ଜୀବନରେ ସଫଳ ହେବାକୁ ଚାହୁନଥିଲେ ଏହାକୁ ନିଶ୍ଚୟ ଥରେ ପଢି ନିଅନ୍ତୁ, ଘୋଡ଼ା ଭଳି ଜିତିବେ ସବୁ ବାଜି- Motivational Tips

ସ୍ବର୍ଗତ ରାଷ୍ଟ୍ରପତି ଏପିଜେ ଅବଦୁଲ କାଲାମ ଙ୍କ ଅନୁସାରେ ସଫଳତାର ନିକଟତର ହେବା ପାଇଁ କିଛି ମୂଲ୍ୟବାନ କଥା ।

ଡାକ୍ତର ଏ.ପି.ଜେ ଆବଦୁଲ କଲାମ ଙ୍କ ମତରେ ଏକ କ୍ରାନ୍ତି କାରୀର ଜୀବନ କେମିତି ହେବା ଦରକାର ଓ ସମାଜ ରେ ତାର କେମିତି ଚାଲି ଚଳନ ଥିବା ଦରକାର ଯାହାକି ତାର ପୂର୍ବ ପିଢ଼ି ଅନୁସରଣ କରି ଏକ ଭଲ ମଣିଷ ହୋଇ ଗଢି ଉଠିବେ ।

ସେହି ଉପରେ ଆଧାରିତ କିଛି ବାଣୀ କଲାମ ଙ୍କ ମତରେ-

ପ୍ରଥମେ ସ୍ୱପ୍ନ ସତ ହେଉ; ଆପଣଙ୍କୁ ସ୍ୱପ୍ନ ଦେଖିବାକୁ ହେବ; ଆପଣଙ୍କୁ ପ୍ରଥମେ ସ୍ବପ୍ନ ଦେଖିବାକୁ ହେବ ଏବଂ ସ୍ବପ୍ନ ନିମନ୍ତେ କାମ କରିବାକୁ ହେବ ଯାହାକି ତାକୁ ବାସ୍ତବରେ ପରିଣତ କରିବ ।
ଶିଖର ପର୍ଯ୍ୟନ୍ତ ପହଞ୍ଚିବା ନିମନ୍ତେ ସାମର୍ଥ୍ୟ ଓ ଇଚ୍ଛା ଶକ୍ତି ର ; ଏଥିରେ ଶିଖର ହେଉଛି ଆପଣଙ୍କ ର ଜୀବନ ମୂଳ ଲକ୍ଷ୍ୟ ଏବଂ ଆହା ର ନିକଟରେ ପହଁଚିବା ନିମନ୍ତେ ଆପଣଙ୍କ ର ଦୃଢ଼ ସାମର୍ଥ୍ୟ ଯାହା କେବେ ଭାଙ୍ଗିବା ଉଚିତ ନୁହେଁ ଏବଂ ଇଚ୍ଛା ଶକ୍ତି ଯାହାର ନିତ୍ୟାନ୍ତ ଦରକାର ହୋଇଥାଏ ଯାହା ଆପଣଙ୍କୁ ସଫଳତା ର ଶିଖରରେ ପହଞ୍ଚେଇ ଦେଇ ଥାଏ ।

କାହା ଭିତରେ ଖରାପ ଖୋଜୁଥିବା ମଣିଷର ସେ ମଛି ପରି ହୋଇଥାଏ ଯିଏ ଭଲ ଭଲ ଜିନିଷ ଛାଡି କେବଳ କ୍ଷତ ସ୍ଥାନରେ ବସିଥାଏ । ଅପେକ୍ଷା କରିଥିବା ବ୍ୟକ୍ତିଙ୍କୁ ସେତେକେହି ମିଳିଥାଏ;
ଅପେକ୍ଷା କରିଥିବା ବ୍ୟକ୍ତି କୁ କେବଳ ସେତିକିହିଁ ମିଳିଥାଏ ଯେତିକି ଜଣ ଚେଷ୍ଟା କରିଥିବା ବ୍ୟକ୍ତି ଚଡ଼ିଥାନ୍ତି ।

