କେଦାରନାଥ ଯାତ୍ରା ସମୟରେ ଯେତେବେଳେ ନିଜ ଭକ୍ତ ଙ୍କୁ ବଞ୍ଚେଇବା ପାଇଁ ଆସିଲେ ନିଜ ମହାଦେବ, ଆଉ ତା’ ପରେ ଯାହା ହେଲା ତାକୁ ଦେଖି ଥରିବାକୁ ଲାଗିଲେ ସମସ୍ତେ

କୁହାଯାଏ କି ଆମେ ଯଦି ଭଗବାନ ଙ୍କୁ ପ୍ରକୃତ ମନରୁ ଡାକିବା ତେବେ ସେ ନିଶ୍ଚିତ ଭାବେ ଆମକୁ ସାହାଜ୍ଯ କରିବେ । ତେବେ ଭଗବାନ ମହାଦେବ ହେଉଛନ୍ତି ତ୍ରିକାଳ ଦର୍ଶୀ ସେ ସାରା ସଂସାର ପାଇଁ ନିଜେ ବିଶ ପାନ କରିଥିଲେ ।

ସେ ହେଉଛନ୍ତି ମାହା ଦୟାଳୁ ଠାରେ ଯିଏ ତାଙ୍କ କୃପା ପାଇଛି ସେ ଜାଣିଛି କି ସେ କିଭଳି ନିଜ ଭକ୍ତ ଙ୍କୁ ରକ୍ଷା କରନ୍ତି ସବୁ ପ୍ରକାର ଅସୁବିଧାରୁ । ଯଦି ଆପଣ ଜାଣିବେ କି ଏଭଳି କିଛି ଘଟଣା ସତରେ  ହୋଇଛି ତେବେ ଆପଣ ମଧ୍ୟ ଆଶ୍ଚର୍ଯ୍ୟ ହୋଇ ଯିବେ । ଆପଣଙ୍କୁ ଆଜି ଏଭଳି ଏକ ସତ୍ୟ ଘଟଣା ବିଷୟରେ କହିବା ପାଇଁ ଯାଉଛୁ ଆସନ୍ତୁ ଜାଣିବା କିଭଳି ଭଗବାନ ନିଜ ଭକ୍ତଙ୍କୁ ରକ୍ଷା କରି ଥିଲେ ।

ଏହି ଘଟଣା ହେଉଛି ୨୦୦୪ ମଶିହାର ବାଲବୀର ନାମକ ଜେନ ବ୍ୟକ୍ତି ଦିନେ ତାଙ୍କ ବନ୍ଧୁ ମାନଙ୍କ ସହ କେଦାର ଅନାଥ ଯାତ୍ରା କରିବା ପାଇଁ ସ୍ଥିର କଲେ । ସବୁଙ୍କ ଅନୁମତି କ୍ରମେ ସେ ଏକ ବସ କୁ ଭଡା କରିଥିଲେ ଓ ସେଥିରେ ସବୁ ଯାତ୍ରୀ ଙ୍କ ପାଇଁ ସବୁ ସୁବିଧା ଥିଲା । ମାତ୍ର ତାଙ୍କ ସହର ପାଖରୁ କ୍ଦାର ନାଥ ଙ୍କ ମନ୍ଦିର ୩ ଦିନ ଲାଗି ଜୀବ ବୋଲି ବସ ବାଲା କହିଥିଲା । ବସ ରେ କେବଳ ଦୁଇଟି ଡ୍ରାଇ ଭାର ଓ ବାକି ସବୁ ଯାତ୍ରୀ ମାନେ ବାଲବୀର ଙ୍କ ବନ୍ଧୁ ଓ ତାଙ୍କ ପରିବାର ଲୋକମାନେ ଥିଲେ । ବସ ଗୋଟେ  ଦିନ ଯାତ୍ରା କରି ସାରିବା ପରେ ସେମାନେ କହିଲେ କି ଜଲ୍ଦି ପହଞ୍ଚିବାର ଅଛି ।

