Health Tips- କେମିତି କମିବା ମୋଟା ପେଟ ? ପତଳା ହେବ ଶରୀର, ମୋଟାପା ପାଇଁ ଚିନ୍ତିତ ଥିଲେ ଜଲ୍ଦି ଦେଖନ୍ତୁ…

ନମସ୍କାର ବନ୍ଧୁଗଣ । ସୂଚନା ଅନୁସାରେ ଆଜିର ବର୍ତ୍ତମାନ ସମୟରେ ପେଟ ବଢିବା ମୁଣ୍ଡ ବିନ୍ଧାର ଏକ କାରଣ ହୋଇଯାଇଛି । ପେଟରେ ଅଧିକ ଚର୍ବି ବଢିଯିବା କାରଣରୁ ପେଟର ଆକାର ବୃଦ୍ଧି ପାଇ ପେଟ ବାହାରକୁ ଚାଲି ଆସୁଛି । ମେଦ ବହୁଳ କାରଣ ଯୋଗୁ ଶରୀରରେ ବିଭିନ୍ନ ପ୍ରକାର ରୋଗ ବେମାରୀ ମାଡି ବସିଥାଏ । ଯେଉଁ କାରଣରୁ ଲୋକ ମାନେ ନିଜ ପେଟର ଆକାର କମାଇବାକୁ ଅନେକ ଏକ୍ଷସରସାଇଜ କରିବା ସହ ଡାଏଟ୍ ମଧ୍ୟ କରୁଛନ୍ତି ।

ତଥାପି ମଧ୍ୟ ପେଟ କମିଯାଇଥାଏ । ଆଜି ଆପଣ ଏପରି ଏକ ଘରୋଇ ସହଜ ଉପଚାର ପ୍ରଣାଳୀ ବିଷୟରେ ଜାଣିବାକୁ ପାଇବେ । ଏହି ଉପଚାର ପ୍ରସ୍ତୁତ କରିବା ପାଇଁ ଆପଣଙ୍କୁ ଯେଉଁ ସବୁ ସାମଗ୍ରୀର ଆବଶ୍ୟକତା ରହିଅଛି । ତାହା ବହୁତ ସହଜରେ ଆପଣଙ୍କ ଘରେ ଉପଲବ୍ଧ ହୋଇଯିବ । ଏହି ଉପଚାର ପାଇଁ ଆପଣଙ୍କୁ ୩ ଟି ସାମଗ୍ରୀର ଆବଶ୍ୟକତା ରହିଛି ।

ପ୍ରଥମଟି ହେଉଛି ନଡିଆ ତେଲ । ନଡିଆ ତେଲ ମଧ୍ୟ ଶରୀରରୁ ଘଟାଇବାରେ ବହୁ ମାତ୍ରାରେ ସାହାଜ୍ଯ କରିଥାଏ । ଦିତୀୟ ସାମଗ୍ରୀ ହେଉଛି ଭିକ୍ସ । ଥଣ୍ଡା, ମୁଣ୍ଡ ବିନ୍ଧା ବେଳେ ବ୍ୟବହାର କରୁଥିବା ଭିକ୍ସ ମଧ୍ୟ ଶରୀରରେ ଜମା ହୋଇଥିବା ଚର୍ବିକୁ ତରଲାଇ ଶରୀରକୁ ସ୍ଲିମ ଓ ଫିଟ୍ ଆକାର ଦେଇଥାଏ ।

ତୃତୀୟ ସାମଗ୍ରୀ ହେଉଛି କର୍ପୁର । କର୍ପୁର ମଧ୍ୟ ଏହି ଉପଚାର ପାଇଁ ନିହାତି ଭାବେ ଆବଶ୍ୟକ ହୋଇଥାଏ । ଆପଣ ପ୍ରଥମେ ଏକ ପାତ୍ରରେ ଏକ ଚାମଚ ନଡିଆ ତେଲ ରଖିବେ । ତାପରେ ଅଧ ଚାମଚ ଭିକ୍ସ ନଡିଆ ତେଲରେ ମିଶାଇବେ । ତାପରେ ୨ ଟି କର୍ପୁରକୁ ଗୁଣ୍ଡ କରି ସେଥିରେ ମିଶାଇ ୩ ଟି ସାମଗ୍ରୀକୁ ଭଲ ଭାବରେ ଗୋଳାଇ ଦିଅନ୍ତୁ ।

ତାପରେ ଆପଣଙ୍କର ଚମତ୍କାରୀ ରେମିଡି ପ୍ରସ୍ତୁତ ହୋଇଯିବ । ପ୍ରସ୍ତୁତ କରିଥିବା ରେମିଡିକୁ ଆପଣ ପେଟରେ ଭଲ ଭାବରେ ଲଗାଇ ଦେବେ । ବେଶି ସମୟ ପର୍ଯ୍ୟନ୍ତ ମସାଜ କରିବାର ଆବଶ୍ୟକତା ନାହିଁ । ଆପଣ ଚାହିଁଲେ ଶରୀରରେ ଯେଉଁ ସବୁ ସ୍ଥାନରେ ଆପଣଙ୍କ ଚର୍ବି ଜମାହୋଇଥିବ ସେହି ଜାଗାରେ ମଧ୍ୟ ଲଗାଇ ଛାଡି ଦେବେ ।

ଏହାକୁ ଲଗାଇ ଆପଣ କୌଣସି କାମ ମଧ୍ୟ କରିପାରିବେ । ପ୍ରସ୍ତୁତ କରିଥିବା ପେଷ୍ଟକୁ ଶରୀରରେ ଯେଉଁ ସ୍ଥାନରେ ଚର୍ବି କମାଇବାକୁ ଲଗାଇଛନ୍ତି । ସେହି ଜାଗାରେ ହିଟ୍ ବାହାରି ଥାଏ । ଯାହା ଯୋଗୁ ଶରୀରରେ ଝାଳ ଆକାରରେ ଚର୍ବି ବାହାରି ଯାଇଥାଏ । ଏହାକୁ ଲଗାଇ ରଖିବାର 2 ଘଣ୍ଟା ପରେ ଏହାକୁ ପାଣି ସାହାଜ୍ଯରେ ଧୋଇ ଦିଅନ୍ତୁ ।

ଏହିପରି କିଛ ଦିନ କରିବା ପରେ ନିହାତି ଭାବରେ ଚର୍ବି ଘଟିଯିବ । ଆପଣଙ୍କର ପେଟରେ ଥିବା ଚର୍ବି ତରଳି ପେଟ ସ୍ଲିମ ଆକାରର ହୋଇଯିବ । ଯଦି ଏହି ପୋଷ୍ଟଟି ଭଲ ଲାଗିଥାଏ । ତେବେ ଆମ ପେଜକୁ ଲାଇକ୍, କମେଣ୍ଟ ଓ ଶେୟାର କରନ୍ତୁ ।

Leave a Reply

Your email address will not be published. Required fields are marked *