Chanakya Niti- ଜୀବନରେ କେବେବି ଧନି ହୋଇପାରନ୍ତି ନାହିଁ ଏହି 3 ପ୍ରକାର ଲୋକ, ସାରା ଜୀବନ ଦୁଃଖରେ କଟେ ଜୀବନ

ନମସ୍କାର ବନ୍ଧୁଗଣ , ଏହି ସଂସାରରେ ମଣିଷ ଜନ୍ମ ନେଇଥାଏ , କିନ୍ତୁ ସଠିକ ଜୀବନ କାଟି ପାରିନଥାଏ । ମଣିଷ ଭିତରେ ମଧ୍ୟ ଅନେକ ସ୍ଵଭାବ, ଭୁଲ କାମ ଆଚରଣ କରିଥାନ୍ତି କି ସେମାନଙ୍କ ଜୀବନରେ କେବେ ବି ସଫଳ ହୋଇନଥାନ୍ତି । ଏମିତି ହେବାର କାରଣ କଣ ହୋଇଥାଏ । ଆଗ କଳା ର ଲୋକମାନେ କଣ ଏମିତି ଜୀବନ କାଟୁ ଥିଲେ । ପ୍ରାଚୀନ ଲୋକେ ଶୃଙ୍ଗଳତା ସହ ଜୀବନ ଅତିବାହିତ କରି ଧନ , ସୁଖ , ଶାନ୍ତି ର ଜୀବନ କାଟି ଆୟରୁ ସମୟ ଅନୁସାରେ ମୃତ୍ୟୁବରଣ କରୁଥିଲେ ।

କିନ୍ତୁ ଆଜି ମୁ ଆପଣଙ୍କୁ ତିନି ପ୍ରକାରର ବ୍ୟକ୍ତିଙ୍କ ବିଷୟରେ କହିବି । ଏହି ପ୍ରକାରର ବ୍ୟକ୍ତି ଜୀବନରେ କେବେ ଧନି ହୋଇପାରିବେ ନାହିଁ । ଆଶ୍ଚର୍ଯ୍ୟ ଚାଣକ୍ୟ ଏକ ମହାନ ଜ୍ଞାନୀ ହେବା  ସହିତ ଏକ ମହାନ ଲିପିକାରକ ଅଟନ୍ତି । ମଣିଷ ଜୀବନକୁ ସୁଧାର କରିବା ପାଇଁ ଅନେକ ଗୁଡିଏ କଥା କହିଛନ୍ତି । ଆଜି ଆମେ ଆଶ୍ଚର୍ଯ୍ୟ ଚାଣକ୍ୟ କହିଥିବା ଏପରି ତିନି ପ୍ରକାରର ବ୍ୟକ୍ତି ବିଷୟରେ ଯେ ଏମାନଙ୍କ ଆଖି ଥାଇ ମଧ୍ୟ ଏମାନେ ଅନ୍ଧ ହୋଇଯାଇଥାନ୍ତି ।

ଏମାନେ ଜୀବନରେ କେବେ ବି ସଫଳ ହେଇପାରିବେ ନାହିଁ । ଆଶ୍ଚର୍ଯ୍ୟ ଚାଣକ୍ୟ ତାଙ୍କର ଶ୍ଳୋକ ରେ ଏହି ତିନୋଟି ବ୍ୟକ୍ତି ଙ୍କ ବିଷୟରେ କହିଛନ୍ତି । ଚାଣକ୍ୟ ତାଙ୍କ ଶ୍ଳୋକ ର ପ୍ରଥମେ ଧାଡିରେ କହିଛନ୍ତି ଯେ ଯେଉଁ ମାନେ ଜନ୍ମରୁ ଅନ୍ଧ ହୋଇଥାନ୍ତି । ସେମାନଙ୍କୁ ଏହି ସୁନ୍ଦର ଜଗତକୁ ଦେଖିପାରିନଥାନ୍ତି । ଅନ୍ଧ ବ୍ୟକ୍ତି ନିଜର ଜୀବନରେ  ସବୁ ବେଳେ  ମନ କାମନା କରିଥାଏ ଯେ ତାହାକୁ ଥରେ ଦ୍ରୁଷ୍ଟି ଲାଭ ହେଲେ ସେ ଏହି ଜଗତକୁ ଦେଖପାରିବ ।

