Teethwhitening- ଯେତେ କଳା ଓ ହଳଦିଆ ଦାନ୍ତ ହେଇଥିଲେ ବି ମୋତି ଭଳି ଚମକିବ କେବଳ ୨ ମିନିଟରେ, ବାସ ଜାଣି ରଖନ୍ତୁ ଏହି ଉପାୟ

ନମସ୍କାର ବନ୍ଧୁଗଣ । ସୂଚନା ଅନୁସାରେ ଦାନ୍ତ ବ୍ୟକ୍ତିର ହସକୁ ସୁନ୍ଦର କରିଥାଏ । ଏହା ସହିତ ସୁନ୍ଦର ଦାନ୍ତ ଯୋଗୁ ମୁଖ ମଣ୍ଡଳର ସୁନ୍ଦରତା ଅଧିକ ବଢିଯାଇଥାଏ । ତେଣୁ ପ୍ରତ୍ଯେକ ବ୍ୟକ୍ତି ସୁନ୍ଦର ଓ ଚମକଦାର ଦାନ୍ତକୁ ହିଁ ପସନ୍ଦ କରିଥାନ୍ତି । କିଛି ବ୍ୟକ୍ତିଙ୍କର କୌଣସି ନା କୌଣସି କାରଣ ଯୋଗୁ ଦାନ୍ତ ଧଳାରୁ ଧୀରେ ଧୀରେ ହଳଦିଆ ପଡିଯାଇଥାଏ । ଏହା ସହିତ ଦାନ୍ତ ଗୁଡିକ ବହୁତ ଅପରିଷ୍କାର ଦେଖା ଯାଇଥାନ୍ତି ।

ତେଣୁ ଧଳା ଓ ସୁନ୍ଦର ଦାନ୍ତ ପାଇବା ପାଇଁ ନିହାତି ଭାବେ ଏହି ଉପାୟକୁ କରନ୍ତୁ । ଏହି ଉପଚାରକୁ ପ୍ରସ୍ତୁତ କରିବା ପାଇଁ ଆପଣଙ୍କୁ ୩ ଟି ସାମଗ୍ରୀର ଆବଶ୍ୟକତା ରହିଛି । ସେହି ୩ ଟି ସାମଗ୍ରୀ ଗୁଡିକ ହେଉଛି ବିଲାତି, ଲେମ୍ବୁ ଓ ଟୁଥ ପେଷ୍ଟ । ଏହି ସବୁ ସାମଗ୍ରୀ ବହୁତ ସହଜରେ ଘରେ ହିଁ ଉପଲବ୍ଧ ହୋଇଯିବ ।

ବିଲାତି ଦାନ୍ତରୁ ହଳଦିଆପଣ କାଢି ଦାନ୍ତକୁ ଧଳା କରିବାରେ ପ୍ରମୁଖ ଭୂମିକା ନେଇଥାଏ । ଆପଣ ପ୍ରଥମେ ଏକ ବିଲାତିକୁ ଆଣି ତାହାକୁ କୌଣସି ଏକ ଜିନିଷ ସାହାଜ୍ଯରେ ଟିକେ ବିଲାତିର ଚାରି ପାଖରୁ ଧୀରେ ଧୀରେ କରି ପିଟି ଦିଅନ୍ତୁ । ଯେପରି ବିଲାତିକୁ ଏକ ପାତ୍ରରେ ଚୁପୁଡି ତାହାର ରସ ବାହାର କରିବା ସମୟରେ ବିଲାତିରୁ ବହୁତ ଭଲ ଭାବରେ ରସ ବାହାରି ଆସିବ ।

ତାପରେ ପାତ୍ରରେ ବିଲାତି ରସ ଚୁପୁଡି ସାରିବା ପରେ ସେହି ପାତ୍ରରେ ଗୋଟିଏ ଲେମ୍ବୁକୁ ଚୁପୁଡି ତାହାର ରସ ବାହାର କରି ଦିଅନ୍ତୁ । ତୃତୀୟ ସାମଗ୍ରୀ ଅନୁସାରେ ଆପଣଙ୍କୁ ଏହି ରେମିଡିଟି ପ୍ରସ୍ତୁତ କରିବା ପାଇଁ ଏକ ଟୁଥ ପେଷ୍ଟର ଆବଶ୍ୟକ ପଡିବ । ଆପଣ ଦାନ୍ତ ଘଷିବା ପାଇଁ ବ୍ୟବହାର କରୁଥିବା କୌଣସି ପ୍ରକାର ଧଳା ପେଷ୍ଟକୁ ଆଣି ଯେତିକି ପରିମାଣରେ ଦାନ୍ତ ଘଷିବା ପାଇଁ ବ୍ୟବହାର କରୁଛନ୍ତି ।

ସେତିକି ବିଲାତି, ଲେମ୍ବୁ ମିଶ୍ରୀତ ରସରେ ମିଶାଇ ତାହାକୁ ଭଲ ଭାବରେ ଗୋଳାଇ ଦିଅନ୍ତୁ । ଏହି ୩ ଟି ସାମଗ୍ରୀକୁ ଏକ ପାତ୍ରରେ ଏକାଠି କରିସାରିବା ପରେ ତାହାକୁ ଭଲ ଭାବରେ ଗୋଳାଇ ମିଶାଇ ଦିଅନ୍ତୁ । ପ୍ରତିଦିନ ଯେପରି ଆପଣ ବ୍ରଶ ସାହାଜ୍ଯରେ ଦାନ୍ତ ଘଷିଥାନ୍ତି ।

ସେହିପରି ଆପଣ ସେହି ପ୍ରସ୍ତୁତ କରିଥିବା ମିଶ୍ରଣକୁ ନେଇ ଦାନ୍ତରେ ବ୍ରସ ସାହାଜ୍ଯରେ ଘଷନ୍ତୁ । ଏହିପରି କିଛି ଦିନ ପର୍ଯ୍ୟନ୍ତ ଲଗାତର କରିବା ଦ୍ଵାରା କଳା ଓ ହଳଦିଆ ଭଳି ଅସୁନ୍ଦର ଦାନ୍ତ ଧୀରେ ଧୀରେ କରି ଧଳା, ସୁନ୍ଦର ଓ ଚମକଦାର ହୋଇଯିବ । ଯଦି ଏହି ପୋଷ୍ଟଟି ଆପଣ ମାନଙ୍କୁ ଭଲ ଲାଗିଥାଏ । ତେବେ ଆମ ସହ ଯୋଡି ହୋଇ ରହିବା ପାଇଁ ଆମ ପେଜକୁ ଲାଇକ୍, କମେଣ୍ଟ ଓ ଶେୟାର ନିହାତି ଭାବେ କରନ୍ତୁ । ଧନ୍ୟବାଦ

Leave a Reply

Your email address will not be published. Required fields are marked *