ତେଣୁ କରି କିଛି ସମୟ ରହି ଖାଇବା ଖାଇ ସାରିଲା ପରେ ସେମାନେ ସ୍ଥିର କଲେ କି ସେମାନେ ନିଶ୍ଚିତ ଭାବେ ରାତିରେ ଯାତ୍ରା କରିବେ । ଏହା ସବୁଙ୍କ ଅନୁମତି ନେଇ ସାରିଲା ପରେ ସ୍ଥିର ହେଲା । ହଠାତ ଜଙ୍ଗଲରେ ଗାଡିରେ ଏକ କଣ୍ଟା ପଶିଯିବାରୁ ଏହା ପମ୍ପଚର ହୋଇ ଗଲା । ଗାଡିରେ ଆଉ ଅଲଗା ଟାୟାର ମଧ୍ୟ ନଥିଲା  । ତେଣୁ କରି ସବୁ ଭୟଭୀତ ହୋଇ ଯାଇଥିଲେ କାରଣ ସେହି ଜଙ୍ଗଲ ରେ ଅନେକ ଡାକୁ ରୁହନ୍ତି ଓ ଅନେକ ବାର ଏହି ଜାଗାରେ ଲୁଟ ହେବାର ସେମାନେ ମଧ୍ୟ ଶୁଣି ଥିଲେ ।

ତେଣୁ କରି  ସବୁ ଭୟଭୀତ ଥିଲେ । ଭୟରେ କିଛି ଲୋକ ଗାଦୀରୁ ଓହ୍ଲାଇବା ପାଇଆନ ମନ ଅମଧ୍ୟ କଲେ । ହଠାତ ଏକ ଲୋକ ଜଙ୍ଗଲ ରାସ୍ତାରୁ ଆସିଲା ଓ ସେମାନଙ୍କୁ କହିଲା କି ଆପଣଙ୍କ ର କଣ ଅସୁବିଧା ହୋଇଛି । ବାଲବୀର ବାବୁ ବାହାରକୁ ଆସି କହିଲେ ନିଜ ସମସ୍ଯା । କିନ୍ତୁ ସେମାନେ ମଧ୍ୟ ତାଙ୍କୁ ପ୍ରଶ୍ନ ପଚାରିଲେ କି ଆପନ୍ନ ଏକା ଏଠାରେ କଣ କରୁଛନ୍ତି ସେ କହିଲେ କି ଆପଣ ଗାଡିରେ ବସନ୍ତୁ ମୁ କାହାକୁ ଡାକିକି ଆଣିବି ଜିଏ ଆପଣଙ୍କ ଗାଡି ସଜାଡି ଦେବ ।

ଏହାର ୨୦ ମିନିଟ ପରେ ମଧ୍ୟ ସେହି ଲୋକ ଆଉ ଆସିଲାନି । ଏହା ପାଇଁ ବ୍ୟସ୍ତ ହୋଇ ବାଲବୀର ବାବୁ ଗାଦୀରୁ ଓହ୍ଲାଇ ଆସିଲେ ଦେଖିବା ବେଳେ ଛକ ଠିକ ହୋଇ ଯାଇଛି ସେ ଯାଇ ସଭିଙ୍କୁ ଏହି ବିଷୟରେ କହିଲେ । ଓ ସବୁ କହିଲେ ଏଥିରେ ନିଶ୍ଚିତ ଭାବେ ଭଗବାନ ଶିବ ଙ୍କ ଦୟା ଅଛି । ବାଲବୀର ବାବୁ ସେହି ଦିନୁ ଭଗବାନ ଙ୍କୁ ଆହୁରି ଗମ୍ଭୀର ଭାବେ ଆରାଧନା କରନ୍ତି ।

ବନ୍ଧୁଗଣ ଆମେ ଆଶା କରୁଛୁ କି ଆପଣଙ୍କୁ ଏହି ଖବର ଭଲ ଲାଗିଥିବ । ତେବେ ଏହାକୁ ନିଜ ବନ୍ଧୁ ପରିଜନ ଙ୍କ ସହ ସେୟାର୍ ନିଶ୍ଚୟ କରନ୍ତୁ । ଏଭଳି ଅଧିକ ପୋଷ୍ଟ ପାଇଁ ଆମ ପେଜ୍ କୁ ଲାଇକ ଏବଂ ଫଲୋ କରନ୍ତୁ ଧନ୍ୟବାଦ

Leave a Reply

Your email address will not be published. Required fields are marked *