ବଛା ବଛା ସାଧାରଣ ଜ୍ଞାନ ପ୍ରଶ୍ନର ସମାହାର ! ପ୍ରଶ୍ନ ଆପଣଙ୍କର ଏବଂ ଉତ୍ତର ଆମର… ଜାଣନ୍ତୁ ସମସ୍ତ ପ୍ରଶ୍ନର ସଠିକ ଉତ୍ତର !

ବନ୍ଧୁଗଣ ଏହି ଦୁନିଆ ସହ ଜଡିତ ଏମିତି ବହୁତ କିଛି ପ୍ରସନ୍ନ ଓ ଉତ୍ତର ରହିଛି ଯାହା ବିଷୟରେ ସମସ୍ତ ମଣିଷ ଜାଣିବା ନିହାତି ଆବଶ୍ୟକ । ଏହି ସାଧାରଣ ଜ୍ଞାନ ଆମକୁ କେତେକ ପରୀକ୍ଷା ଓ କେତେକ ସ୍ଥାନରେ ବହୁତ ଉପକାର କରିଥାଏ । ବନ୍ଧୁଗଣ ଆଜିଆମେ ଆପଣ ମାନଙ୍କ ପାଇଁ କିଛି ଗୁରୁତ୍ଵପୂର୍ଣ୍ଣ ସାଧାରଣ ଜ୍ଞାନର ପ୍ରଶ୍ନ ଓ ତାହାର ଉତ୍ତର ନେଇ ଆସିଛୁ । ତା ହେଲେ ବନ୍ଧୁଗଣ ଆସନ୍ତୁ ଜାଣିବା ଏହା ବିଷୟରେ ।

୧. କେଉଁ ଜୀବ ୭ ଘଣ୍ଟା ପର୍ଯ୍ୟନ୍ତ ନିଜ ନିଶ୍ଵାସ ରୋକିପାରି ଥାଏ ?

ଉତ୍ତର- ସମୁଦ୍ର କଇଁଛ

୨. ସବୁଠାରୁ ଅଧିକ ଲୁଡୋ ଖେଳ କେଉଁ ଦେଶରେ ବିକ୍ରି ହୋଇଥାଏ ?

ଉତ୍ତର- ଜର୍ମାନୀ ଦେଶରେ ବିକ୍ରି ହୋଇଥାଏ ।

୩. ଭାରତରେ ସବୁଠାରୁ ଅଧିକ ଚଉଡା ରାସ୍ତା କେଉଁ ରାଜ୍ୟରେ ଅଛି ?

ଉତ୍ତର- ଉତ୍ତର- ପ୍ରଦେଶରେ ସବୁଠାରୁ ଚଉଡା ରାସ୍ତା ଅଛି ।

୪. କେଉଁ ପ୍ରାଣୀର ପିଠିରେ କୁବଡ ହୋଇଥାଏ ?

ଉତ୍ତର- ଓଟ ପିଠିରେ କୁବଡ ହୋଇଥାଏ ।

୫. ଏମିତି କେଉଁ ଜୀବ ଅଛି ଯିଏ ଗୋଟେ ଆଖି ଖୋଲିକି ଶୋଇଥାଏ ?

ଉତ୍ତର- ଡଲଫିନ

୬. କେଉଁ ଦେଶର ଲୋକମାନେ ଆଇ ଫୋନ କିଣିବା ପାଇଁ ନିଜ କିଡ୍ନି ବିକ୍ରି କରିଦିଅନ୍ତି ?

ଉତ୍ତର- ଚୀନ ଦେଶର ଲୋକମାନେ ଆଇ ଫୋନ କିଣିବା ପାଇଁ ନିଜ କିଡ୍ନି ବିକ୍ରି କରିଦିଅନ୍ତି ।

୭. କେଉଁ ଦେଶରେ ସବୁଠାରୁ ଅଧିକ କୃଶକ ଅଛନ୍ତି ?