କିନ୍ତୁ ଏହି ସଂସାର ରେ ଏମିତି କିଛି ବ୍ୟକ୍ତି ଅଛନ୍ତି ସେମାନଙ୍କର ଚକ୍ଷୁ ଥିବା ସତେ ଅନ୍ଧ ହୋଇଯାଇଥାନ୍ତି । ପାପ ରୂପ ଅନ୍ଧରେ ନିଜକୁ ମଳିନ କରି ନିଅନ୍ତି । ପ୍ରଥମ ବ୍ୟକ୍ତି ହେଉଛି ଯିଏ ସବୁ ବେଳେ କାମ୍ୟୟ ବାସନାରେ ଭରି ରହିଥାଏ । ସେମାନେ ସବୁ ବେଳେ ଏହି ବିଷୟ କରିବାକୁ ଏବଂ ମନ୍ଦ କାମ କରିବାରେ ତତ୍ପର ରହିଥାନ୍ତି । ଏହି ବ୍ୟକ୍ତି ପାପ ରେ ଅନ୍ଧ ହୋଇ ଏପରି କାମ କରିଥାଏ ଯେ କୋଣସି ସଭ୍ୟ ବ୍ୟକ୍ତି ଏହାକୁ  କରିବାରେ ଭାବି ନ ଥାଏ ।

ଦ୍ବିତୀଯରେ ଚାଣକ୍ୟ କହନ୍ତି ଯେଉଁ ମାନେ ଜୀବନ ସାରା  ମଦ୍ୟପାନ କରିଥାନ୍ତି ଏବଂ ଯେଉଁ ବ୍ୟକ୍ତି ଖରାପ ଅଭ୍ୟାସ ର ଅଧିନ ହୋଇଯାଇଥାଏ । ଏହି ଅଭ୍ୟାସ ଥିବା ବ୍ୟକ୍ତି ଆଖି ଥିଲେ ମଧ୍ୟ ଅନ୍ଧ ହୋଇଯାଇଥାଏ ଏବଂ ଏହି ବ୍ୟକ୍ତି ମଦ୍ୟ ଅଭ୍ୟାସ ରେ ଅଟେ ଲିପ୍ତ ହୋଇଯାଇଥାଏ ଯେ ଭଲ ମଦ ର ଆଲୋଚନା କରିନଥାଏ । ତୃତୀୟ ବ୍ୟକ୍ତି ହେଉଛି ଧନର ଆଶା ଥିବା ବ୍ୟକ୍ତି , ଏହି ବ୍ୟକ୍ତି ଧନ ପାଇଁ କିଛି ବି ମନ୍ଦ କାମ କରିବାକୁ ପଛେଇ ନ  ଥାଏ ।

ସେହି ବ୍ୟକ୍ତି କୁ ଧନ ଲୋଭ ରେ ଏହି କୋଣସି କାମ ଭୁଲ ଲାଗିନଥାଏ । ଏମାନେ ଧନ ର ଆଶା ରେ ଅନ୍ଧ ହୋଇ ନିଜର ଲୋକଙ୍କୁ ମଧ୍ୟ ଧୋକା ଦେଇଥାନ୍ତି । ତେଣୁ ଜୀବନରେ ଏହି ଭଳି ସ୍ଵଭାବ ବ୍ୟକ୍ତି ହେବା  ନାହିଁ ଏବଂ ଏମାନଙ୍କ ଠାରୁ ଦୂର ରେ ରହିବା ଉଚିତ୍ ହୋଇଥାଏ । ଏଭଳି ପୋଷ୍ଟ  ପାଇଁ ଆମ ପେଜ କୁ ଲାଇକ ଶେୟାର ଆଉ କମେଣ୍ଟ କରନ୍ତୁ ।

Leave a Reply

Your email address will not be published. Required fields are marked *