ମଣିଷ ଶରୀର ର ସଂରଚନା ଖୁବ ବିଚିତ୍ର ଥାଏ । ମଣିଷ ଶରୀର ରେ ବିଭିନ୍ନ ଅଙ୍ଗରେ କିଛି ନା କିଛି ଜଟିଳତା ଥାଏ । ତେବେ ଆପଣ ମାନେ ଜଣାଇଥିବେ କି କିଛି ଲୋକଙ୍କ ଶରୀର ରେ କଳାଜାଇ କିମ୍ବା କିଛି କଳା ହୋଇକି ଭାତୁଡି ଭଳି ବାହରି ଥାଏ ।
ମାତ୍ର ଯେଉଁ କଳା ଯାଇ ଗୁଡିକ ବଡ ହୋଇ ଥାଏ ତାକୁ ଆମେ ଅନେକ ସମୟରେ କହି ଥାଉ କି ଆମେ ଏହା ଭାତୁଡି ବୋଲି। କାରଣ ହେଉଛି କି ଏହା ଖୁବ ବଡ ହୋଇ ଥାଏ । ମାତ୍ର ଭାତୁଡି ଅଲଗା ହୋଇ ଥାଏ । ଆପଣ ମାନେ ଜାଣିଥିବେ କି କଳା ଯାଇ ହେଉଛି ସୁନ୍ଦରତା ର ପ୍ରତୀକ । ଜେଭଳି କି ଓଠ ଆଖ ପାଖରେ ଥିବା କଳା ଯାଇ ସୁନ୍ଦରତା କୁ ଖୁବ ଭଲ ଭାବେ ଦେଖାଇ ଥାଏ । କିଛି ଲୋକମାନେ ତ ଏହାକୁ ନେଇ ଅନେକ କଥା ମଧ୍ୟ କହିଥାନ୍ତି । କୁହା ଯାଏ କି ଯେଉଁ ମାନେ ଦେଖିବା କୁ ସୁନ୍ଦର ସେମାନଙ୍କ ଚେହେରାରେ କଳା ଯାଇ ମଧ୍ୟ ଥାଏ ।
କିନ୍ତୁ କିଛି ସମୟରେ ଏହା ଲୋକ ମାନଙ୍କ ରୂପକୁ ବଦଳାଇ ଦେଇ ଥାଏ । ଜେଭଳି କି ବଡ ବଡ ଆକୃତିର ଏହା ହୋଇ ଗଲେ ଚେହେରା ଖୁବ କ୍ରୁର ଦେଖା ଯାଏ । ଏହା ସୁନ୍ଦରତା କୁ ଗ୍ରହଣ ଲଗେଇ ବା ଭଳି କାମ କରିଥାଏ । ଯଦି ଆମେ ତ୍ଵଚା ବିଜ୍ଞାନ ଦେଖିବା ତ ଜାଣି ପାରିବା କି କଳା ଯାଇ ପିଗମେନ୍ଟ ଓ ମେଲାନୀନ ର କାରଣ ହୋଇ ଥାଏ । ମଣିଷ ଙ୍କ ଶରୀର ରେ ବିଭିନ୍ନ ରଙ୍ଗ ପାଇଁ ତାଙ୍କ ମାତା ପିତା ଦାଇ ଥାନ୍ତି । ତେବେ ଦେଖିବା ପାଇଁ ଗଲେ ଏହା ପାଇଁ ମଧ୍ୟ ସେମାଙ୍କ ଜିନ ଦାଇ ଥାଏ ମାତ୍ର ଶରୀରରେ ଏହା ଅଧିକ ହେବାର କାରଣ ସେମାନେ ନଥାନ୍ତି ।
