Health Tips- କେଶ ସମସ୍ଯା, ଡାଇବେଟିସ, ଜଏଣ୍ଟ ପେନ୍, ପେଟ ବିନ୍ଧା ଓ Kidney ସ୍ଟୋନରୁ ମିଳିବ ମୁକ୍ତି, କେବଳ ଏହି ଗୋଟିଏ ଫୁଲ 100 ବର୍ଷ ପର୍ଯ୍ୟନ୍ତ ହେବନି କୌଣସି ରୋଗ

ନମସ୍କାର ବନ୍ଧୁଗଣ । ସୂଚନା ଅନୁସାରେ ମନ୍ଦାର ଫୁଲକୁ ତ ସବୁ ଲୋକ ଜାଣିଥିବେ । ପ୍ରାୟତଃ ଲୋକେ ଏହି ଫୁଲକୁ କେବଳ ଠାକୁରଙ୍କର ପୂଜା ଅର୍ଚନା ଭଳି କାର୍ଯ୍ୟରେ ବ୍ୟବହାର କରାଯାଇଥାଏ ବୋଲି ଜାଣିଥାନ୍ତି । କେବଳ ମନ୍ଦାର ଫୁଲ ନୁହେଁ ବଂର ମନ୍ଦାର ପତ୍ରର ମଧ୍ୟ ଆମ ଶରୀର ପାଇଁ ବହୁତ କିଛି ସ୍ଵାସ୍ଥ ସମ୍ବଦ୍ଧିତ ଫାଇଦା ରହିଛି । ଯେତେବେଳେ ମଧ୍ୟ ମନ୍ଦାର ପତ୍ରର ବ୍ୟବହାର କରିବେ ।

ସେତେବେଳେ ସର୍ବଦା ସବୁଜ ଓ ସତେଜ ମନ୍ଦାର ପତ୍ରର ହିଁ ବ୍ୟବହାର କରିବେ । ଯଦି କାହାର ପାଟିରେ ଶିତୁଳିଆ ହୋଇଥାଏ । ତେବେ ମନ୍ଦାର ପତ୍ରକୁ ଯଦି ଚୋବାଇ ଖାଇବେ । ତେବେ ୨ ଦିନ ଭିତରେ ଶିତୁଳିଆ ସଂପୂର୍ଣ୍ଣ ଭଲ ହୋଇଯିବ । ମନ୍ଦାର ପତ୍ରକୁ ଭଲ ଭାବରେ ଧୋଇ ତାହାକୁ ବାଟି ତାର ରସ କିମ୍ବା ପେଷ୍ଟ ପ୍ରସ୍ତୁତ କରନ୍ତୁ ।

ସେହି ମନ୍ଦାର ପତ୍ରର ପେଷ୍ଟକୁ ଯଦି ନଡିଆ ତେଲ କିମ୍ବା ଖାଲି କେଶର ମୂଳ ତଥା ସଂପୂର୍ଣ୍ଣ କେଶରେ ଲଗାଇବେ । ୨ ରୁ ୩ ଘଣ୍ଟା ପରେ ସାମ୍ପୁ ସହାୟତାରେ କେଶକୁ ଭଲ ଭାବରେ ସଫା କରିଦେବେ । ତେବେ କେଶରେ ଜମିଥିବା ସମସ୍ତ ଇନଫେକସନକୁ ଏହା ଦୂର କରି କେଶର ଝଡିବା ସମସ୍ଯାକୁ ଦୂର କରିବ ।

ଏହା ସହିତ ନୂତନ କେଶ ଉଠାଇବା ସହିତ କେଶରେ ଚମକ ପ୍ରଦାନ କରିବ । ଯେଉଁ ମାନଙ୍କର ପେଟ କାଟୁଥିବ । ସେମାନେ ଏହି ମନ୍ଦାର ପତ୍ରର ୫ ରୁ ୭ ml ରସ ଯଦି ସେବନ କରନ୍ତି । ତେବେ ପେଟ ଯନ୍ତ୍ରଣା ଭଲ ହୋଇଥାଏ । ଯେଉଁ ବ୍ୟକ୍ତି ମାନଙ୍କର ଆଣ୍ଠୁ ଗଣ୍ଠି ଯନ୍ତ୍ରଣା ରହୁଥାଏ । ତେବେ ମନ୍ଦାର ଫୁଲକୁ ବାଟି ତାହାର ପେଷ୍ଟ ପ୍ରସ୍ତୁତ କରି ତାହାକୁ ଯେଉଁ ଜାଗାରେ ଯନ୍ତ୍ରଣା ହେଉଥିବ ।

ସେହି ସ୍ଥାନରେ ନେଇ ଲେପ ଦିଅନ୍ତୁ । ଦେଖିବେ ଯଏଣ୍ଟ ପେନ୍ ସମସ୍ଯା ଦୂର ହୋଇଯିବ । ମନ୍ଦାର ଫୁଲ ଛୁର୍ଣ୍ଣ ପ୍ରସ୍ତୁତ କରି ୧ ଗ୍ଳାସ କ୍ଷୀର ସହିତ ୧ ଚାମଚ ମନ୍ଦାର ଫୁଲ ଚୂର୍ଣ୍ଣ ସେବନ କରନ୍ତି । ତେବେ କିଛି ମାସ ମଧ୍ୟରେ ଶରୀରରେ ରହିଥିବା ରକ୍ତର ଅଭାବ ପୂରଣ ହୋଇଥାଏ । ଯଦି ୧ ମନ୍ଦାର ଫୁଲକୁ ନେଇ ତା’ ର ପାଖୁଡାକୁ ୧ ଗ୍ଳାସ ପାଣିରେ ପକାଇ ତାହାକୁ କିଛି ସମୟ ଗରମ କରି ତା’ ର ସେବନ କରନ୍ତି ।

ସେହି ଚାହାରେ ଫାଲେ ଲେମ୍ବୁକୁ ମଧ୍ୟ ମିଶାଇ ପାରିବେ । ତେବେ କିଡ୍ନୀରୁ ଷ୍ଟୋନ ଭଲ କରିବା ,ଡାଇବେଟିସ ନିୟନ୍ତ୍ରଣ ଓ କୋଲେଷ୍ଟ୍ରଲ୍ କମ ହେବା ଓ ପରିସ୍ରା ଜନିତ ଭଳି ସମସ୍ଯା ଭଲ ହୋଇଥାଏ । ତେବେ ମନ୍ଦାର ଫୁଲ ଓ ପତ୍ରରୁ ଆମ ଶରୀରକୁ ବହୁତ ସାରା ଫାଇଦା ମିଳିଥାଏ । ଯଦି ପୋଷ୍ଟଟି ଭଲ ଲାଗିଥାଏ । ତେବେ ଆମ ସହ ଯୋଡି ହୋଇ ରହିବା ପାଇଁ ଆମ ପେଜକୁ ଲାଇକ୍, କମେଣ୍ଟ ଓ ଶେୟାର କରନ୍ତୁ। ଧନ୍ୟବାଦ

Leave a Reply

Your email address will not be published. Required fields are marked *