Tarot card reading- ଜଣଙ୍କ ନାମ ଭାବି ବାଛନ୍ତୁ 1 ନମ୍ବର, ଦେଖିବା ତାଙ୍କ ହୃଦୟରେ ଆପଣଙ୍କ ପାଇଁ କଣ ଅଛି ?

ନମସ୍କାର ବନ୍ଧୁଗଣ । ସୂଚନା ଅନୁସାରେ ସମସ୍ତେ ଚାହିଁଥାନ୍ତି । ଆମର ଏପରି ଶକ୍ତି ରହିଥାନ୍ତା । ଯାହା ଦ୍ଵାରା ଆମେ ଅନ୍ୟର ମନରେ କଣ ଚାଲୁଛି । ନିଜ ଶକ୍ତି ଦ୍ଵାରା ଅନ୍ୟର ମନର ଭାଷା ପଢିପାରିଥାନ୍ତୁ । ତେବେ ଏପରି ତ କୌଣସି ମଧ୍ୟ ଶକ୍ତି ନଥାଏ । ଆପଣ ଚାହିଁଲେ ଅନ୍ୟର ମନ ଭାଷା ପଢିବା ପାଇଁ ଟାରୋଟ କାର୍ଡର ରିଡିଂ ଦ୍ଵାରା ଅନ୍ୟର ଭାବନାକୁ ତୁମ ପାଇଁ କଣ ଅଛି । ଜାଣିପାରିବ । ଏଥିପାଇଁ ୧, ୨, ୩, ୪, ଓ ୫ ନମ୍ବର ମଧ୍ୟରୁ କୌଣସି ନମ୍ବରକୁ ମଧ୍ୟ ବାଛିପାରିବେ ।

ନମ୍ବର ୧ ; ଯେଉଁ ମାନେ ନମ୍ବର ୧ କୁ କୌଣସି ଏକ ଲୋକର ମନର ଭାବନା ଆପଣଙ୍କ ପାଇଁ କଣ ଅଛି, ଜାଣିବାକୁ ବାଛିଛନ୍ତି । ଆପଣଙ୍କ ପାଇଁ ସେହି ଲୋକର ଭାବନା ଏହା କିଜେ ସେ ଆପଣଙ୍କ ସହିତ ଦେଖା ହେବା ପରଠାରୁ କେବଳ ଆପଣଙ୍କ କଥା ଭାବୁଛନ୍ତି । ତାଙ୍କ ଭାବନାରେ ଆପଣ ବହୁତ ଭଲ ବ୍ୟକ୍ତିତ୍ବଟି ଅଟନ୍ତି । ବହୁତ ସକାରାତ୍ମକ ଚିନ୍ତାଧାରା ଆପଣଙ୍କ ଠାରେ ଅଛି । ଯାହା ପାଇଁ ସେ ଆପଣଙ୍କ ପାଖକୁ ଅଧିକରୁ ଅଧିକ ଆକର୍ଷିତ ହୋଇଯାଇଛନ୍ତି ।

ନମ୍ବର ୨ ;-  ଯେଉଁ ମାନେ ଏହି ନମ୍ବରକୁ କୌଣସି ବ୍ୟକ୍ତିର ଆପଣଙ୍କ ପ୍ରତି ରହିଥିବା ଭାବନା ବିଷୟରେ ଜାଣିବାକୁ ପସନ୍ଦ କରିଛନ୍ତି ।  ଏହା ସହିତ ଛୋଟ ଛୋଟ କଥାରେ ଆପଣ ବହୁତ ଅଧିକ ମାତ୍ରାରେ ଅନ୍ୟ ଉପରେ ରାଗିଯାନ୍ତି । ତେଣୁ ସେ ଆପଣଙ୍କୁ ରାଗୀ ମନୁଷ୍ୟ ରୂପେ ମଧ୍ୟ ଦେଖିଥାଏ । ଏହା ସହିତ ଆପଣ ସବୁ କାର୍ଯ୍ୟ କିଛି ଭାବି ବିଚାରୀ ନକରି ବହୁତ ଜଲ୍ଦି କରିଦିଅନ୍ତି ବୋଲି ଏପରି କିଛି ଭାବନା ତାଙ୍କ ମନରେ ଅଛି ।

ନମ୍ବର ୩ ;- ଯେଉଁ ମାନେ ନମ୍ବର ୩ କୁ ବାଛିଛନ୍ତି । ସେ ବ୍ୟକ୍ତି ଜଣଙ୍କ ଆପଣଙ୍କୁ ବହୁତ ସମ୍ମାନ କରନ୍ତି । ଆପଣଙ୍କ ପ୍ରତି ତାଙ୍କ ମନରେ ବହୁତ ଭଲ ବିଚାରଧାରା ଅଛି । ଆପଣ ଏପରି ଜଣେ ବ୍ୟକ୍ତିତ୍ବ ଜିଏକି ସମସ୍ତଙ୍କୁ ଖୁସିରେ ରଖିବାକୁ ଭଲ ପାଇଥାଏ । କେବେ ମଧ୍ୟ କାହାର ଅନିଷ୍ଟ ଚିନ୍ତା କରେ ନାହିଁ ବୋଲି ସେ ଆପଣଙ୍କ ବିଷୟରେ ଭାବୁଛନ୍ତି ।

ନମ୍ବର ୪ ;- ଏହି ନମ୍ବରକୁ ବାଛିଥିବା ଲୋକ ଯାହା ମନ କଥା ଜାଣିବା ପାଇଁ ବାଛିଛନ୍ତି । ଆପଣ ଓ ତାଙ୍କ ଭିତରେ ଏପରି ଏକ ସମ୍ପର୍କ ରହିଛି । ଯେଉଁ ସମ୍ପର୍କକୁ ସେ ଚାହିଁଲେ ସୁଦ୍ଧା ନିଜ ଠାରୁ ଅଲଗା କରିପାରିବେ ନାହିଁ । ସେ ସବୁବେଳେ ଆପଣଙ୍କ ସହିତ ଯୋଡି ହୋଇ ରହିବା ପାଇଁ ଚାହିଁଥାନ୍ତି ।

ନମ୍ବର ୫ ;- ଏହି ନମ୍ବରକୁ ଯେଉଁ ଲୋକ କାହାର ମନ କଥା ଜାଣିବା ପାଇଁ ପସନ୍ଦ କରିଛନ୍ତି । ଆପଣ ଓ ତାଙ୍କ ଭିତରେ ଯେଉଁ ସମ୍ପର୍କ ମଧ୍ୟ ଥାଉ । କେତେକ କ୍ଷେତ୍ରରେ କିଛି କାରଣ ବଶତଃ ଦୂହିଁଙ୍କର ସମ୍ପର୍କରେ ତିକ୍ତତା ଆସିବା କାରଣରୁ ସମ୍ପର୍କରେ ଫାଟ ସୃଷ୍ଟି ହୋଇଯାଇଥିଲା । ବର୍ତ୍ତମାନ ସମୟରେ ସେହି ସମ୍ପର୍କ ପୁନଃ ଯୋଡି ହେବାର ସମ୍ଭାବନା ରହୁଛି । ଯଦି ଏହି ପୋଷ୍ଟଟି ଭଲ ଲାଗିଥାଏ । ତେବେ ଆମ ପେଜକୁ ଲାଇକ୍, କମେଣ୍ଟ ଓ ଶେୟାର କରନ୍ତୁ ।

Leave a Reply

Your email address will not be published. Required fields are marked *