କଞ୍ଚା ପିଆଜ ଖାଉଛନ୍ତି କି ତେବେ, ଜାଣିରଖନ୍ତୁ ଏହି କଥା

ଆପଣ ମାନଙ୍କୁ ଆମେ ଆଜି କଞ୍ଚା ପିଆଜ ଖାଇବା ର ଫାଇଦା ବିଷୟ ରେ ଆପଣ ମାନଙ୍କୁ ସଂମ୍ପର୍ଣ୍ଣ ଭାବେ କହିବା ପାଇଁ ଚାହିଁବୁ । ଆମେ ମାନେ ଆଜିର ସମୟ ରେ ଯେକୈଣସି ବି ତରକାରୀ କରି ଥାନ୍ତି । ତେବେ ସେହି ଥିରେ ପିଆଜ ର ବ୍ୟବହାର କରି ଥାନ୍ତି । ହେଲେ ସେମିତି ରେ କଣ ଆପଣ ମାନେ କେବେ ଜାଣିବା ପାଇଁ ଚେଷ୍ଟା କରିଛନ୍ତି କି ଏହି କଞ୍ଚା ପିଆଜ ଖାଇବା ଦ୍ୱାରା ଆମର କଣ ଲାଭ ହୋଇ ଥାଏ ଏବଂ ଆମେ କେଉଁ ସବୁ ଫାଇଦା ପାଇ ଥାନ୍ତି । ଆମେ ଆପଣ ମାନଙ୍କୁ ସେହି ସବୁ ବିଷୟ ରେ ସଂମ୍ପର୍ଣ୍ଣ ଭାବେ କହିବୁ ।

କଞ୍ଚା ପିଆଜ ରେ ଭିଟାମିନ A ,ଭିଟାମିନ C , ଏବଂ ଭିଟାମିନ E ବହୁତ ପରିମାଣ ରେ ରହି ଥାଏ । ଜାହାକି ସ୍କିନ ର ସ୍ୱାସ୍ଥ ଭଲ ରଖିବାରେ ସାହାଯ୍ୟ କରି ଥାଏ । ଏହି କଞ୍ଚା ପିଆଜ ଖାଇବା ଦ୍ୱାରା ସ୍କିନରେ ବୟସ ଜନିତ ରେଙ୍କେଲ୍ସ ବା କୁଞ୍ଚ ପଡେ ନାହିଁ । ଏବଂ ଏହା ସହିତ ସ୍କିନ ରେ ବେକ୍ଟେରିଆଲ ଜନିତ ଇନ୍ଫେକ୍ସନ ରହି ନ ଥାଏ ।

ଏହି କଞ୍ଚା ପିଆଜ ରେ ଏଣ୍ଟିଅକ୍ସିଡେଣ୍ଟ ଗୁଣ ରହି ଥିବାରୁ ସୂର୍ଯ୍ୟ ଅତି ବାଇଗଣୀ କିରଣ ରୁ ହେଉ ଥିବା ରୋଗ ରୁ ଏହା ରକ୍ଷା କରି ଥାଏ । ଏହି କଞ୍ଚା ପିଆଜ ରସ ଏବଂ ଆପେଲ ଭିନେଗାର ରସ କୁ ସମ ପରିମାଣ ରେ ମିଶେଇ ଏହି ମିଶ୍ରଣ କୁ ସ୍କିନ ରେ ଦିନ କୁ ଦୁଇ ଥର ଲଗେଇଲେ ଫେସ୍ ରେ ଥିବା କଳା ଦାଗ ଦୂର ହୋଇ ଥାଏ ।

କଞ୍ଚା ପିଆଜ ଆମର ହଜମ କ୍ରିଆ କରିବାରେ ବହୁତ ସାହାଯ୍ୟ କରି ଥାଏ । ଏହି କଞ୍ଚା ପିଆଜ ଖାଇବା ଦ୍ୱାରା ପେଟ ସଫା ହୋଇ ଥାଏ । ଏବଂ ମଳକଣ୍ଟକ ଭଳି ରୋଗ ରୁ ଆମକୁ ମୁକ୍ତି ମିଳେ । ଯେଉଁ ମାନଙ୍କର ପେଟ ସଫା ହୋଇ ପାରୁ ନାହିଁ ସେମାନଙ୍କୁ ରାତ୍ରୀ ଭୋଜନ ପରେ କଞ୍ଚା ପିଆଜ ଖାଇବା ନିହାତି ଜରୁରୀ । ଏହା ସହିତ କଞ୍ଚା ପିଆଜ ରକ୍ତ ଶ୍ରାବ ବନ୍ଧ କରିବାରେ ସାହାଯ୍ୟ କରେ ।

ଖରା ଦିନେ ଗରମ ସଂସ୍ପର୍ଶ ରେ ଆସିବା ଯୋଗୁଁ ବହୁତ ଲୋକ ମାନଙ୍କ ନାକ ରୁ ରକ୍ତ ପଡି ଥାଏ । ଏଠାରେ ଆପଣ ମାନେ ଖରା ଦିନେ ପ୍ରତି ଭୋଜନ ସହିତ କଞ୍ଚା ପିଆଜ ର ସେବନ କରିଲେ ଆପଣ ମାନଙ୍କ ରକ୍ତ ବହିବାର ସମସ୍ୟା ଦୂର ହେବ । ସେହି ପରି କଞ୍ଚା ପିଆଜ ଥଣ୍ଡା ସର୍ଦି ଦୂର କରିବାରେ ସାହାଯ୍ୟ କରେ ।

ଏହି କଞ୍ଚା ପିଆଜ ଆପଣ ମାନଙ୍କର ଶରୀର ରେ ବଢୁ ଥିବା କ୍ୟନସର ରୋଗ କୁ ଦୂରେଇ ଦେଇ ଥାଏ । ଏହି ଥିରେ ସଲଫର ର ମାତ୍ରା ଅଧିକ ହୋଇ ଥିବାରୁ ଏହା କ୍ୟନସର ର ସେଲ କୁ ଦୂରେଇ ଦେଇ ଥାଏ । ଏବଂ ଏହା ସହିତ କଞ୍ଚା ପିଆଜ ରେ ଏମିନୋ ଏସିଡ୍ ରହି ଥିବା ହେତୁ ଏହା ଆପଣ ମାନଙ୍କ ଶରୀର ରେ ରହି ଥିବା ବ୍ୟଡ କୋଲଷ୍ଟ୍ରଲ କୁ ଦୂର କରିବାରେ ସଂମ୍ପର୍ଣ୍ଣ ଭାବେ ସାହାଯ୍ୟ କରେ ।

ଆମ ପେଜକୁ ଲାଇକ କରି ଦିଅନ୍ତୁ । ଆମେ ସବୁ ସମୟରେ କିଛି କାମରେ ଆସିବା ଭଳି ଲେଖା ଆଣି ଥାଉ । ଯାହା ଫଳରେ ସେ ସବୁ ଆପଣ ପାଇ ପାରିବେ । ଲେଖାଟି କେମିତି ଲାଗିଲା ନିଜ ମତାମତ ଜଣାନ୍ତୁ ଓ ଅନ୍ୟମାନଙ୍କ ସହ ସେଆର କରନ୍ତୁ ।

Leave a Reply

Your email address will not be published. Required fields are marked *