Chanakya Niti- କଥା କଥାରେ କାନ୍ଦୁଥିବା ମହିଳାମାନେ କେମିତି ହୋଇଥାନ୍ତି ଜାଣିଲେ ଆଶ୍ଚଯ୍ୟ ହେଇଯିବେ ଆପଣ !

ବନ୍ଧୁଗଣ ଆଚାର୍ଯ୍ୟ ଚାଣକ୍ୟ ଙ୍କ କହିବା ଅନୁଯାୟୀ ନାରୀ ମାନେ ବହୁତ କୋମଳ ହୋଇଥାନ୍ତି । ଏମିତିରେ ଚାଣକ୍ୟ କୁହନ୍ତି କଥା କଥାରେ ଚିଲାଉଥିବା ଓ କାନ୍ଦୁ ଥିବା ମହିଳା କାହା ଠାରୁ ବି କମ ହୋଇ ନ ଥାନ୍ତି । ଚାଣକ୍ୟ କୁହନ୍ତି ସବୁବେଳେ ଚିଲାଉଥିବା ମହିଳା ଏମିତି ହୋଇଥାନ୍ତି ଯାହାଙ୍କର ଚରିତ୍ର ଅଜବ ପ୍ରକାରର ହୋଇଥାଏ । ଏଭଳି ନାରିଙ୍କ ଠାରେ କେହି ରହିବାକୁ ପସନ୍ଦ କରନ୍ତି ନାହି ବରଂ ତାଙ୍କ ବିଷୟରେ ଖରାପ ଶବ୍ଦ କହିଥାନ୍ତି ।

ଆଚାର୍ଯ୍ୟ ଚାଣକ୍ୟ କୁହନ୍ତି ଯଦି ଆପଣଙ୍କ ଘରେ ଏମିତି କେହି ସ୍ତ୍ରୀ ଅଛନ୍ତି ତେବେ ଏହା ବିଷୟରେ କିଛି ଖାସ କଥା ନିଶ୍ଚୟ ଜାଣନ୍ତୁ । ୧- ଚାଣକ୍ୟ କୁହନ୍ତି ମହିଳା ଙ୍କ ଥରେ ସହିବାର ଶକ୍ତି ପୁରୁଷ ମାନଙ୍କ ଅପେକ୍ଷା ଅଧିକ ରହିଥାଏ । ଏମିତିରେ ଯେବେ କୌଣସି ନାରୀ କଥା କଥାରେ କାନ୍ଦି ଥାନ୍ତି ତେବେ ତାଙ୍କୁ ମନାଇବା ଉଚିତ । ଚାଣକ୍ୟ କୁହନ୍ତି ଏମିତି ସ୍ତ୍ରୀ ଆଉ କେବେ ମିଳିବେ ନାହି । ଏମାନେ ଭଲ ବିଚାର ସ୍ଵଭାବର ହୋଇଥାନ୍ତି ।

୨- ଚାଣକ୍ୟଙ୍କ ମତରେ ଯେଉଁ ନାରୀ କଥା କଥାରେ କାନ୍ଦି ଥାନ୍ତି ସେ ନିଜ ପ୍ରେମୀ ଠାରୁ କେବେ ଦୂରେଇ ଯିବାକୁ କହାହେନ ନାହି । ଏମିତି ନାରୀ ପରିବାର ଲୋକ ପାଇଁ ଭଲ ହୋଇଥାଏ । ଏମାନଙ୍କର ହୃଦୟ କୋମଳ ହେବ ଅସହ ସମସ୍ତଙ୍କର ଭାବନାର ସମାନ ଦେଇଥାନ୍ତି ଏଭଳି ନାରୀ । ଏମିତି ନାରୀଙ୍କୁ କେବେ ହାତ ଛଡା କରିବା ଉଚିତ ନୁହେଁ ।

୩- ଯେଉଁ ସ୍ତ୍ରୀର ଭୁଲ ନ ଥାଇ ବି ସେ କାନ୍ଦିଥାଏ ତା ଭିତରେ ମମତା ବହୁତ ରହିଥାଏ । ଯାହା ଆପଣଙ୍କ ଭଲ ହୋଇଥାଏ । ଚାଣକ୍ୟଙ୍କ ମତରେ ନାରିଙ୍କ କାନ୍ଦିବା ଓ ଚିଲାଇବାରେ ବହୁ ପ୍ରକାରର ମାରାତ୍ମକ ରୋଗ ଶେଷ ହୋଇଯାଏ । କାନ୍ଦିବା କାରଣରୁ ମନ ହାଲକା ହୋଇଥାଏ ଓ ମନର ଦୁଖ କିଛି ପରିମାଣରେ ଦୂର ହୋଇଥାଏ ।

୪- କଥା କଥାରେ କାନ୍ଦୁଥିବା ନାରୀ ସମସ୍ତଙ୍କ ଭାଗ୍ୟରେ ମିଳି ନ ଥାଏ । ଏମାନଙ୍କର ଭାଗ୍ୟ ଛୋଟ ପିଲାଙ୍କ ଭଳି କୋମଳ ହୋଇଥାଏ । କାନ୍ଦୁଥିବା ନାରୀ କାହାର ହୃଦୟ ଭାଙ୍ଗେ ନାହି । କିନ୍ତୁ ଏମାନେ ଅନ୍ୟର ଭାବନାକୁ ସମ୍ମାନ ଦେଇଥାନ୍ତି । ଏମାନେ ନିଜେ ଭୋକିଲା ରହି ଅନ୍ୟକୁ ଖାଇବାକୁ ଦେଇଥାନ୍ତି ।

୫- ଅଧିକ କାନ୍ଦୁଥିବା ମହିଳା କେବେ ଖରାପ ହୋଇନ ଥାନ୍ତି । ଯଦି ଏମାନଙ୍କର ହୃଦୟକୁ ପରଖି ନିଆଯାଏ ତେବେ ଏମାନେ ଖରାପ ନୂଆହନ୍ତି । ଏମାନଙ୍କ ହୃଦୟରେ ଖାଲି ଦୁଖ ରହିଥାଏ । ତେଣୁ ଏମାନଙ୍କର ସମ୍ମାନ କରିବା ଉଚିତ । ଏମାନଙ୍କର ହୃଦୟ କେବେ ଭାଙ୍ଗିବା ଉଚିତ ନୁହେଁ ।

୬- ଆଚାର୍ଯ୍ୟ ଚାଣକ୍ୟଙ୍କ ମତରେ ଅଧିକ କାନ୍ଦୁଥିବା ଓ ଚିଲାଉଥିବା ମହିଳା ବିନାଶର କାରଣ ମଧ୍ୟ ହୋଇପାରନ୍ତି । ଚାଣକ୍ୟ କୁହନ୍ତି ଯେବେ ନାରୀ ଭୁଲ କରିବା ପରେ ବି କାନ୍ଦେ ଓ ଚିଲାଏ ତେବେ ସତର୍କ ରହିବ ଉଚିତ । ଏମାନେ ବରବାତ ହେବାର କାରଣ ହୋଇଥାଏ ।

ବନ୍ଧୁଗଣ ଆପଣ ମାନଙ୍କୁ ଆମ ପୋଷ୍ଟଟି ଭଲ ଲାଗିଥିଲେ ଆମ ସହ ଆଗକୁ ରହିବା ପାଇଁ ଆମ ପେଜକୁ ଗୋଟିଏ ଲାଇକ କରନ୍ତୁ, ଧନ୍ୟବାଦ ।

Leave a Reply

Your email address will not be published. Required fields are marked *