Vastu Tips: ଝିଟିପିଟି ଆପଣଙ୍କୁ କରିପାରେ କୋଟିପତି ! କେବଳ କରନ୍ତୁ ଏହି ଉପାୟ

ଆପଣମାନେ ଜଣାଇଥିବେ କି ଝିଟିପିଟି ଆମ ସବୁ ଲୋକମାନଙ୍କ ଘରେ ରହି ଥାଏ ଛୋଟ ମୋଟ ପୋକ ଖାଇବା ପାଇଁ ସେମାନେ ଘରେ ସବୁ ବେଳେ ରହି ଥାନ୍ତି । ତେବେ ଆମେ ଆଜି ଆପଣଙ୍କୁ କିଛି ଏହି ଝିଟିପିଟି ଉପରେ କହିବା ପାଇଁ ଯାଉଛୁ କି ଆମକୁ ସେମାନେ କିଭଳି ଭାବେ ଭଲ କିମ୍ବା ଖରାପ ହେବାର ସୂଚନା ଦେଇଥାନ୍ତି ।

ତେବେ ଆସନ୍ତୁ ଜାଣିବା କିଭଳି ଭାବେ ଆମେ ଜାଣିବା ଆକି ଆମର ଆଗକୁ ଖରାପ କିମ୍ବା ଭଲ ହେବା ପାଇଁ ଯାଉଛି ଏହା ସହ ଆପଣ ମାନେ ଏହି ଝିଟିପିଟି ଉପରେ କଣ ପକାଇବା ଦ୍ଵାରା ଆପଣଙ୍କ ଉପରେ ମା ଲକ୍ଷ୍ମୀଙ୍କ ଦାୟା ହୋଇଥାଏ । ଆପଣମାନେ ଜାଣିଥିବେ କି ଝିଟିପିଟି କୁ ଆମେ ଏକ ସାଧାରଣ ଜୀବ ବୋଲି କୁହାଯାଏ ଆମେ ଭି ଏହାକୁ  ଏକ ସାଧାରଣ ଜୀବ ବୋଗଲେ ଏହାର ମାନି ନେଉ ।

ଏହା ପରେ ଆପଣ ମାନେ ଜାଣିଥିବେ କି ପ୍ରତେ ଜୀବ ମାନଙ୍କ ମଣିଷ ସହ କିଛି ଭଲ ସମ୍ପର୍କ ରହି ଥାଏ । ତେବେ ସାତର ଅନୁସାରେ ଝିଟିତ୍ପିତି କୁ ଏକ ବିଶେଷ ସ୍ଥାନ ଦିଆ ଯାଇଛି । ଏହାକୁ ଦେଖିବା ପାଇଁ  ଆପଣ ମାନେ ଏହାର ଗତି ବିଧିକୁ ଦେଖିକି ଅନେକ ଜିନିଷ ଜାଣି ପାରିବା ।  ଆପଣ ମାନେ ଜାଣିଥିବେ କି ଝିଟିପିଟି ତଳକୁ ଖସି ପଡିଲେ କିମ୍ବା କାହା ଶରୀର ଉପର ଦେଇ ପଡିଲେ ଏହା ଖୁବ ଭଲ ସଂକେତ ହୋଇଥାଏ । ତେବେ ଦୀପାବଳି ଦିନ ଝିଟିପିଟି ଦେଖିବା ଦ୍ଵାରା ଆପଣ ଯାନୀ ନିଅନ୍ତୁ କି ଆପଣ ମା ଲକ୍ଷ୍ମୀ ଙ୍କ ଆଗମନର ପ୍ରସ୍ତୁତ କରିନେବେ ।

