କେମିତି କମେଇବେ ବଡ ପେଟ ମାତ୍ର ୨ ଦିନରେ…..

ଆପଣ ମାନେ ଜାଣିଛନ୍ତି ଆଜି୍ର ଦିନରେ ମୋଟା ପେଟ ବା ଚର୍ବି ସମସ୍ତଙ୍କର ମୁଣ୍ଡ ବିନ୍ଧା ର କାରଣ ହୋଇଛି । ସେମିତିରେ ଏହି ପେଟରେ ଚର୍ବି ହେବା କାରଣ ରୁ ହିଁ ଏମିତି ମୋଟା ପଣ ଆପଣ ମାନଙ୍କୁ ବହୁତ ସମୟ ରେ ଦେଖିବା ପାଇଁ ମିଳେ ।

ଏହା ଫଳ ରେ ଏହା ଆପଣ ମାନଙ୍କ ସୈନ୍ଧର୍ଯ୍ୟ କୁ ନଷ୍ଟ କରିବା ସହିତ ଆପଣ ମାନଙ୍କ ଦେହ ରେ ବିଭିନ୍ନ ପ୍ରକାରର ରୋଗ କୁ ଜାତ କରି ଥାଏ । ବହୁତ ଲୋକ ମାନେ ଏହି ପେଟର ଚର୍ବି କୁ ବାହାର କରିବା ପାଇଁ ଏସ୍କେସାଇଜ୍ କରନ୍ତି ।

 

ଏବଂ ଡାଇଟ୍ ମଧ୍ୟ ସେମାନେ ପାଳନ କରନ୍ତି , ହେଲେ ତଥାପି ବି ସେମାନେ ଏହି ମୋଟା ପଣ ରୁ ଦୂରେଇ ପାରନ୍ତି ନାହିଁ । ହେଲେ ସେମିତି ବେଳେ ଆମେ ଆଜି ଆପଣ ମାନଙ୍କ ପାଇଁ ସେମିତି ଗୋଟିଏ ଉପାୟ ନେଇ କରି ଆସିଛୁ ଜାହା ଆପଣ ମାନଙ୍କ ଦେହରୁ ଏହି ଚର୍ବି କୁ ବାହାର କରିବାରେ ସଂମ୍ପର୍ଣ୍ଣ ଭାବେ ସହାୟକ ହେବ । ତେବେ ଆସନ୍ତୁ ଏହି ବିଷୟ ରେ ଜାଣିନେବା ।

ସେମିତି ରେ ଦର୍ଶକ ବନ୍ଧୁ ଆପଣ ମାନେ ଦେହ ରେ ଲଗାଉ ଥିବା ନଡ଼ିଆ ତେଲ ଆପଣ ମାନଙ୍କ ଚର୍ବି କୁ ସଂମ୍ପର୍ଣ୍ଣ ଭାବେ ଘଟାଇ ଦିଏ । ତେବେ ଦର୍ଶକ ବନ୍ଧୁ  ଆପଣ ମାନେ ଏହା ପାଇଁ ଗୋଟିଏ ପାତ୍ରରେ ଅଧା ଚାମଚ ନଡ଼ିଆ ତେଲ ଏବଂ ଅଧା ଚାମଚ ଭିକ୍ସ ଭିପୋରବ୍ ଆଣନ୍ତୁ ।

ଏବଂ ଏଥିରେ 6 ଟି କର୍ପୂର କୁ ସଂମ୍ପର୍ଣ ଭାବେ ଗୁଣ୍ଡ କରି ଦିଅନ୍ତୁ । ଏବଂ ମିଶାଇ ଦିଅନ୍ତୁ । ଏବଂ ଏହା ପରେ ଆପଣ ମାନେ ଏହାକୁ ସବୁ ଆପଣ ମାନଙ୍କ ଚର୍ବି ହୋଇ ଥିବା ସ୍ଥାନ ରେ ଲଗାଇ ଦିଅନ୍ତୁ । ଆପଣ ମାନଙ୍କ ପେଟ ବଢି ଥିଲେ ତେବେ ଆପଣ ମାନେ ଏହାକୁ ସଂମ୍ପର୍ଣ୍ଣ ପେଟ ରେ ହିଁ ଲଗନ୍ତୁ ।

ତେବେ ଆପଣ ମାନଙ୍କ ପାଇଁ ଏହା ଜରିବାର କାର୍ଯ୍ୟ କରିବ । ତଥା ଆପଣ ମାନେ ଜଙ୍ଗ ତଥା ଯେଉଁ ସ୍ଥାନ ରୁ ବି ଆପଣ ମାନେ ଚର୍ବି କୁ ବାହାର କରିବା ପାଇଁ ଚାହାଁନ୍ତି ସେହି ସ୍ଥାନ ରେ ଆପଣ ମାନେ ଏହା କିଛି ଦିନ ପର୍ଯ୍ୟନ୍ତ ଲଗାନ୍ତୁ ତଥା ଲଗାଇବା ପରେ ଆପଣ ମାନେ 6 ସାତ ଘଣ୍ଟା ପର୍ଯ୍ୟନ୍ତ ଏହାକୁ ଧୁଅନ୍ତୁ ନାହିଁ । ତେବେ ଦେଖିବେ ଆପଣ ମାନଙ୍କୁ ସେହି ସ୍ଥାନ ରେ ବହୁତ ଗରମ ହେବା ସହିତ ଆପଣ ମାନଙ୍କ ଚର୍ବି ରେ ଫରକ ଦେଖିବା ପାିଁ ମିଳିବ ।

ଆମ ପେଜକୁ ଲାଇକ କରି ଦିଅନ୍ତୁ । ଆମେ ସବୁ ସମୟରେ କିଛି କାମରେ ଆସିବା ଭଳି ଲେଖା ଆଣି ଥାଉ । ଯାହା ଫଳରେ ସେ ସବୁ ଆପଣ ପାଇ ପାରିବେ । ଲେଖାଟି କେମିତି ଲାଗିଲା ନିଜ ମତାମତ ଜଣାନ୍ତୁ ଓ ଅନ୍ୟମାନଙ୍କ ସହ ସେଆର କରନ୍ତୁ ।

Leave a Reply

Your email address will not be published. Required fields are marked *