Vastu Tips- କେଉଁ ମାସରେ ଘର କଲେ ସୁଖ ସମୃଦ୍ଧି ଓ ଧନ ସମ୍ପତି ମିଳେ, କିନ୍ତୁ ଏହି ମାସରେ କେବେ ବି ଘର କରନ୍ତୁ ନାହିଁ… 

ନମସ୍କାର ବନ୍ଧୁଗଣ , ଘର କୁ ନିର୍ମାଣ କରିବା  ସାମାନ୍ୟ ବିଷୟ ହୋଇନଥାଏ ମଣିଷ ଅନେକ ବର୍ଷର ପରିଶ୍ରମ ପରେ ଏହା କରିଥାଏ । ଘର କୁ ତିଆରି କରିବା ପୂର୍ବରୁ ଆମେ ଘର କୁ କେଉଁ  ମାସରେ ଏବଂ ଜାତକ ଅନୁସାରେ କେଉଁ ଦିନ ରେ ଆରମ୍ଭ କରିବାର ଅଛି ତାହାକୁ ଜାଣି କରିବା ଉଚିତ୍ । ଆମ ବାସ୍ତୁ ଶାସ୍ତ୍ର କୁ ଦେଖି ଘର କୁ ତିଆରି କରିବା ଆମ ପାଇ ଭଲ ହୋଇଥାଏ । ଘର କୁ ତିଆରି କରିବା ପୂର୍ବରୁ ଭୂମି ପୂଜା କରାଯାଏ ଏବଂ ଏହା ଶାସ୍ତ୍ର ନିୟମ ଅଟେ ।

ଘର କୁ ନିର୍ମାଣ କରିବା ପାଇଁ କେଉଁ ମାସ ଉତ୍ତମ ହୋଇଥାଏ । କାରଣ ଶୁଭ ମାସ  ରେ ଘର କୁ ନିର୍ମାଣ କରିବା ଦ୍ଵାରା ଏହା ଆମ ପାଇଁ ଶୁଭ ଦାୟକ ହୋଇଥାଏ ନଚେତ୍ ଏହା ଆମ ଘର ପାଇଁ ଅଶୁଭ ର କାରଣ ହୋଇଥାଏ । ଘରକୁ ତିଆରି କରିବା ମଣିଷ ର ଆଶା ହୋଇଥାଏ ମାତ୍ର ମାସ କୁ ନ ଦେଖି ତିଆରି କରିବା କଥା ନୁହେ  ।

ଆଜି ଆମେ ଜାଣିବା ବସ୍ତୁ ଶାସ୍ତ୍ର ଅନୁଯାୟୀ କେଉଁ ମାସ ରେ ଘର ତିଆରି କରିବା ଉଚିତ୍ ଏବଂ ଶୁଭଦାୟକ ହୋଇଥାଏ । ତେଣୁ ଘର କି ନିର୍ମାଣ କରିବା ପୂର୍ବରୁ ମାଟି , ସ୍ଥାନ ଏବଂ ଭୂଖଣ୍ଡ ର ପରୀକ୍ଷା କରିବା ନିହାତି ଜରୁରୀ ହୋଇଥାଏ । ଏବେ ଆସନ୍ତୁ ଜାଣିବା କେଉଁ ମାସ ରେ ଘର କରିବା ଦ୍ଵାରା କେଉଁ ଫଳ ପ୍ରାପ୍ତ ହୋଇଥାଉ । ଏପ୍ରିଲ ପନ୍ଦର ଠାରୁ ମେ ମାସ ପନ୍ଦର ମଧ୍ୟରେ ଘର ନିର୍ମାଣ ଶୁଭଦାୟକ ହୋଇଥାଏ ।

ସେ ଘରେ ବସବାସ କରୁଥିବା ବ୍ୟକ୍ତି ସୁଖ , ଶାନ୍ତି , ଧନ ରେ ପରିପୂର୍ଣ୍ଣ ହୋଇଥାଏ । ଏହି ମାସ ଶୁଭ ହୋଇଥାଏ । ମେ ମାସ  ପନ୍ଦର ଠାରୁ ଜୁନ୍ ପନ୍ଦର ଭିତରେ ଯଦି ଘର ନିର୍ମାଣ କରନ୍ତି ତେବେ ଏହା ଶୁଭ ହୋଇଥାଏ ଆପଣ ଘରେ ଅକାଳ ମୃତ୍ୟୁ ର ସମ୍ଭାବନା ରହିଥାଏ । ତେଣୁ ଏହି ମାସ ରେ ଘର ତ କାମ ଆରମ୍ଭ କରନ୍ତୁ ନାହିଁ ।

ଆଷାଢ ମାସ ଯଥା ଜୁନ ମାସ ପନ୍ଦର ଠାରୁ ଜୁଲାଇ ମାସ ପନ୍ଦର ରେ ଘର ନିର୍ମାଣ କରିବା ଦ୍ଵାରା ସେ ଘରେ ଧନ, ପଶୁସମ୍ପତି ଏବଂ ଉତ୍ତମ ବାହନ ଭବନ ପ୍ରାପ୍ତି  ହୋଇଥାଏ । ଭାଦ୍ରକ ମାସ ରେ ଗୃହ ନିର୍ମାଣ କରିବା ଗୃହ ର କର୍ତ୍ତା ପାଇଁ ପ୍ରାଣ ହାନି ର ସମ୍ଭାବନା ରହିଥାଏ । ତେଣୁ ଏହି ମାସ ଗୃହ ନିର୍ମାଣ ପାଇ ଅଶୁଭ ହୋଇଥାଏ ।  କାର୍ତ୍ତିକ ମାସରେ ଗୃହ ନିର୍ମାଣ କରିବା ଦ୍ଵାରା ମଣିଷ ହସ ଖୁସିରେ ଜୀବନ କୁ କାଟିଥାଏ ।

ଯଥା ଘରେ ସର୍ବଦା ଖୁସି , ଧନ ସମ୍ପତି ରହିଥାଏ । ମାର୍ଗଶିର ମାସ ରେ ଘର ନିର୍ମାଣ କରିବା ଦ୍ଵାରା ଗୃହ ର କଥାଙ୍କୁ ସୁଖ ସମବୃଦ୍ଧି ପ୍ରାପ୍ତ ହୋଇଥାଏ । ଫଲ୍ଗୁନ ମାସ ମଧ୍ୟ ଘର ନିର୍ମାଣ ପାଇଁ ଶୁଭ ହୋଇଥାଏ ଚୈତ୍ର ମାସ ଗୃହ ତିଆରି କରିବା ଅଶୁଭ ହୋଇଥାଏ । ଆପଣଙ୍କୁ ଯଦି ଏହି ପୋଷ୍ଟ ଭଲଲାଗିଥାଏ ତେବେ ଆମ ପେଜ କୁ ଲାଇକ ଶେୟାର ଆଉ କମେଣ୍ଟ କରନ୍ତୁ ।

Leave a Reply

Your email address will not be published. Required fields are marked *