ବନ୍ଧୁଗଣ, ସାଧାରଣତ ଅନେକ ମହିଳା ତଥା ପୁରୁଷ ମାନଙ୍କର କେଶ ସମସ୍ୟା ଦେଖାଯାଇଥାଏ । ଆଜି ଆମ୍ଭେ ଆପଣ ମାନଙ୍କୁ ଏହି ଘରୋଇ ଉପାୟ ଟି ସମ୍ବନ୍ଧରେ କହିବାକୁ ଯାଉଅଛୁ ।ଏହାକୁ ପ୍ରୟୋଗ କରି ଆପଣ କେଶ ଜାତୀୟ ସମସ୍ତ ସମସ୍ୟା କୁ ସମାପ୍ତ କରି ପାରିବେ । ଆସନ୍ତୁ ତେବେ ଜାଣିବା ସେହି ବିଶେଷ ଉପାୟ ଟି କଣ ଅଟେ ? ଆଜିକାଲି ସମସ୍ତ ଙ୍କ ଠାରେ ପ୍ରାଏ ସମାନ ସମସ୍ୟା ଦେଖାଯାଉଅଛି । କେଶ ସମସ୍ୟା ବର୍ତ୍ତମାନ ବହୁଳ ଭାବରେ ବଢିବାକୁ ଲାଗିଛି ।
ଆପଣ ଗ୍ୟାସ ରେ ଏକ ପାତ୍ରରେ ୨ କପ ପାଣି ପକାନ୍ତୁ । ଏହାପରେ ଆପଣ ଏକ ଚାମଚ ମେଥିଦାନା ନିଅନ୍ତୁ । ଆପଣ ମାନେ ଜାଣିଥିବେ ଯେ ମେଥିରେ ହାଇ ପ୍ରୋଟିନ ରହିଥାଏ । ଏହା ଆମ କେଶ ପାଇଁ ବହୁତ ଭଲ ଅଟେ । ମେଥିଦନା କୁ ପାଣିରେ ପକାଇ ଦିଅନ୍ତୁ । ଏହାପରେ ସେଥିରେ ଆପଣ ୧ ଚାମଚ କଳାରାଶି ପକାଇ ଦିଅନ୍ତୁ । ଏହା ଆମ୍ଭ କେଶ କୁ ମୂଳରୁ ମଜବୁତ କରିଥାଏ । ଏହାପରେ ଏହି ପାଣି କୁ ଆପଣ ଭଲ ଭାବରେ ଫୁଟିବାକୁ ଦିଅନ୍ତୁ ।
ଏହି ପଣି ସଂପୂର୍ଣ୍ଣ ଫୁଟି ଫୁଟି ଅଧା ହେଲା ପର୍ଯ୍ୟନ୍ତ ଆପଣ ଏହାକୁ ଫୁଟାଇବେ । ଏହାପରେ ଆପଣ ଖଣ୍ଡେ ଅଦା କୁ ନେଇ ତାକୁ ଭଲ ଭାବରେ ଧୋଇ ନିଅନ୍ତୁ । ଏହି ଅଦା ଖଣ୍ଡ କୁ ଛେଚି ସେଥିରେ ପକାଇ ଦିଅନ୍ତୁ । ଆପଣ କ୍ରମଶ ଦେଖିବେ ଯେ ଏହି ପାଣି ଟି ଫୁଟି ଫୁଟି ତାହାର ରଙ୍ଗ ବଦଳି ଯାଇଅଛି । ଏହାପରେ ଆପଣ ଗ୍ୟାସ କୁ ବନ୍ଦ କରି ଦିଅନ୍ତୁ । ଏହା ସଂପୂର୍ଣ୍ଣ ଭାବେ ଥଣ୍ଡା ହୋଇଗଲେ ଏହି ପାଣି କୁ ଆପଣ ଗୋଟିଏ ପାତ୍ର ରେ ଛାଣି କାଢି ନିଅନ୍ତୁ । ଏହାପରେ ଆପଣ ଏହାକୁ ଏକ ସ୍ପ୍ରେ ବୋତଲ ରେ ଭର୍ତ୍ତି କରି ନିଅନ୍ତୁ ।
ଯଦି ଆପଣଙ୍କ ପାଖରେ ସ୍ପ୍ରେ ବୋତଲ ନାହିଁ ତେବେ ଆପଣ ଏହାକୁ ତୁଳା ସାହାର୍ଯ୍ୟ ରେ ମଧ୍ୟ ପ୍ରୟୋଗ କରି ପାରିବେ । ଏହି ପାଣି କୁ ନେଇ ଆପଣ ନିଜ କେଶ ର ମୂଳରେ ସ୍ପ୍ରେ ଅଥବା ତୁଳା ସାହାର୍ଜୟରେ ଲଗାନ୍ତୁ । ଏହି ଭଳି ଭାବେ ଲଗାଇ ଆପଣ ନିଜ କେଶ କୁ ମସାଜ କରନ୍ତୁ । ଏହାଦ୍ଵାରା ଆପଣଙ୍କ ବ୍ଲଡ଼ ସର୍କୁଲେସନ ସଠିକ ଭାବରେ ଇମ୍ପୃଭ ହେବ । ଆପଣଙ୍କ କେଶ ମଜବୁତ ହେବ ।
ସମସ୍ତ ରୂପୀ ସମସ୍ୟା ମଧ୍ୟ କ୍ଷୟ ହେବ । ଏହାଛଡା କେଶ ସମ୍ବନ୍ଧୀୟ ଅନ୍ୟ କୌଣସି ସମସ୍ୟା ଥିଲେ, ଆପଣଙ୍କର ସେ ସବୁ ଦୂର ହେବ । ଏହା ଏକ ନ୍ୟାଚୁରାଲ ଉପାୟ ଅଟେ । ବନ୍ଧୁଗଣ ଆପଣ ମାନଙ୍କୁ ଏହି ବିଶେଷ ବିବରଣୀ ଟି ଭଲ ଲାଗୁଥିଲେ ନିଜର ମତାମତ କମେଣ୍ଟ ମାଧ୍ୟମରେ ଜଣାନ୍ତୁ । ଆଶା କରୁଛୁ ଆପଣଙ୍କୁ ଆମର ପୋସ୍ଟ ଟି ଭଲ ଲାଗିଥିବ । ଭଲ ଲାଗିଥିଲେ ଲାଇକ ଓ ଶେୟାର କରିବେ ଓ ଆଗକୁ ଆମ ସହିତ ରହିବା ପାଇଁ ପେଜକୁ ଲାଇକ କରିବାକୁ ଭୁଲିବେ ନାହିଁ । ଧନ୍ୟବାଦ