ଆପଣ ନିଜର ଭବିଷ୍ୟତ କୁ ବଦଳାଇ ଦେଇ ପାରିବେ; ଆପଣ ହୁଏତ ଆପଣଙ୍କ ଭବିଷ୍ୟ ବଦଳେଇ ପାରିବେ ନିହିଁ କିନ୍ତୁ ଆପଣ ଆପଣଙ୍କ ଅଭ୍ୟାସ ବଦଳାଇ ପାରିବେ ଯାହା ଦିନେ ନା ଦିନେ ଆପଣଙ୍କ ଭବିଷ୍ୟତ ବଦଳାଇ ଦେବ । ଯଦି ସୂର୍ଯ୍ୟ ପରି ଚମକି ବାକୁ ଚାହୁଁଛନ୍ତି; ଯଦି ଆପଣ ଏ ସମାଜ ରେ ସୂର୍ଯ୍ୟ ରୂପକ ଚମକି ବାକୁ ଚାହୁଁ ଛନ୍ତି ତେବେ ସୂର୍ଯ୍ୟ ପରି ଉତ୍ତପ୍ତ ହୁଅ ତେବେ ଜୀବନରେ କିଛି ପ୍ରାପ୍ତ କରିପାରିବ ।

ନିଜର ପ୍ରଥମ ସଫଳତା ପରେ କେବେ ମଧ୍ୟ ବିଶ୍ରାମ କର ନାହିଁ; ନିଜର ପ୍ରଥମ ସଫଳତା ପରେ କେବେବି ବିଶ୍ରାମ କରିବା ଉଚିତ ନୁହେଁ ନହେଲେ ଲୋକେ କହିବେ ପ୍ରଥମ ଥର ଆପଣଙ୍କ ଭାଗ୍ୟ ଲାଗିଥିଲା । ଯେ ପର୍ଯ୍ୟନ୍ତ ଆପଣଙ୍କ ଆତ୍ମ ନିର୍ଭର ନାହାନ୍ତି । ଯଦି ଆପଣ ନିଜେ ନିଜର ଆତ୍ମ ନିର୍ଭର ନାହାନ୍ତି ସେ ପର୍ଯ୍ୟନ୍ତ ଆପଣ ଆତ୍ମସମ୍ମାନ ସହ ବଞ୍ଚି ପାରିବେ ନିହିଁ ।

ପ୍ରଥମ ଥରର  ଫେଲ- ପ୍ରଥମ ଥର ହାର ହେଲେ ଚୁପ ହୋଇ ବସନ୍ତୁ ନାହିଁ କାରଣ ଡକ୍ଟର କଲାମ ଙ୍କ ହିସାବରେ fail ର ମାନେ ହେଉଛି First Attempt In Learning. ଅର୍ଥାତ ଶିଖିବାର ପ୍ରଥମ ପ୍ରୟାସ । ଅନ୍ୟର ସଫଳତାର କାହାଣୀ ପଢନାହିଁ । ଅନ୍ୟର ସଫଳତାର କାହାଣୀ ପଢନାହିଁ କାରଣ ସେଥିରେ କେବଳ ଆପଣଙ୍କୁ କେବଳ ଗୋଟିଏ ସନ୍ଦେଶ ମିଳିବ ଅସଫଳ ତାର କାହାଣୀ ପଢନ୍ତୁ ସେଥିରେ ଆପଣଙ୍କୁ ସଫଳ ହେବା ନିମନ୍ତେ କିଛି ବିଚାର ମିଳିବ ।

ବନ୍ଧୁଗଣ ଆମେ ଆଶା କରୁଛୁ କି ଆପଣଙ୍କୁ ଏହି ଖବର ଭଲ ଲାଗିଥିବ । ତେବେ ଏହାକୁ ନିଜ ବନ୍ଧୁ ପରିଜନ ଙ୍କ ସହ ସେୟାର୍ ନିଶ୍ଚୟ କରନ୍ତୁ ଓ ମନୋରଞ୍ଜନ ଦୁନିଆର ଅଧିକ ଖବର ପଢିବା ପାଇଁ ଆମ ପେଜକୁ ଲାଇକ କରନ୍ତୁ ଓ ଆମ ସହିତ ଯୋଡି ହୁଅନ୍ତୁ । ଧନ୍ୟବାଦ

Leave a Reply

Your email address will not be published. Required fields are marked *