ବଞ୍ଚିଥିବା ପର୍ଯ୍ୟନ୍ତ ଗୋଟେ ବି ଦାନ୍ତ ହଲିବ ନାହିଁ, କଳା ଓ ହଳଦିଆ ଦାନ୍ତ ମୋତି ଭଳି ଚମକିବ… (whitening teeth)

ବନ୍ଧୁଗଣ ଆଜିର ସମୟରେ ୯୯% ଲୋକଙ୍କୁ ଦାନ୍ତ ଜନିତ ସମସ୍ଯା ରହୁଛି । କାହାକୁ ଅସହ୍ୟ ଦାନ୍ତ ବିନ୍ଧା ସମସ୍ଯା, କ୍ୟାବିଟି ସମସ୍ଯା ଭୋଗିବାକାଉ ପଡୁଛି । ଯଦି ଆପଣଙ୍କର ଦାନ୍ତ ଜନିତ କିଛି ସମସ୍ଯା ଅଛି କିମ୍ବା ଆପଣଙ୍କର ଦାନ୍ତ କଳା ବା ହଳଦିଆ ପଡିଗଲାଣି ତେବେ ଆଜି ଆମେ ଆପଣଙ୍କୁ ଏମିତି ଏକ ରେମେଡି ବିଷୟରେ ଅହିବାକୁ ଯାହା ସଂପୂର୍ଣ୍ଣ ଆୟୁର୍ବେଦିକ ଅଟେ । ଏହାର କୌଣସି ପାର୍ଶ୍ଵ ପ୍ରତିକ୍ରିୟା ହେବ ନାହି ।

ଏହି ରେମେଡିର ପ୍ରୟୋଗ କରିବା ଦ୍ଵାରା ଦାନ୍ତ ସଂପୂର୍ଣ୍ଣ ସୁସ୍ଥ ରହିବ ।ବନ୍ଧୁଗଣ ଯଦି ଆପଣ ଦାନ୍ତକୁ ସୁସ୍ଥ ରଖିବାକୁ ଚାହୁଁଛନ୍ତି ତେବେ ଆଜି ଆମେ ଆପଣଙ୍କୁ ୩ଟି ରେମେଡି ବନାଇବା ଶିଖାଇବୁ । ପ୍ରଥମ ରେମେଡି ତିଆରି କରିବା ଆପଣଙ୍କୁ ଆବଶ୍ୟକ ରହିଛି ସୋରିଏ ତେଲ ଯାହା ଆପଣଙ୍କୁ ରୋଷେଇ ଘରୁ ସହଜରେ ମିଳିଯିବ । ପ୍ରଥମେ ଆପଣ ଏକରୁ ଦୁଇ ଚାମଚ ସୋରିଷ ତେଲ ନିଅନ୍ତୁ । ତା ପରେ ଚିମୁଟାଏ ହଳଦୀ ଓ ଲୁଣ ନିଅନ୍ତୁ ।

ଏହି ୩ଟି ସାମଗ୍ରୀକୁ ଭଲ ଭାବେ ମିକ୍ସ କରନ୍ତୁ । ଏହାକୁ ଆପଣ ନିଜର ନାଗୁଲି ସାହାଯ୍ୟରେ ନେଇ ଦାନ୍ତ ଓ ମାଢିରେ ମାଲିସ କରନ୍ତୁ । ଦେଖିବେ ଆପଣଙ୍କର ଦାନ୍ତ ଜନିତ କିଛି ବି ସମସ୍ଯା ହେବ ନାହି । ଏହା ସହ ମୁଖ ଦୁର୍ଗନ୍ଧ ଏହି ରେମେଡି ଦୂର କରିବା । ଦ୍ଵିତୀୟ ସାମଗ୍ରୀ ତିଆରି କରିବା ପାଇଁ ଆବଶ୍ୟକ ପଡିବ ଘଷି ପାଉଁଶ ଯାହା ଗୋବରକୁ ଜାଳି ତିଆରି ହୁଏ ।

ଏହା ବହୁତ ପୁରତାନ କାଳରୁ ପ୍ରୟୋଗ ହୋଇ ଆସୁଛି ଯାହା ଦାନ୍ତ ଜନିତ ସମସ୍ଯା ଦୂର କରିବାରେ ସହାୟକ ହୋଇଥାଏ । ଏହା ପରେ ଫିଟିକିରି ଗୁଣ୍ଡର ଆବଶ୍ୟକ ରହିଛି । ତା ପରେ ଆପଣ ସାମାନ୍ଯ ଲୁଣର ପ୍ରୟୋଗ କରନ୍ତୁ । ଚେଷ୍ଟା କରନ୍ତୁ ମୋଟା ଲୁଣର ବ୍ୟବହାର କରନ୍ତୁ । ଏହା ପରେ ସବୁ ସାମଗ୍ରୀକୁ ଭଲ ଭାବେ ମିଶ୍ରଣ କରନ୍ତୁ । ଆପଣ ନିଜର ଆଙ୍ଗୁଳି ସାହାଯ୍ୟରେ ଦାନ୍ତ ଓ ମାଢିରେ ଦାନ୍ତ ଘଷି ପାରିବେ ।

ଦେଖିବେ ଦାନ୍ତ ବିନ୍ଧା, କ୍ୟାବିଟି, ପୋକ ଲାଗିବା, ହଳଦିଆ ଓ କଳା ଦାନ୍ତ ସମସ୍ଯା ଦୂର ହେବ । ଏହି ରେମେଡି ଆପଣଙ୍କୁ ୧୦୧% ରେଜଲ୍ଟ ଦେବ । ଯଦି ଆପଣଙ୍କର ଦାନ୍ତ ବହୁତ ହଳଦିଆ ପଡି ଯାଇଛି ତେବେ ତୃତୀୟ ରେମେଡି ର ବ୍ୟବହାର କରନ୍ତୁ । ଏଥିପାଇଁ ଆପଣଙ୍କୁ ଆମ୍ବ ପତ୍ର ନେଇ ଆସି ଏହାକୁ ଚୋବାନ୍ତୁ । ଚୋବାଇବା ପରେ ଏହାର ଖଦଡ ଅଂସ କୁ ଦାନ୍ତରେ ଘସନ୍ତୁ । ଦେଖିବେ ଆପଣଙ୍କର ଦାନ୍ତ ମୋତି ଭଳି ଚମକିବ ଆଉ ଦାନ୍ତ ଜନିତ କିଛି ବି ସମସ୍ଯା ହେବ ନାହି ।

ଏହା ଏକ ଚମତ୍କାରୀ ଉପାୟ ଅଟେ । କେବଳ ଆମ୍ବ ପତ୍ରର ପ୍ରୟୋଗ ଦ୍ଵାରା ଆପଣଙ୍କ ଦାନ୍ତ ଧଳା ହୋଇଯିବ । ଏହା ଛଡା ଆପଣ ଲେମ୍ବୁ ଚୋପା ସହ ଲୁଣ ମିଶାଇ ଦାନ୍ତରେ ଘସିଲେ ଦାନ୍ତ ଚିକମିକ କରିବାକୁ ଲାଗିବ । ବନ୍ଧୁଗଣ ଆପଣ ମାନଙ୍କୁ ଆମ ପୋଷ୍ଟଟି ଭଲ ଲାଗିଥିଲେ ଆମ ସହ ଆଗକୁ ରହିବା ପାଇଁ ଆମ ପେଜକୁ ଗୋଟିଏ ଲାଇକ କରନ୍ତୁ, ଧନ୍ୟବାଦ ।

Leave a Reply

Your email address will not be published. Required fields are marked *