ଜୀବନରେ ଭୁଲରେ ବି ଏହି ଗୋଟିଏ ଜିନିଷ କାହାରୀକୁ ଦିଅନ୍ତୁ ନାହିଁ, ହୋଇଯିବେ ଭିକାରି

ବନ୍ଧୁଗଣ ଚାଣକ୍ୟଙ୍କୁ ଆପଣ ମାନେ ନିଶ୍ଚିତ ଭାବେ ଜାଣି ଥିବେ ଯିଏ କି ଭାରତର ବହୁତ ବୁଦ୍ଧି ଯିବି ମାନଙ୍କ ମଧ୍ୟ ରୁ ଜଣେ ଅଟନ୍ତି । ତାଙ୍କ ନିତୀ ସବୁ ସମୟରେ ଭାରତ ଏବଂ ସାରା ବିଶ୍ୱ ରେ ପ୍ରଶିଦ୍ଧ ରହି ଆସିଛି । ସେମିତି ରେ ତାଙ୍କର ନିତୀ ଯୋଗୁଁ ଲୋକ ମାନଙ୍କୁ ବହୁତ ଜ୍ଞ୍ୟାନ ଏବଂ କିଛି ଶିକ୍ଷା ଗ୍ରହଣ କରିବା ପାଇଁ ପଡୁଛି ।

ଏହି ନିତୀ ଏମିତି ପ୍ରକାରର ଅଟେ ଜାହାକୁ ଅନୁସରଣ କରି ଜଣେ ବ୍ୟକ୍ତି ସଫଳତା ର ସିର୍ଷରେ ପହଁଚି ପାରିବ । ସେ କୈଣସି ବି ଖରାପ୍ କାର୍ଯ୍ୟ ରୁ ମଧ୍ୟ ବଞ୍ଚି ପାରିବ । ସେମିତି ରେ ଆମେ ଆଜି ଆପଣ ମାନଙ୍କୁ ଏହି ଠାରେ ଏପରି ଗୋଟିଏ କଥା ବିଷୟ ରେ ସଂମ୍ପର୍ଣ୍ଣ ଭାବେ କହିବା ପାଇଁ ଚାହିଁବୁ ଜାହାକୁ କେବେ ବି ଅନ୍ୟ ଆଗରେ ପ୍ରକାଶ କରିବା କଥା ନୁହେଁ ।

ଭାଗବତ ଗୀତା ରେ ମଧ୍ୟ କୁହାଜାଇଛି କି କୈଣସି ବି ବ୍ୟକ୍ତି ହେଉ ତାର କିଛି ନା କିଛି କମଯୋରୀ ରହି ଥିବ । ଏବଂ ସେହି ବ୍ୟକ୍ତି ର ସେହି କମଯୋରୀ ହିଁ ତାର ରହସ୍ୟ ଅଟେ ଏହି ରହସ୍ୟ କୁ କେବେ ବି ଅନ୍ୟ ମାନଙ୍କ ସାମ୍ନା ରେ ସେୟାର କରିବା କଥା ନୁହେଁ ।

ସେମିତି କ୍ଷେତ୍ର ରେ ଯଦି ସେହି ବ୍ୟକ୍ତି ଅନ୍ୟ ପାଖରେ ଏହି ସବୁ ରହସ୍ୟ କୁ କହେ ତେବେ ତାହାକ ଅପମାନ ହେବାର ଯୋଗ ରହିବ ଏବଂ ସେ ସର୍ବଦା ସେହି ବ୍ୟକ୍ତି ଙ୍କ ପାଖରୁ ଡରି ଡରି ରହିବ । ସେମିତି ବେଳେ ଆଚାର୍ଯ୍ୟ ଙ୍କ କହିବା କଥା ଅନୁସାରେ କେବେ ବି କୈଣସି ରହସ୍ୟ ବିଷୟ ରେ ଆପଣ ମାନେ କୈଣସି ଲୋକ କୁ ବି କୁହନ୍ତୁ ନାହିଁ ।

ଏବଂ ଆପଣ ମାନଙ୍କୁ ସୂଚନା ଦେବୁ କି । ସେ ଯେତେ ନିଜର ହେଉ ବା ନିଜର ପତ୍ନୀ ବି ହେଉ ନା କାହିଁକି କେବେ ବି ଏହି କଥା କୁ କାହା ଆଗରେ ବି ପ୍ରକାଶ କରନ୍ତୁ ନାହିଁ । ଏମିତି ରେ ଯଦି କହନ୍ତୁ ତେବେ ଆପଣ ମାନଙ୍କ ଗୋପନିୟତା କୁ ସେ ଅନ୍ୟ ଆଗରେ ପ୍ରକାଶ କରିବାର ଭୟ ରହି ଥାଏ । ଏବଂ ସେହି ପରି କ୍ଷେତ୍ର ରେ ସେ ଆପଣ ମାନଙ୍କ ବ୍ଲାକ୍ ମେଲ୍ ବି କରିବାର ବହୁତ ସମ୍ଭାବନା ରହି ଥାଏ ।

ଆମ ପେଜକୁ ଲାଇକ କରି ଦିଅନ୍ତୁ । ଆମେ ସବୁ ସମୟରେ କିଛି କାମରେ ଆସିବା ଭଳି ଲେଖା ଆଣି ଥାଉ । ଯାହା ଫଳରେ ସେ ସବୁ ଆପଣ ପାଇ ପାରିବେ । ଲେଖାଟି କେମିତି ଲାଗିଲା ନିଜ ମତାମତ ଜଣାନ୍ତୁ ଓ ଅନ୍ୟମାନଙ୍କ ସହ ସେଆର କରନ୍ତୁ ।

Leave a Reply

Your email address will not be published. Required fields are marked *