କଣ ଆପଣକ ହାତରେ ବି ଅଛି ଏମିତି ଚିହ୍ନ ? ଜାଣନ୍ତୁ ଏହି ସାଂଘାତିକ କଥା !

ନମସ୍କାର ବନ୍ଧୁଗଣ ,ମୁ ଆଜି ଆପଣମାନକୁ ଏଭଳି କିଛି ଚିହ୍ନ ବିଷୟରେ କହିବି । ଯାହା ବିଷୟରେ ଆପଣମାନେ ଜାଣିନଥିବେ । ଏହା ଆମ ଶରୀରର ବିଷୟବସ୍ତୁ ହେବ ସତେ ଏହା ବିଷୟରେ ଆମ୍ଭେମାନେ ଅପରିଚିତ ଅଟୁ । ଆପଣମାନେ କେବେ ହେଲେ  ଭାବିଛନ୍ତି କି  ଆପଣମାନକ ହାତରେ ଏମ ର ଚିହ୍ନ ଆଉ ନଖ ଉପରେ ଅଧା ଚାନ୍ଦ ର ଚିହ୍ନ ହୋଇଥାଏ । ଏହି ଚିହ୍ନ ଆମରି ହାତ ଓ ନଖ ଉପରେ କ’ଣ ପାଇଁ ହୋଇଥାଏ ।

ସବୁକ ହାତରେ କଣ ପାଇଁ ନ ଥାଏ । ଆସ ତାହା ବିଷୟରେ ଜାଣିବା ।ପ୍ରଥମେ ଜାଣିବା ହାତର ନଖ ଉପର ଥିବା ଅଧା  ଚାନ୍ଦ ଚିହ୍ନ ବିଷୟରେ ହସ୍ତରେଖା ଶାସ୍ତ୍ର ଅନୁସାରେ ତର୍ଜନୀ ଅଙ୍ଗୁଳି ଉପରେ ଏହି ଚିହ୍ନ ରହିଥାଏ । ତେବେ ଏହାକୁ ବହୁତ ଶୁଭ ସଙ୍କେତ ମାନାଯାଇଥାଏ ।  ଆଉ ସେମାନେ ସୋଭାଗ୍ୟଶାଳୀ ଅଟନ୍ତି । କାରଣ ଯେଉମାନକ ତର୍ଜନୀ ଅଙ୍ଗୁଳି ଉପରେ ଅଧା ଚାନ୍ଦ ଚିହ୍ନ ରହିଥାଏ ।

ସେମାନକୁ ବହୁତ  ଯଦି ସଫଳତା ମିଳିଥାଏ ।ଯଦି ହାତର ବଡ ଅଙ୍ଗୁଳିରେ ଏହି  ଚିହ୍ନ ହୋଇଥାଏ ।ଏହି ଅଙ୍ଗୁଳି ବାକିଠାରୁ ବଡ ହୋଇଥିବାରୁ । ଏହି ଅଙ୍ଗୁଳିକୁ  ସନିଦେବ ଅଙ୍ଗୁଳି ମଧ୍ୟ ମାନିଥାନ୍ତି । ଏହି ଚିହ୍ନ ହେଇଥିବା ବ୍ୟକ୍ତି ଶିକ୍ଷା କ୍ଷେତ୍ରରେ , ବ୍ୟବସାୟ  କ୍ଷେତ୍ରରେ ସଫଳତା ପାଇଁ ଥାଏ । କାଣି ଅଙ୍ଗୁଳି ରେ ଯାହାର ଅଧା ଚାନ୍ଦ ଚିହ୍ନ ହୋଇଥାଏ ।

ସେମାନକ ପାଇଁ ଏହା ଅତି ଶୁଭ ସଙ୍କେତ ହୋଇଥାଏ । ଏମାନେ ଅତି ଶୋଭାଗ୍ୟଶାଳୀ ଅଟନ୍ତି । ଧନ ଲାଭ କରନ୍ତି । ଯେ କୋଣସି କ୍ଷେତ୍ରର ହେଉ ନା କି ସେମାନକର ଲାଭ ହୋଇଥାଏ ।ବୁଡା ଅଙ୍ଗୁଳିରେ ଯଦି ଏହି ଅଧା ଚାନ୍ଦ ଚିହ୍ନ ହୋଇଥାଏ । ତେବେ ସେମାନେ ଅଳସୁଆ ହୋଇଥାନ୍ତି । ସମୟର ସୁବ୍ୟବହାର ଜାଣି ନ ଥାନ୍ତି । ଏମାନେ ଦିନସାରା ଚିନ୍ତିତ ରହିଥାନ୍ତି ।

ଏହି ଆମ ପାଞ୍ଚ ଅଗୁଳି ବିଭିନ୍ନ ଦିଗକୁ ସୁଚାଇଥାଏ । ଏହି ସବୁ ଚିହ୍ନ ଅଳ୍ପ ଲୋକମାନକ ଭିତରେ ଦେଖାଯାଇଥାଏ । ଶାସ୍ତ୍ରରେ ଲେଖାଯାଇଛି ଯେ ଏଭଳି ଚିହ୍ନ ସବୁ ଲୋକୋ ମାନକ ହସ୍ତରେ ଦେଖାଯାଇନଥାଏ । କୁବ କମ ଲୋକମାନକ ପାଖରେ ଦେଖିବାକୁ ପାଉ। ଯେଉମାନକ ହାତ ପାପୁଲିରେ ଏମ ଚିହ୍ନ ହୋଇଥାଏ । ସେମାନେ ଉନତ ଚିନ୍ତାଦାରା ବ୍ୟକ୍ତି ହେଇଥାନ୍ତି।  ଏମାନେ ଅନ୍ୟ ଉପରେ ଭରସା କରନ୍ତି  ନାହିଁ ।

ଆତ୍ମାନିର୍ଭର ଶାଳୀ ହୋଇଥାନ୍ତି ।ଯିଏ କି ନିଜ ପଥ ନିଜେ ତିଆରି କରିବାରେ ବିଶ୍ଵାସ ରଖିଥାନ୍ତି । ନିଜର ସୁବିଚାରରେ ନିଜର ଭ୍ୟବିଷତକୁ ଉଜ୍ଜଳ କରିଥାନ୍ତି । ହାତର ପାପୁଳିରେ ଅଧା ଚାନ୍ଦ ଚିହ୍ନ ଥିବା ବ୍ୟକ୍ତିଶୋଭାଗ୍ୟଶାଳୀ ଅଟେ । ଏହି ବିଷୟ ଆପଣମାନକୁ ଭଲ ଲାଗିଲେ ଆମ ପୋଷ୍ଟ କୁ ଲାଇକ ଶେୟାର ଆଉ କମେଣ୍ଟ କରନ୍ତୁ । 

Leave a Reply

Your email address will not be published. Required fields are marked *