କାରଣ ଦୀପାବଳି ଦିନ ଏହାକୁ ଦେଖିବା ଖୁବ ଶୁଭ ହୋଇଥାଏ । ଏହି ଦିନ ସେ ଆପଣଙ୍କ ଉପରେ ପଡିବା ଦ୍ଵାରା ଆପଣଙ୍କ ସାରା ବର୍ଷ ଖୁବ ଭଲରେ ଯାଇଥାଏ । ଏହାକୁ ଦେଖିକି କିଛି ଉପାୟ କରିବା ଦ୍ଵାରା ମଧ୍ୟ ଆମେ ମା ଲକ୍ଷ୍ମୀ ଙ୍କ ଦୟା ପାଇଥାଉ । ଆପଣ ଏହାକୁ ସବୁଦିନ ଯେଉଁ ସମୟରେ ଭି କରିପାରିବେ ନି ଆପଣ ଏହାକୁ ସଂଧ୍ୟା ସମୟରେ କରି ପାରିବେ । ଆପଣ ସଂଧ୍ୟା ସମୟରେ ପୂଜା କରିବା ସମୟରେ ଯଦି ମାଟିରେ ଦେଖିବେ କି ଝିଟିପିଟି ଅଛି ତେବେ ତୁରନ୍ତ କିଛି ଚାଉଳ ଆଣି ଓ ସିନ୍ଦୁର ଆଣି ଏହା ଉପରେ ପକେଇ ଦିଅନ୍ତୁ ।

ଦେଖିବେ ଆପଣ ନିଶ୍ଚିତ ଭାବେ ମନସ୍କାମନା ପୁରଣ ହେବ । ଏହାକୁ ଆପଣ କେବଳ ସଂଧ୍ୟା ସମୟରେ ହି କରି ପାରିବେ । ଏହା ସହ ଆପଣ ଯେତେବେଳେ ଘର ସଫା କରିବେ ଓ ଦେଖିବେ କି ଏହା ଆପଣଙ୍କ ଦ୍ଵାରା ଝିଟିପିଟି କିମ୍ବା ଏହାର ଛୁଆ ର ହତ୍ୟା ହୋଇ ଯାଏ ତେବେ ଆପଣ ଏହାକୁ ତୁରନ୍ତ ନେଇ ମାଟିରେ ପୋତି ଦେବେ । ଦେଖିବେ କି ଆପଣ ଏଭଳି କରିବା ଦ୍ଵାରା ଆପଣଙ୍କ ଉପରେ ମା ଲକ୍ଷ୍ମୀ  ଙ୍କ ଦୟା ରହିଥାଏ ଓ ଆପଣ ଜୀବ ହତ୍ୟା ରୁ ମଧ୍ୟ ମୁକ୍ତି ପାଇ ଯାଇଥାନ୍ତି ।

ଯଦି ଆପପନ ଖାଦ୍ଯ କାହାଇବା ଅସମୟରେ ଏହାର ଆବାଜ ଶୁଣା ଯାଏ ତେବେ ଆପଣ ନିଶ୍ଚିତ ଭାବେ ଧନବାନ ହେବ ପାଇଁ ଯାଉଛନ୍ତି । ଆପଣ ଯଦି ଝିଟିପିଟି  ର ସଂଗମ ଦେଖିବେ ତେବେ ଆପଣ ଯାହାକୁ  ମାନେ ମାନେ ଖୋଜୁଥିବେ ସେ ଆପଣଙ୍କୁ ମିଳିଯିବ ଓ ସେ ଆପଣଙ୍କ ପ୍ରିୟ ମିତ୍ରା ହୋଇ ପାରେ ଯାହା ଦ୍ଵାରା ଆପଣ ଫଳ ପ୍ରଦ ରହିବେ ।

ବନ୍ଧୁଗଣ ଆମେ ଆଶା କରୁଛୁ କି ଆପଣଙ୍କୁ ଏହି ଖବର ଭଲ ଲାଗିଥିବ । ତେବେ ଏହାକୁ ନିଜ ବନ୍ଧୁ ପରିଜନ ଙ୍କ ସହ ସେୟାର୍ ନିଶ୍ଚୟ କରନ୍ତୁ । ଏଭଳି ଅଧିକ ପୋଷ୍ଟ ପାଇଁ ଆମ ପେଜ୍ କୁ ଲାଇକ ଏବଂ ଫଲୋ କରନ୍ତୁ ଧନ୍ୟବାଦ ।

Leave a Reply

Your email address will not be published. Required fields are marked *