Health Tips- ମଲା ପର୍ଯ୍ୟନ୍ତ ହେବ ନାହିଁ ଆଣ୍ଠୁ-ଗଣ୍ଠି ବିନ୍ଧା ଓ ଅଣ୍ଟା ବିନ୍ଧା, ଜାଣି ରଖନ୍ତୁ ଏହି ରାମବାଣ ଉପାୟ !

ନମସ୍କାର ବନ୍ଧୁଗଣ । ସୂଚନା ଅନୁସାରେ ଶରୀରରେ ବାତ, ପିତ ଓ କଫର ସନ୍ତୁଳନ ଠିକ ଭାବରେ ରହିଲେ । ଶରୀରରେ କୌଣସି ପ୍ରକାର ସମସ୍ଯା ଆସିନଥାଏ । ଏହା ସହିତ ଶରୀର ବହୁ ଦିନ ପର୍ଯ୍ୟନ୍ତ ରୋଗମୁକ୍ତ ରହିଥାଏ । ଯଦି ଏହାର ଅସନ୍ତୁଳନ ଦେଖା ଯାଇଥାଏ । ତେବେ ଏଥିଯୋଗୁ ବିଭିନ୍ନ ସମସ୍ଯାମାନ ଆସିଥାଏ । ଖାସ୍ କରି ଅଣ୍ଟା ବିନ୍ଧା ଓ ଗଣ୍ଠି ଜାଗା ମାନଙ୍କରେ ଯନ୍ତ୍ରଣା ଭଳି ପ୍ରୋବ୍ଲେମ ହୋଇଥାଏ ।

ଏହାକୁ ଠିକ କରିବା ପାଇଁ ଆୟୁରବେଦିକ ଅନୁସାରେ ଏହି ଉପାୟକୁ ନିହାତି କରି ଦେଖନ୍ତୁ । ଏହି ରେମିଡିକୁ କରିବା ପାଇଁ ୩ ଟି ସାମଗ୍ରୀର ଆବଶ୍ୟକତା ରହିଛି । ପ୍ରଥମେ ପାନମଧୁରୀ, ଦିତୀୟରେ ଜୀରା ଓ ତୃତୀୟରେ ଜୁଆଣୀ । ଏହି ୩ ଟି ସାମଗ୍ରୀରେ ଅଲଗା ଅଲଗା ଶରୀର ପାଇଁ ଉପକାରୀତା ରହିଥାଏ। ଯେତେବେଳେ ଏହି ୩ ସାମଗ୍ରୀକୁ ନେଇ ରେମିଡି ପ୍ରସ୍ତୁତ କରି ସେବନ କରାଯାଇଥାଏ ।

ସେତେବେଳେ ଏହା ବାତ, ପିତ ଓ କଫ ସଂପୂର୍ଣ୍ଣ ନିୟନ୍ତ୍ରଣ କରିଦେଇଥାଏ । ରେମିଡିକୁ କରିବା ପାଇଁ ଜୀରା ଓ ପାନମଧୁରୀରୁ ଓ ଜୁଆଣୀ କିଛି ପରିମାଣରେ ଏଠାରେ ନେବା ଉଚିତ । ତାପରେ ଗ୍ଯାସରେ ଏକ ପାତ୍ର ବସାଇ ସେଥିରେ ୧୦୦ ml ର ପାଣିରେ ଏହି ୩ ଟି ସାମଗ୍ରୀକୁ କହିବା ଅନୁସାରେ ସେହି ପରିମାଣରେ ପକାଇବା ଉଚିତ ।

ତାପରେ କିଛି ସମୟ ପର୍ଯ୍ୟନ୍ତ ପାଣିକୁ ଫୁଟାଇ ତାପରେ ପାଣି ଫୁଟିସାରିଲା ପରେ ଗ୍ଯାସକୁ ବନ୍ଦ କରି ଦିଅନ୍ତୁ । କିଛି ସମୟରେ ତାକୁ ଘୋଡାଇ ଛାଡି ଦିଅନ୍ତୁ । ଯେପରି ସମସ୍ତ ପୋଷକ ତତ୍ଵ ପାଣି ମଧ୍ୟକୁ ଚାଲି ଆସିବ । ତାପରେ ସେହି ପାଣିକୁ ଅନ୍ୟ ଏକ ପାତ୍ରକୁ ଛଣା ସାହାଜ୍ଯରେ ଛାଣି ଦିଅନ୍ତୁ ।

ଏହି ପାଣିକୁ ଅଧ ଗ୍ଳାସ ଦିନରେ ୧ ଥର ସେବନ କରନ୍ତୁ । ସପ୍ତାହକୁ ୨ ରୁ ୩ ଥର ଏହାକୁ ସେବନ କରିବା ଉଚିତ । ୨ ରୁ ୩ ମାସ ପର୍ଯ୍ୟନ୍ତ ସେବନ କରି ଏହାର ଭଲ ପ୍ରଭାବ ଶରୀରରେ ଦେଖିବାକୁ ମିଳିବ । ଆଣ୍ଠୁ, ଗଣ୍ଠି ଓ ଅଣ୍ଟାରେ ସୃଷ୍ଟି ହେଉଥିବା ଯନ୍ତ୍ରଣାରୁ ତ୍ରାହି ମିଳିବ । ଏହା ସହିତ ସକାଳେ କିଛି ସମୟ ପାଇଁ ଏକ୍ସରସାଇଜ କରିବା ଉଚିତ ।

ସକାଳର କଅଁଳ ଖରାରେ କିଛି ସମୟ ପର୍ଯ୍ୟନ୍ତ ରହି କୌଣସି ପ୍ରକାର ଯୋଗ ଓ ବ୍ୟାୟାମ କରିବା କିମ୍ବା ଗାର୍ଡେନିଂ ଭଳି କିଛି କାର୍ଯ୍ୟ କରିବା । କାରଣ ସକାଳ ଖରାରେ ଭିଟାମିନ-D ଭରପୁର ମାତ୍ରାରେ ମିଳିଥାଏ । ଯାହା ହାଡକୁ ଶକ୍ତିଶାଳୀ କରିବାରେ ସାହାଜ୍ଯ କରିଥାଏ । ମାଟିରେ କିମ୍ବା ଘାସରେ କିଛି ସମୟ ଚାଲିବା ଉଚିତ ।

କାରଣ ଏହାର ସଂସ୍ପର୍ଶରେ ଆସିବା ଶରୀର ପାଇଁ ବହୁତ ହିଁ ଭଲ ହୋଇଥାଏ । ଯଦି ଏହି ପୋଷ୍ଟଟି ଭଲ ଲାଗିଥାଏ । ତେବେ ଆମ ପେଜକୁ ଲାଇକ୍, କମେଣ୍ଟ ଓ ଶେୟାର କରନ୍ତୁ । ଧନ୍ୟବାଦ

Leave a Reply

Your email address will not be published. Required fields are marked *