ଉତ୍ତର- ଭାରତ ଦେଶରେ ସବୁଠାରୁ ଅଧିକ କୃଶକ ଅଛନ୍ତି ।

୮. କେଉଁ ଦେଶରେ ମାତ୍ର ୧୨ ପ୍ରତିଶତ ଭାଗରେ କୃଷି କାର୍ଯ୍ୟ କରାଯାଇଥାଏ ?

ଉତ୍ତର- ଜାପାନ ଦେଶରେ

୯. କେଉଁ ଦେଶର ପାସପୋର୍ଟର ଅଧିକ ମହତ୍ଵ ରହିଛି ?

ଉତ୍ତର- ଜାପାନ ଦେଶର

୧୦. ମଣିଷ ଛୁଆ ଜନ୍ମ ହେବାର କେତେ ମାସ ପରେ ହସିବା ଶିଖିଥାଏ ?

ଉତ୍ତର- ଏକ ମାସ ପରେ ଶିଶୁ ହସିବା ଶିଖି ଥାଏ ।

୧୧. ପାକିସ୍ତାନରେ ସମୁଦାୟ କେତୋଟି ରାଜ୍ୟ ଅଛି ?

ଉତ୍ତର- ୮ଟି

୧୨. ଅସରପା ରକ୍ତର ରଙ୍ଗ କଣ ଅଟେ ?

ଉତ୍ତର- ଧଳା ରଙ୍ଗ ଅଟେ

୧୩. ଶ୍ରୀ ଲଙ୍କାର ପୁରାତନ ନାମ କଣ ଥିଲା ?

ଉତ୍ତର- ଶିଲୋନ

୧୪. ଭାରତର ସବୁଠାରୁ ବଡ ରାଜ୍ୟର ନାମ କଣ ?

ଉତ୍ତର- ରାଜସ୍ଥାନ ହେଉଛି ସବୁଠାରୁ ବଡ ରାଜ୍ୟ ।

୧୫. କେଉଁ ଦେଶର ଲୋକମାନେ ସବୁଠାରୁ ଅଧିକ କ୍ଷୀର ସେବନ କରିଥାନ୍ତି ?

ଉତ୍ତର- ଭାରତ ଦେଶର ଲୋକମାନେ ସବୁଠାରୁ ଅଧିକ କ୍ଷୀରର ସେବନ କରିଥାନ୍ତି ।

୧୬. ସର୍ବ ପ୍ରଥମେ ଆମ୍ବୁଲାନ୍ସ କେଉଁ ଦେଶରେ ଚାଲିଥିଲା ?

ଉତ୍ତର- ୟୁରୋପ ଦେଶରେ

୧୭. ବିଶ୍ଵର ସବୁଠାରୁ ଅଧିକ ଜନସଂଖ୍ୟା ଥିବା ରାଜ୍ୟର ନାମ କଣ ?

ଉତ୍ତର- ଟୋକିଓ ରାଜ୍ୟ

୧୮. ଭାରତର କେଉଁ ରାଜ୍ୟରେ କେବଳ ଗୋଟିଏ ଲୋକ ମୁଖ୍ୟମନ୍ତ୍ରୀ ହୋଇ ରହିଛି ?

ଉତ୍ତର- ତେଲେଙ୍ଗାନା ରାଜ୍ୟରେ

ବନ୍ଧୁଗଣ ଏହି ପ୍ରଶ୍ନଟି ହେଉଛି ଆପଣ ମାନଙ୍କ ପାଇଁ-ଯଦି ଗୋଟେ ଲୋକ ପାଖରେ ୧୭ଟି ଗାଈ ଅଛି । ତା ହେଲେ ସେ ନିଜ ତିନି ପୁଅଙ୍କୁ ବରାବର କରି କେମିତି ବାଣ୍ଟିବ ?, ଆପଣ ଆମକୁ କମେଣ୍ଟ କରି ନିଶ୍ଚୟ ଜଣାଇବେ, ଧନ୍ୟବାଦ ।

Leave a Reply

Your email address will not be published. Required fields are marked *