ଏହା ଥିରୁ ମୁକ୍ତି ପାଇବା ପାଇଁ ଯଦି ଆମେ ଦେଖିବା ଆମେ ରସୁଣର ବ୍ୟବହାର କରି ପାରିବା । ଆପଣ ଗୋଟେ ରସୁଣ ନେଇକି ତାର ଚୋପା ଛଡେଇ ଦେବେ ଓ ୪ ରୁ ୫ କୋଲା ଛଡେଇ ସାରିବା ପରେ ଆପଣ ଏହାକୁ କାଟି ଛୋଟ ଛୋଟ କରିବେ ଏହା ପରେ ଏହାକୁ ଆପଣ କଳା ଯାଇ କିମ୍ବା ଭାତୁଡି ହୋଇ ଥିବା ଜାଗାରେ ଲଗେଇକି ଏହାକୁ ଆପଣ କିଛି ଦିନ ଘଣ୍ଟା ପାଇଁ ଛାଡି ଦେବେ ମାନେ ୫ ଘଣ୍ଟା ଯାଏ ଏହାକୁ ରହିବାକୁ ଦେବେ ଏହା ପରେ ଆପଣ ସଫା ପାଣିରେ ମୁହଁ କୁ ଧୋଇ ନେବେ ଏଭଳି ପ୍ରତିଦିନ କରିବା ଦ୍ଵାରା ଆପଣଙ୍କ କଳା ଯାଇ ର ସମସ୍ୟା ଦୂର ହୋଇ ଜୀବ ।
ଆଉ ଏକ ଉପାୟ ଆପଣ କରି ପାରିବେ ଆପଣ ଶେଉ ଆଣିକି ତାକୁ ବାଟି ନେବେ ଏହାର ରସକୁ ମିଶେଇ ଦେବେ ରସୁଣ ର ପେଷ୍ଟ ସହ କିନ୍ତୁ ଉଭୟକୁ ଅଲଗା ଅଲଗା ବାଟିବେ । ଏହାକୁ ଆପଣ କଳାଜାଇ କିମ୍ବା ଭାତୁଡି ଉପରେ ଲଗେଇକି କିଛି ସମୟ ପାଇଆନ ଛାଡି ଦିଅନ୍ତୁ । ଏହା କୁ ଆପଣ ପ୍ରାୟ ୩୦ ମିନିଟ ଯାଏ ରଖନ୍ତୁ ଏହା ପରେ ଆପଣ ପାଣିରେ ଧୋଇ ନିଅନ୍ତୁ ଭଲ ଭାବେ ଏହାକୁ ଆପଣ ସବୁ ଦିନ କରିବା ଦ୍ଵାରା ଆପଣଙ୍କ କଳାଯାଇ କିମ୍ବା ଭାତୁଡି ସବୁ ଦିନ ପାଇଁ ଚାଲିଯିବ ।
ଆପଣ ରସୁଣ ଓ ପିଆଜ କୁ ଅଲଗା ଅଲଗା ବାଟିକି ଏହାକୁ ସମାନ ପରିମାଣ ରେ ମିଶାଇ ଦିଅନ୍ତୁ ଓ ଏହାକୁ ଆପଣ ତୁଳା ମଧ୍ୟ ମରେ ଧୀରେ ଧୀରେ କରି ଲଗାନ୍ତୁ ୧୫ ମିନିଟ ପରେ ଆପଣ ଏହାକୁ ଧୋଇ ନେବେ ଏଭଳି ଆପଣ ଦିନରେ ୨ ଥର କରି ପାରିବେ । ଆପଣ କଦଳୀ ଚୋପା କୁ ମଧ୍ୟ କାଟିକି ନେଇକି କଳାଜାଇ ହୋଇ ଥିବା ଜାଗାରେ ଲଗେଇ ଦେବେ ଓ ଏହାକୁ କାନାରେ ଲୁଚାଇକି ରଖିବେ ନହେଲେ ବ୍ୟାଣ୍ଡେଜ କରି ନେବେ ଏହା ପରେ ମୁହଁ କୁ ପାଣିରେ ଧୋଇ ନେବେ ।
ବନ୍ଧୁଗଣ ଆମେ ଆଶା କରୁଛୁ କି ଆପଣଙ୍କୁ ଏହି ଖବର ଭଲ ଲାଗିଥିବ । ତେବେ ଏହାକୁ ନିଜ ବନ୍ଧୁ ପରିଜନ ଙ୍କ ସହ ସେୟାର୍ ନିଶ୍ଚୟ କରନ୍ତୁ । ଏଭଳି ଅଧିକ ପୋଷ୍ଟ ପାଇଁ ଆମ ପେଜ୍ କୁ ଲାଇକ ଏବଂ ଫଲୋ କରନ୍ତୁ ଧନ୍ୟବାଦ