ବାଛନ୍ତୁ ଯେ କୌଣସି 1 ନମ୍ବର ଦେଖିବା ଆପଣଙ୍କ ଉପରେ ଅଛି କେଉଁ ଦିବ୍ୟଶକ୍ତିର ହାତ ଓ ସେ ଆପଣଙ୍କୁ କେଉଁଠିକୁ ନେଇଯିବ…

ନମସ୍କାର ବନ୍ଧୁଗଣ । ସୂଚନା ଅନୁସାରେଦୁନିଆରେ ୨ ପ୍ରକାର ଶକ୍ତି ବିଦ୍ୟମାନ ଅବସ୍ତାରେ ଅଛି । ଗୋଟିଏ ହେଉଛି ସକାରାତ୍ମକ ଓ ଅନ୍ୟଟି ନକରାତ୍ମକ ଶକ୍ତି । ଆଜି ଆପଣ ମାନେ ଜାଣିବାକୁ ପାଇବେ ଆପଣଙ୍କ ଉପରେ କେଉଁ ଶକ୍ତିର ପ୍ରଭାବ ରହିଛି । ସେଥିପାଇଁ ଆପଣଙ୍କୁ ୨ ଗୋଟି ନମ୍ବର ଦିଆଯାଇଛି । ସେହି ନମ୍ବର ୨ ଟି ହେଉଛି ୧ ଓ ୨ । ଆପଣ ନିଜର ଆରାଧ୍ୟ ଦେବତାଙ୍କୁ ସ୍ମରଣ କରି ବିନା ଦ୍ଵନ୍ଦରେ ଯେକୌଣସି ଗୋଟିଏ ନମ୍ବରକୁ ବାଛନ୍ତୁ ।

ଯେଉଁ ମାନେ ନମ୍ବର ୧କୁ ବାଛିଚନ୍ତି । ସେମାନଙ୍କ ଉପରେ ସେମାନେ ପୂଜା କରୁଥିବା ଶକ୍ତିର ଆଶ୍ରୀବାଦ ରହିଛି । ଆପଣ ଯେଉଁ ଧର୍ମର ହେଇଥାନ୍ତୁ । ଆପଣ ଯାହାକୁ ନିଜର ଇଷ୍ଟ ବା ଆରାଧ୍ୟ ଦେବତା ଭାବିକି ପୂଜା ପାଠ କରିଥାନ୍ତି । ସେହି ଈଶ୍ବରୀୟ ଶକ୍ତି ଆପଣଙ୍କ ଉପରେ ସଦା ସର୍ବଦା ରହିଛି । ଆପଣ କୌଣସି କାରଣ ବଶତଃ ଯଦି ଆପଣଙ୍କର ପୂଜା ପାଠ କରିବା ବନ୍ଦ କରିଦେଇଛନ୍ତି ।

ଇଶ୍ଵରଙ୍କର ପୂର୍ବରୁ ଅପେକ୍ଷା ଆସ୍ଥା ଓ ଭରସା କମି ଯିବା କାରଣରୁ ଆପଣ ଆଗ ଭଳି ନିଜକୁ ପୂଜାରେ ଲୀନ ରଖୁନାହାନ୍ତି । ତଥାପି ସେହି ଶକ୍ତି ଆପଣଙ୍କ ଉପରୁ ନିଜର ଆଶ୍ରୀବାଦ ହଟାଇ ନାହାନ୍ତି । ସେ ସଦା ସର୍ବଦା ଆପଣଙ୍କ ସାଥିରେ ରହିଛନ୍ତି । ଆଗାମୀ ସମୟରେ ଆପଣଙ୍କ ଇଛା କରିଥିବା ଗୋଟି ଗୋଟି କରି ସବୁ ସ୍ଵପ୍ନ ପୂରଣ ହେବା ପାଇଁ ଯାଉଛି । ବିଳମ୍ବରେ ହେଉ ପଛେ ଆପଣଙ୍କର ଇଛା ପୂରଣ ହୋଇବ । ସେଥିପାଇଁ ଆପଣ ସର୍ବଦା ନିଜର କର୍ମ ଜାରି ରଖନ୍ତୁ ।

ଯେଉଁ ମାନେ ନମ୍ବର ୨ କୁ ବାଛିଚନ୍ତି । ସେହି ଲୋକମାନଙ୍କର ଉପରେ ସକାରାତ୍ମକ ଶକ୍ତି ବିରାଜମାନ ଅବସ୍ତାରେ ଅଛି ।ଆପଣ ବହୁତ ଅଧିକ ମାତ୍ରାରେ ପ୍ରକୃତି ପ୍ରେମୀ ଧରଣର ବ୍ୟକ୍ତିତ୍ବ ଅଟନ୍ତି । ଆପଣ ଯେଉଁ ଧର୍ମର ହୋଇଥାନ୍ତୁ । ଆପଣଙ୍କ ପୂଜନୀୟ ଶକ୍ତିକୁ ସବୁବେଳେ ଅନ୍ତରରୁ ପୂଜା କରିଚାଲନ୍ତୁ । ଆଗାମୀ ସମୟ ବହୁତ ଅଧିକ ହିଁ ଭଲ ରହିବା ପାଇଁ ଯାଉଛି ।

ଆଗାମୀ ସମୟରେ ଆପଣଙ୍କର ସବୁ କାର୍ଯ୍ୟରେ ମନ ପ୍ରଫୁଲିତ ରହିବ ।ଆପଣ ସେହି ସମୟରେ ଉଦାଶ ରହିବେ ନାହିଁ । ନିଜେ ଖୁସିରେ ରହିବା ସହିତ ଅନ୍ୟର ଖୁସିର କାରଣ ବନିବେ । ଆପଣ ପ୍ରକୃତିକୁ ବହୁତ ଅଧିକ ଭଲ ପାଉଥିବା କାରଣରୁ ଆପଣଙ୍କୁ ପ୍ରକୃତିରୁ ସକାରାତ୍ମକ ଊର୍ଜାର ଆଭାସ ମିଳିଥାଏ ।

ଯେତେ ମଧ୍ୟ ଚିନ୍ତାରେ ରହୁଥିଲେ । ଆପଣ ଯଦି ଗଛଭରା ସ୍ଥାନ ବା କୌଣସି ସବୁଜ କ୍ଷେତ ଏହିପରି କିଛି ପ୍ରାକୃତିକ ପରିବେଶ ଦେଖିବାକୁ ପାଇଥାନ୍ତି । ତେବେ ଆପଣ ସଂପୂର୍ଣ୍ଣ ଭାବରେ ଚିନ୍ତାମୁକ୍ତ ହୋଇ ନିଜ କାମରେ ଆଗକୁ ଆରାମରେ ବଢି ପାରନ୍ତି । ଯଦି ଏହି ପୋଷ୍ଟଟି ଭଲ ଲାଗିଥାଏ । ତେବେ ଆମ ପେଜକୁ ଲାଇକ୍, କମେଣ୍ଟ ଓ ଶେୟାର କରନ୍ତୁ । ଧନ୍ୟବାଦ

Leave a Reply

Your email address will not be published. Required fields are marked *