର୍ଚ୍ଚ କରିବାକୁ ପଡିବ ।

ଆଜି ଆମେ ଯେଉଁ ଉପାୟ ବିଷୟରେ ଆଜି ଆଲୋଚନା କରିବୁ ସେ ହେଉଛି ପାଣି । ପାଣି ଠାରୁ ଆଉ ଅଧିକ ଭଲ ଜିନିଷ କିଛି ନୁହେଁ । ପାଣି ଆମ ସ୍ୱାସ୍ଥ୍ୟ ପାଇଁ ବହୁତ ଉପଯୋଗୀ ମଧ୍ୟ । ତେବେ ଚାଲନ୍ତୁ ଜାଣିନେବା ପାଣି ଦ୍ବାରା ଆମେ କିପରି ନିଜର ରୋଗ ରୁ ମୁକ୍ତି ପାଇଁ ପାରିବା ଏବଂ ନିଜର ସ୍ୱାସ୍ଥ୍ୟ ର ଯତ୍ନ ମଧ୍ୟ ନେଇ ପାରିବା ।

ଆମ ସମସ୍ତ ଙ୍କ ଘରେ ଫ୍ରିଜ ଅଛି ଏବଂ ଗରମ କାଳ ରେ ସମସ୍ତେ ଥଣ୍ଡା ପାଣି ପିଇବାକୁ ବହୁତ ଭଲ ମଧ୍ୟ ପାଇଁ ଥାଆନ୍ତି । କିନ୍ତୁ ଥଣ୍ଡା ପାଣି ପିଇବା ଦ୍ୱାରା ଆମ ଶରୀରରେ ଥିବା ଫୁସଫୁସ ଖରାପ ହୋଇ ଯାଏ । ଏବଂ ଏହା ଖରାପ ହେଲେ ଆମ ପେଟ ଖରାପ ହୋଇ ଯାଏ । ଏବଂ ଖାଦ୍ୟ ହଜମ ହୁଏ ନାହିଁ ଏବଂ ଖାଦ୍ୟ ଶଢି ବାକୁ ଲାଗିଯାଏ । ଏବଂ ଏହା ଦ୍ୱାରା ଆମ ଖାଉଥିବା ସମସ୍ତ ଖାଦ୍ୟ ର ପୋଷଣ ଆମକୁ ମିଳି ନଥାଏ ।

ଆମ ଦେହ ଖରାପ ହେବାକୁ ଲାଗେ । ଏବଂ ରକ୍ତ ମଧ୍ୟ ଖରାପ ହୋଇଯାଏ । ରକ୍ତ ଖରାପ ହେବା ଦ୍ୱାରା ଅନେକ ରୋଗ ସୃଷ୍ଟି ହୋଇ ଯାଏ । ଆମ ପେଟରେ ପଥର ହୋଇ ଯାଏ । ତେଣୁ ଥଣ୍ଡା ପାଣି ପିଇବା ଉଚିତ ନୁହେଁ । ତେବେ ଆଜି ଆମେ ହଳଦୀ କ୍ଷୀର ପିଇବା ଦ୍ୱାରା ଶରୀର କୁ କି କି ଲାଭ ମିଳିଥାଏ ଏବଂ କି କି ରୋଗ ଭଲ ହୋଇଯିବ ସେ ବିଷୟରେ ଆଲୋଚନା କରିବା । ତେବେ ଆସନ୍ତୁ ଜାଣିନେବା ।

୧- ଯେଉଁ ମାନଂକୁ ପାଗ ବଦଳିବା ସହ ସାମାନ୍ୟ ଥଂଡା ଜ୍ଵର ହୋଇଥାଏ ତେବେ ଆପଣ କଫ ପ୍ରକୃତି ର । ଏଥିପାଇଁ ଆପଣ ଙ୍କୁ ଶୁଦ୍ଧ ଗାଈ କ୍ଷୀର ରେ ଏକ ଚୁଟିକି ହଳଦୀ ପକାଇ ରାତିରେ ଶୋଇବା ପୂର୍ବରୁ ପିଇବା ଦ୍ୱାରା ସେ ସମସ୍ତ ସମସ୍ୟା ଦୂର ହୋଇଥାଏ ।

୨- ଦ୍ୱିତୀୟ ରେ ହେଉଛି ଯେଉଁ ଲୋକ ମାନଙ୍କ ର ମେଟାବୋଲିଯିମ ବିଗିଡି ଯାଇଥାଏ ଯାହାଦ୍ୱାରା ଶରୀର ରେ ଭଲ ଭାବରେ କ୍ୟାଲେରି ବଢି ପାରେ ନାହିଁ ଏବଂ ପେଟ ର ସମସ୍ୟା କବ୍ଜ ର ସମସ୍ୟା ମଧ୍ୟ ରହୁଛି । ତେବେ ଆପଣ ରାତିରେ ଗରମ କ୍ଷୀର ରେ ତ୍ରିଫଳା ଗୁଣ୍ଡ ଏବଂ ହଳଦୀ ଗୁଣ୍ଡ ପକାଇ ନିୟମିତ ଭାବରେ ସେବନ କରିବା ଦ୍ୱାରା ପେଟ ଜନିତ ସମସ୍ତ ସମସ୍ୟା ଦୁରେଇ ହୋଇ ଯିବ ।

୩- ତୃତୀୟ ତେ ହେଉଛି ଯଦି ବାତ ସମ୍ବନ୍ଧ ସମସ୍ୟା ଥାଏ କିମ୍ବା ଆପଣ ଙ୍କ ଆଣ୍ଠୁ ଗଣ୍ଠି ବିନ୍ଧା ଅଂଟା ବିନ୍ଧାହୁଏ ତେବେ ଆପଣ ରାତିରେ ଶୋଇବା ବେଳେ ଏକ ଗିଲାସ ରେ କ୍ଷୀର ନେବେ ଏକ ଚୁଟିକି ଅର୍ଜୁନ ର ଛାଲ ପକାଇବା ଏବଂ ଫୁଟାଇବା । ଫୁଟାଇବା ପରେ ଅଧା ଚମଚ ହଳଦୀ ଗୁଣ୍ଡ ପକାଇବା ଏବଂ ଶିଳାଜିତ ର ରସ ପକାଇ ଦେବେ ଏବଂ ଏହାର ସେବନ ଦ୍ୱାରା ଏହି ସବୁ ସମସ୍ୟା ଦୂର ହୋଇଯିବ ।

ତେଣୁ ନିଜ ପ୍ରେମ ନିବେଦନ କିମ୍ବା ପ୍ରକାଶ କରିବାରେ କେବେବି ଡ଼ରନ୍ତୁ ନାହିଁ ଏବଂ ଏହା ଛଡା ନିଜ ବାସ ରାତି ରେ ମଧ୍ୟ ପୁରୁଷ ମାନେ କେବେ ଲାଜ କିମ୍ବା ଡରିବା ଉଚିତ ନୁହେଁ ନହେଲେ ଆପଣ ଙ୍କ ସମ୍ପର୍କରେ ଫାଟ ସୃଷ୍ଟି ହୋଇଯାଇଥାଏ।

Leave a Reply

Your email address will not be published. Required fields are marked *